ଝୋଟି ଚିତା

(ଝୋଟିରୁ ଲେଉଟି ଆସିଛି)

ଝୋଟି ଚିତା ଓଡ଼ିଆ ଚଳଣିର ଏକ ହାତକଳା । ଏହା ମାଣବସା ଗୁରୁବାରରେ ଘର ଅଗଣାରେ ଅଙ୍କା ଯାଇଥାଏ । [୧]ଏହା ଚାଉଳବଟାରେ ତିଆରି ପିଠଉରେ ଅଙ୍କା ଯାଇଥାଏ । [୨]

ମାଣବସା ଗୁରୁବାରରେ ଅଙ୍କା ଝୋଟି ଚିତା
କାନ୍ଥରେ ଅଙ୍କିତ ଝୋଟିଚିତା

ବିଶେଷତା ସମ୍ପାଦନା

ଘରେ ଲକ୍ଷ୍ମୀଙ୍କ ଆବାହନ କରିବା ନିମନ୍ତେ ଓଡ଼ିଆ ଘରଣୀମାନେ ଘର ଅଗଣାକୁ ଗୋବରରେ ଲିପା ପୋଛା କରି ସେଥିରେ ଝୋଟି ଚିତା ମାନ ପକାଇଥାନ୍ତି । କାନ୍ଥ ଓ ଦୁଆରମୁହଁରେ ମଧ୍ୟ ଏହି ଚିତା ସବୁ ପକାଯାଇଥାଏ ।

 
ମାଟି କାନ୍ଥରେ ଅଙ୍କିତ ଝୋଟି

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

ଅଧିକ ତଥ୍ୟ ସମ୍ପାଦନା