ଜୁକ୍ଲୋପେନ୍ଥିକ୍ସୋଲ

ଏହା ସିଜୋଫ୍ରେନିଆ ଏବଂ ଅନ୍ୟାନ୍ୟ ସାଇକୋସିସ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଜୁକ୍ଲୋପେନ୍ଥିକ୍ସୋଲ (ଇଂରାଜୀ ଭାଷାରେ Zuclopenthixol ), ଏକ ବିକ୍ରୟ ନାମ କ୍ଲୋପିକ୍ସଲ, ହେଉଛି ଏକ ଔଷଧ ଯାହା ସିଜୋଫ୍ରେନିଆ ଏବଂ ଅନ୍ୟାନ୍ୟ ସାଇକୋସିସ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ତିଆରି ଉପରେ ନିର୍ଭର କରି ଏହା ପାଟିରେ ଦିଆଯାଏ କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ ।[]

ଜୁକ୍ଲୋପେନ୍ଥିକ୍ସୋଲ
Clinical data
Trade namesClopixol, Cisordinol, others
SynonymsZuclopentixol
AHFS/Drugs.comInternational Drug Names
Pregnancy
category
  • AU: C
Routes of
administration
By mouth, IM[]
Legal status
Legal status
  • AU: S4 (Prescription only) []
  • UK: POM (Prescription only)
  • ℞ (Prescription only)
Pharmacokinetic data
Bioavailability49% (by mouth)
Protein binding98%
MetabolismLiver (CYP2D6 and CYP3A4-mediated)
Elimination half-life20 hours (by mouth), 19 days (IM)
ExcretionFeces
Identifiers
  • cis-(Z)-2-(4-(3-(2-chloro-9H-thioxanthen-9-ylidene)propyl)piperazin-1-yl)ethanol
ECHA InfoCard100.053.398 Edit this at Wikidata
Chemical and physical data
FormulaC22H25ClN2OS
Molar mass୪୦୦.୯୭ g·mol−1
3D model (JSmol)
  • Clc2cc1C(\c3c(Sc1cc2)cccc3)=C/CCN4CCN(CCO)CC4
  • InChI=1S/C22H25ClN2OS/c23-17-7-8-22-20(16-17)18(19-4-1-2-6-21(19)27-22)5-3-9-24-10-12-25(13-11-24)14-15-26/h1-2,4-8,16,26H,3,9-15H2/b18-5- checkY
  • Key:WFPIAZLQTJBIFN-DVZOWYKESA-N checkY
  (verify)

ପାର୍ଶ୍ୱ ପ୍ରତିକ୍ରିୟାରେ ଉଦ୍‌ବେଗ, ଉଦାସୀନତା, ଉଚ୍ଚ ରକ୍ତ ଶର୍କରା ସ୍ତର, ଯକୃତ ସମସ୍ୟା, ଯୌନ‌କ୍ରିୟାରେ ଅସୁବିଧା ଏବଂ ଶୋଇବାରେ ମଧ୍ୟ ଅସୁବିଧା ହୋଇପାରେ ।[] ଯକୃତ କିମ୍ବା ବୃକ୍‌କ ସମସ୍ୟା ଥିଲେ ଅଳ୍ପ ମାତ୍ରାରେ ଏହି ଓଷଧ ବ୍ୟବହାର କରାଯିବା ଉଚିତ୍ ।[] ଏହା ଏକ ସାଧାରଣ ଆଣ୍ଟିସାଇକୋଟିକ[] ସ୍ତନ୍ୟପାନ କରାଇବା ସମୟରେ ଏହି ଔଷଧ ବ୍ୟବହାର କରିବା ସମ୍ଭବ ହୋଇପାରେ ।[]

ଜୁକ୍ଲୋପେନ୍ଥିକ୍ସୋଲ ୧୯୬୨ ମସିହାରେ ସୃଷ୍ଟି କରାଯାଇ ୧୯୭୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଇଥିଲା ।[] [] ଏହା ଅଷ୍ଟ୍ରେଲିଆ, କାନାଡ଼ା, ନ୍ୟୁଜିଲ୍ୟାଣ୍ଡ ଏବଂ ବ୍ରିଟେନରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଛି କିନ୍ତୁ ଯୁକ୍ତରାଷ୍ଟ୍ରରେ ନୁହେଁ ।[] [] [] ବିଭିନ୍ନ କମ୍ପାନୀର କେତେକ ଔଷଧ ମୂଳ ନାମରେ ଉପଲବ୍ଧ, ବିକ୍ରୟ ନାମରେ ନୁହେଁ ।[] ଫ୍ଲୁଫେନାଜିନର ବିକଳ୍ପ ଭାବରେ ଦୀର୍ଘ କାଳ କାର୍ଯ୍ୟକାରୀ ହେଉଥିବା ଡେକାନୋଏଟ ଔଷଧର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[] ଯୁକ୍ତରାଜ୍ୟରେ ଏହା ୨୦୨୨ ମସିହାରେ ଅପେକ୍ଷାକୃତ ଶସ୍ତା ଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ BNF 83 (British National Formulary) March 2022 (83 ed.). Pharmaceutical Press. Aug 13 2022. p. 421. ISBN 9780857114341. {{cite book}}: Check date values in: |date= (help)
  2. "Clopixol (Zuclopenthixol Hydrochloride) Film-coated tablets". Australian Product Information. Australia: The Therapeutics Goods Administration. Archived from the original on 2018-06-15. Retrieved 2013-08-08.
  3. "Zuclopenthixol use while Breastfeeding". Drugs.com (in ଇଂରାଜୀ). Archived from the original on 24 September 2022. Retrieved 8 September 2023.
  4. ୪.୦ ୪.୧ Meyer, Jonathan M.; Stahl, Stephen M. (2 September 2021). The Clinical Use of Antipsychotic Plasma Levels: Stahl's Handbooks (in ଇଂରାଜୀ). Cambridge University Press. p. 201. ISBN 978-1-009-00989-8. Archived from the original on 10 September 2023. Retrieved 8 September 2023.
  5. Riederer, Peter; Laux, Gerd; Nagatsu, Toshiharu; Le, Weidong; Riederer, Christian (4 November 2022). NeuroPsychopharmacotherapy (in ଇଂରାଜୀ). Springer Nature. p. 636. ISBN 978-3-030-62059-2. Archived from the original on 10 September 2023. Retrieved 8 September 2023.
  6. Green AI, Noordsy DL, Brunette MF, O'Keefe C (January 2008). "Substance abuse and schizophrenia: pharmacotherapeutic intervention". Journal of Substance Abuse Treatment. 34 (1): 61–71. doi:10.1016/j.jsat.2007.01.008. PMC 2930488. PMID 17574793.
  7. Sweetman, Sean C., ed. (2009). "Anxiolytic Sedatives Hypnotics and Antipsychotics". Martindale: The complete drug reference (36th ed.). London: Pharmaceutical Press. pp. 1040–1. ISBN 978-0-85369-840-1.
  8. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.