ଟାଙ୍ଗରପାଲି
ଟାଙ୍ଗରପାଲି , ସୁନ୍ଦରଗଡ଼ ଜିଲ୍ଲାର ଏକ ଉପଖଣ୍ଡ । ଏହା ଜିଲ୍ଲାର ସଦର ମହକୁମା ସୁନ୍ଦରଗଡ଼ ଠାରୁ ୧୫ କି.ମି. ଦୂରରେ ଅବସ୍ଥିତ ।
ଟାଙ୍ଗରପାଲି | |
---|---|
ପଞ୍ଚାୟତ ସମିତି | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସୁନ୍ଦରଗଡ଼ |
ପଞ୍ଚାୟତ ସମିତି | ଟାଙ୍ଗରପାଲି |
ଗ୍ରାମ ପଞ୍ଚାୟତ | ଟାଙ୍ଗରପାଲି |
ତହସିଲ | ଟାଙ୍ଗରପାଲି |
ସମୟ ମଣ୍ଡଳ | IST (+୫.୩୦) |
ପିନ କୋଡ଼ | ୭୭୦୦୧୧[୧] |
ଏସଟିଡି କୋଡ଼ | • +06622 |
ଗାଡ଼ି ପଞ୍ଜିକରଣ | OD/19 |