ଟି.ଜି.କେ. ମେନନ
ସାମାଜିକ କର୍ମୀ ଓ ପରିବେଶବିତ୍
ତାଚେରିଲ ଗୋବିନ୍ଦନ କୁଟ୍ଟି ମେନନ (୨ ମାର୍ଚ୍ଚ ୧୯୪୦ – ୧୨ ଜୁନ ୨୦୨୧) ଜଣେ ଭାରତୀୟ ସମାଜସେବୀ ତଥା ପରିବେଶବିତ୍ ଥିଲେ ।[୧] ମଧ୍ୟପ୍ରଦେଶର ଇନ୍ଦୋରର କସ୍ତୁରବାଗ୍ରାମ ତତ୍ତ୍ୱାବଧାନରେ ପରିବେଶ ଅନୁକୂଳ ଜଳସେଚନ ଓ ଚାଷ କୌଶଳ ପ୍ରଚଳନରେ ତାଙ୍କର ଅବଦାନ ବିଷୟରେ କୁହାଯାଇଛି । ସେ ଭାରତରେ ଜୈବ-ଗତିଶୀଳ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ଜଣାଶୁଣା ।[୨] ୧୯୮୯ମସିହାରେ ତାଙ୍କୁ ଜମନଲାଲ ବଜାଜ ପୁରସ୍କାର ମିଳିଥିଲା ।[୩] ୧୯୯୧ ମସିହାରେ, ଭାରତ ସରକାର ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।[୪]
ଟି.ଜି.କେ. ମେନନ | |
---|---|
ଜନ୍ମ | ତାଚେରିଲ ଗୋବିନ୍ଦନ କୁଟ୍ଟି ମେନନ ୨ ମାର୍ଚ୍ଚ ୧୯୪୦ କୋଡୁଙ୍ଗାଲ୍ଲୁର, ତ୍ରିସ୍ସୁର, ଭାରତ |
ମୃତ୍ୟୁ | ୧୨ ଜୁନ ୨୦୨୧ | (ବୟସ ୮୧)
ବୃତ୍ତି(ସମୂହ) | ସମାଜସେବୀ ପରିବେଶବିତ୍ |
ପୁରସ୍କାର | ପଦ୍ମଶ୍ରୀ ଜମନଲାଲ ବଜାଜ ପୁରସ୍କାର |
ଆଧାର
ସମ୍ପାଦନା- ↑ S. S. Tomar (1995). Energy Agriculture and Environment. Mittal Publications. p. 213. ISBN 9788170996132.
- ↑ "What is Bio-Dynamic Agriculture?". Biodynamics. 2015. Retrieved 13 October 2015.
- ↑ "Jamnalal Bajaj Award". Jamnalal Bajaj Foundation. 2015. Retrieved 13 October 2015.[permanent dead link]
- ↑ "Padma Awards" (PDF). Ministry of Home Affairs, Government of India. 2015. Retrieved 21 July 2015.