ଟିରୋଫିବାନ, ଏକ ବେପାର ନାମ ଆଗ୍ରାଷ୍ଟାଟ, ହେଉଛି ଏକ ପ୍ଲାଟେଲଟବିରୋଧୀ (ଆଣ୍ଟିପ୍ଲାଲେଟ୍) ଔଷଧ ଯାହା ଅସ୍ଥିର ଆଞ୍ଜିନା କିମ୍ବା ଅଣ- ଏସଟି-ସେଗମେଣ୍ଟ-ଉଚ୍ଚତା ଏମଆଇ (ହୃଦ୍‌ଘାତ)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଅନ୍ୟାନ୍ୟ ଔଷଧ ସହିତ ଏକତ୍ର ଦିଆଯାଏ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧] ଔଷଧ ପ୍ରଭାବ ଦ୍ରୁତ ଗତିରେ ଆରମ୍ଭ ହୁଏ ଏବଂ ୮ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[୧]

ଟିରୋଫିବାନ
Clinical data
Trade namesAggrastat, others
AHFS/Drugs.commonograph
MedlinePlusa601210
data
Pregnancy
category
Routes of
administration
Intravenous[୧]
Legal status
Legal status
Pharmacokinetic data
Protein binding65%
Onset of actionRapid[୧]
Elimination half-life2 hours
Duration of actionUp to 8 hrs[୧]
Identifiers
ECHA InfoCard100.163.548 Edit this at Wikidata
Chemical and physical data
FormulaC22H36N2O5S
Molar mass୪୪୦.୬0 g·mol−1
3D model (JSmol)
  • O=S(=O)(N[C@H](C(=O)O)Cc2ccc(OCCCCC1CCNCC1)cc2)CCCC
  • InChI=1S/C22H36N2O5S/c1-2-3-16-30(27,28)24-21(22(25)26)17-19-7-9-20(10-8-19)29-15-5-4-6-18-11-13-23-14-12-18/h7-10,18,21,23-24H,2-6,11-17H2,1H3,(H,25,26)/t21-/m0/s1 checkY
  • Key:COKMIXFXJJXBQG-NRFANRHFSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ଧୀର ହୃଦସ୍ପନ୍ଦନ, ଫୁଲା ଏବଂ ମୁଣ୍ଡ ବୁଲାଇବା ଇତ୍ୟାଦି ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଏବଂ କମ୍ ପ୍ଲାଲେଟ୍ ସ୍ତର ହୋଇପାରେ ।[୧] ଏହା ଗ୍ଲାଇକୋପ୍ରୋଟେନ୍ ୨ବି/୩ଏ (IIb / IIIa) ଇନହିବିଟର ଶ୍ରେଣୀର ଔଷଧ ଅଟେ ଏବଂ ଏକତ୍ର ଜମିବା ପାଇଁ ପ୍ଲାଟେଲେଟ ସାମୟିକ ଭାବରେ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]

୧୯୯୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟିରୋଫିବାନ ଅନୁମୋଦିତ ହୋଇଥିଲା ।[୧] ଏହାଏକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ୧୨.୫ ମିଗ୍ରା ବିଶିଷ୍ଟ ଏକ ଭାଏଲର ମୂଲ୍ୟ ପ୍ରାୟ ୧୫୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ 260 ଡଲାର ଥିଲା ।[୪]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Tirofiban Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2020. Retrieved 19 July 2021.
  2. "Aggrastat- tirofiban injection, solution". DailyMed. Archived from the original on 24 June 2021. Retrieved 19 June 2021.
  3. ୩.୦ ୩.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 224. ISBN 978-0-85711-369-6.{{cite book}}: CS1 maint: date format (link)
  4. "Aggrastat Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 19 July 2021.