ଝୋଟି ଚିତା

(ଝୋଟିରୁ ଲେଉଟି ଆସିଛି)

ଝୋଟି ଚିତା ଓଡ଼ିଆ ଚଳଣିର ଏକ ହାତକଳା । ଏହା ମାଣବସା ଗୁରୁବାରରେ ଘର ଅଗଣାରେ ଅଙ୍କା ଯାଇଥାଏ । []ଏହା ଚାଉଳବଟାରେ ତିଆରି ପିଠଉରେ ଅଙ୍କା ଯାଇଥାଏ । []

ମାଣବସା ଗୁରୁବାରରେ ଅଙ୍କା ଝୋଟି ଚିତା
କାନ୍ଥରେ ଅଙ୍କିତ ଝୋଟିଚିତା

ବିଶେଷତା

ସମ୍ପାଦନା

ଘରେ ଲକ୍ଷ୍ମୀଙ୍କ ଆବାହନ କରିବା ନିମନ୍ତେ ଓଡ଼ିଆ ଘରଣୀମାନେ ଘର ଅଗଣାକୁ ଗୋବରରେ ଲିପା ପୋଛା କରି ସେଥିରେ ଝୋଟି ଚିତା ମାନ ପକାଇଥାନ୍ତି । କାନ୍ଥ ଓ ଦୁଆରମୁହଁରେ ମଧ୍ୟ ଏହି ଚିତା ସବୁ ପକାଯାଇଥାଏ ।

 
ମାଟି କାନ୍ଥରେ ଅଙ୍କିତ ଝୋଟି

ଗ୍ୟାଲେରି

ସମ୍ପାଦନା

ଅଧିକ ତଥ୍ୟ

ସମ୍ପାଦନା