ଜୀବସାର ଖ୧ ଅଭାବ

ଖାଦ୍ୟରେ ଥିଆମିନ ବା ଜୀବସାର ଖ୧ ଅଭାବ ।

ଥିଆମାଇନ ଅଭାବ ବା ଥାୟାମିନ ଅଭାବ ବା ଜୀବସାର ଖ୧ ଅଭାବ ଏକ ଅବସ୍ଥା ଯେଉଁଥିରେ ଜୀବସାର ଖ୧ ପରିମାଣ ଆବଶ୍ୟକତାରୁ କମ୍ ଥାଏ | [୪] ଏକ ଗମ୍ଭୀର ଏବଂ କ୍ରନିକ୍ ଆକାରକୁ ବେରିବେରୀ କୁହାଯାଏ | [୧] [୫] ବୟସ୍କମାନଙ୍କ ମଧ୍ୟରେ ଦୁଇଟି ମୁଖ୍ୟ ପ୍ରକାର ଅଛି: ଓଦା ବେରିବେରୀ ଏବଂ ଶୁଖିଲା ବେରିବେରୀ | [୧] ଓଦା ବେରିବେରୀ ଥିଲେ ହୃଦରକ୍ତନଳୀ ପ୍ରଣାଳୀ ପ୍ରଭାବିତ ହୁଏ ଯାହାଦ୍ୱାରା ଦୃତ ହୃତ୍‌ପିଣ୍ଡ ଗତି, ଅଣନିଶ୍ୱାସ ହୁଏ ଏବଂ ଗୋଡ ଫୁଲିଯାଏ | [୧] ଶୁଖିଲା ବେରିବେରୀରେ ସ୍ନାୟୁ ପ୍ରଣାଳୀ ପ୍ରଭାବିତ ହୁଏ ଯାହାଦ୍ୱାରା ହାତ ଓ ପାଦ କାଲୁଆ ଲାଗେ, ଦ୍ୱନ୍ଦ୍ୱ, ଗୋଡ ଚଳାଇବାରେ ଅସୁବିଧା ଏବଂ ଯନ୍ତ୍ରଣା ହୁଏ | [୧] ଅନ୍ୟ ଏକ ପ୍ରକାରରେ ଅରୁଚି ଏବଂ କୋଷ୍ଠକାଠିନ୍ୟ ହୋଇପାରେ | [୬] ଅନ୍ୟ ଏକ ପ୍ରକାରରେ ଯାହାକୁ ତୀବ୍ର ବେରିବେରୀ କୁହାଯାଏ, ଅଧିକାଂଶ ଶିଶୁମାନଙ୍କଠାରେ ଦେଖାଯାଏ ଏବଂ ଅରୁଚି, ବାନ୍ତି, ଲାକ୍ଟିକ ଏସିଡୋସିସ, ହୃଦସ୍ପନ୍ଦନ ହାରରେ ପରିବର୍ତ୍ତନ ଏବଂ ହୃତ୍‌ପିଣ୍ଡର ଆକାର ବୃଦ୍ଧି ହୁଏ | [୭]

Thiamine deficiency[୧]
Beriberi, vitamin B1 deficiency, thiamine-deficiency syndrome[୧][୨]
ଫାଇଲ:Beriberi USNLM.jpg
A person with beriberi during the early twentieth century in Southeast Asia
ବିଭାଗNeurology, cardiology, pediatrics
ଲକ୍ଷଣ
  • Wet: Fast heart rate, shortness of breath, leg swelling[୧]
  • Dry: Numbness, confusion, trouble moving the legs, pain[୧]
କାରଣNot enough thiamine[୧]
ବିପଦ କାରକDiet of mostly white rice; alcoholism, dialysis, chronic diarrhea, diuretics[୧][୩]
ପ୍ରତିକାରFood fortification[୧]
ଚିକିତ୍ସାThiamine supplementation[୧]
ପୁନଃପୌନିକRare (US)[୧]

ମୁଖ୍ୟତଃ ଏହା ଧଳା ଚାଉଳର ଖାଦ୍ୟ ଖାଇଲେ, ମଦ୍ୟପାନ, ଡାଏଲିସିସ, କ୍ରନିକ୍ ତରଳ ଝାଡ଼ା, ଏବଂ ଅଧିକ ମାତ୍ରାରେ ଡାଇୟୁରେଟିକ ଗ୍ରହଣ କଲେ ଏହି ବିପଦ ସଙ୍କଟ ସୃଷ୍ଟି ହୁଏ ।[୪] [୮] କ୍ୱଚିତ୍ ଏହା ଏକ ଜେନେଟିକ ଅବସ୍ଥା ହେତୁ ହୋଇପାରେ ଯାହା ଫଳରେ ଖାଦ୍ୟରେ ମିଳୁଥିବା ଥିଆମାଇନ୍ ଅବଶୋଷଣରେ ଅସୁବିଧାର ହୁଏ | [୧] ୱର୍ନିକ୍ ଏନସେଫାଲୋପାଥି ଏବଂ କୋରସାକ୍ଫ୍ ସିଣ୍ଡ୍ରୋମ ଶୁଖିଲା ବେରିବେରୀର ଦୁଇଟ ରୂପ ଅଛି ଯାହାକୁ ୱେର୍ଣ୍ଣିକ ଏନସେଫାଲୋପାଥି ଓ କୋର୍ସାକୋଫ ସିଣ୍ଡ୍ରୋମ କୁହାଯାଏ | [୩] ମୂତ୍ରରେ ଥିଏମାଇନ୍ ସ୍ତର କମ୍ ଥିଲେ, ଉଚ୍ଚ ରକ୍ତ ଲାକ୍ଟେଟ ଥିଲେ ଏବଂ ଚିକିତ୍ସା ସହିତ ଉନ୍ନତି ହେଉଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ | [୯]

ପାଟିରେ କିମ୍ବା ଇଞ୍ଜେକ୍ସନ୍ଦ୍ୱାରା ଥିଆମାଇନ ସପ୍ଲିମେଣ୍ଟେସନ କରି ଚିକିତ୍ସା କରାଯାଏ | [୪] ଚିକିତ୍ସା ସହିତ ଲକ୍ଷଣଗୁଡିକ ସାଧାରଣତଃ ଦୁଇ ସପ୍ତାହ ମଧ୍ୟରେ କମିଯାଏ | [୯]ସୁଷମ ଖାଦ୍ୟ ଗ୍ରହଣ କରିବାଦ୍ୱାରା ଜନସଂଖ୍ୟା ସ୍ତରରେ ଏହି ରୋଗକୁ ରୋକାଯାଇପାରେ | [୧]

ଯୁକ୍ତରାଷ୍ଟ୍ରରେ ଥିଆମାଇନ୍ ଅଭାବ ବିରଳ | [୧୦] ସାହାର ଆଫ୍ରିକାରେ ଏହା ଅପେକ୍ଷାକୃତ ସାଧାରଣ ଅଟେ | [୧୧] ଶରଣାର୍ଥୀ ଶିବିରରେ ଏହି ରୋଗ ଦେଖିବାକୁ ମିଳିଛି। [୮] ଏସିଆରେ ହଜାର ହଜାର ବର୍ଷ ଧରି ଥିଆମାଇନ୍ ଅଭାବକୁ ବର୍ଣ୍ଣନା କରାଯାଇଛି ଏବଂ ଚାଉଳର ପ୍ରକ୍ରିୟାକରଣ ଯୋଗୁ ୧୮୦୦ ଶତାବ୍ଦୀର ଶେଷ ଭାଗରେ ଏହା ଅଧିକ ସାଧାରଣ ହୋଇଗଲା | [୧୨]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Beriberi". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2015. Archived from the original on 11 November 2017. Retrieved 11 November 2017.
  2. Adamolekun, B; Hiffler, L (24 October 2017). "A diagnosis and treatment gap for thiamine deficiency disorders in sub-Saharan Africa?". Annals of the New York Academy of Sciences. 1408 (1): 15–19. Bibcode:2017NYASA1408...15A. doi:10.1111/nyas.13509. PMID 29064578.
  3. ୩.୦ ୩.୧ "Nutrition and Growth Guidelines | Domestic Guidelines - Immigrant and Refugee Health". CDC (in ଆମେରିକୀୟ ଇଂରାଜୀ). March 2012. Archived from the original on 11 November 2017. Retrieved 11 November 2017.
  4. ୪.୦ ୪.୧ ୪.୨ "Beriberi". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2015. Archived from the original on 11 November 2017. Retrieved 11 November 2017.
  5. Hermann, Wolfgang; Obeid, Rima (2011). Vitamins in the prevention of human diseases. Berlin: Walter de Gruyter. p. 58. ISBN 9783110214482.
  6. Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1368. ISBN 9780323529570. Archived from the original on 2017-11-11.
  7. Gropper, Sareen S. and Smith, Jack L. (2013). Advanced Nutrition and Human Metabolism (6 ed.). Wadsworth, Cengage Learning. p. 324. ISBN 978-1133104056.{{cite book}}: CS1 maint: multiple names: authors list (link)
  8. ୮.୦ ୮.୧ "Nutrition and Growth Guidelines | Domestic Guidelines - Immigrant and Refugee Health". CDC (in ଆମେରିକୀୟ ଇଂରାଜୀ). March 2012. Archived from the original on 11 November 2017. Retrieved 11 November 2017.
  9. ୯.୦ ୯.୧ Swaiman, Kenneth F.; Ashwal, Stephen; Ferriero, Donna M.; Schor, Nina F.; Finkel, Richard S.; Gropman, Andrea L.; Pearl, Phillip L.; Shevell, Michael (2017). Swaiman's Pediatric Neurology E-Book: Principles and Practice (in ଇଂରାଜୀ). Elsevier Health Sciences. p. e929. ISBN 9780323374811. Archived from the original on 2017-11-11.
  10. "Thiamin Fact Sheet for Consumers". Office of Dietary Supplements (ODS): USA.gov. Archived from the original on October 29, 2017. Retrieved April 10, 2018.
  11. Adamolekun, B; Hiffler, L (24 October 2017). "A diagnosis and treatment gap for thiamine deficiency disorders in sub-Saharan Africa?". Annals of the New York Academy of Sciences. 1408 (1): 15–19. Bibcode:2017NYASA1408...15A. doi:10.1111/nyas.13509. PMID 29064578.
  12. Lanska, DJ (2010). Chapter 30: historical aspects of the major neurological vitamin deficiency disorders: the water-soluble B vitamins. Vol. 95. pp. 445–76. doi:10.1016/S0072-9752(08)02130-1. ISBN 9780444520098. PMID 19892133. {{cite book}}: |work= ignored (help)