ଦାଶ ବେନହୁର
ଦାଶ ବେନହୁର (ଜନ୍ମ ୩ ଅଗଷ୍ଟ ୧୯୫୩)[୧] ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ାରେ[୨] ଜନ୍ମିତ ଜଣେ ଓଡ଼ିଆ କଥାକାର । ଶିଶୁ ସାହିତ୍ୟ, କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ତାଙ୍କର ଅବଦାନ ରହିଛି । ପ୍ରବନ୍ଧ ଓ ଗବେଷଣାତ୍ମକ ନିବନ୍ଧ ଆଦି ଲେଖିବାକୁ ସେ ନିଜ ନାମ ଜିତେନ୍ଦ୍ର ନାରାୟଣ ଦାଶ ବ୍ୟବହାର କରୁଥିବା ସମୟରେ ଗଳ୍ପ ଓ ଶିଶୁ ସାହିତ୍ୟ ଦାଶ ବେନହୁର ନାମରେ ଲେଖିଥାନ୍ତି । ଅଧ୍ୟାପନାକୁ ପେସା ଭାବରେ ଗ୍ରହଣ କରିଥିବା ଦାଶ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ସେବା ନିବୃତ ହୋଇସାରିଛନ୍ତି । ସାହିତ୍ୟ ଓ ଅଧ୍ୟାପନା ବ୍ୟତିତ ସେ ଜଣେ ସଂଗଠକ ହିସାବରେ 'ପ୍ରଫୁଲ୍ଲ କର ଫାଉଣ୍ଡେସନ, ଇଟିକିଲି ମିଟିକିଲି, ଆମ ଓଡ଼ିଶା[୩] ଆଦି ଅନୁଷ୍ଠାନମାନଙ୍କ ସହିତ ଜଡ଼ିତ ଅଛନ୍ତି । ସେ ଆଦିବାସୀ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ 'ସର୍ଗୀଫୁଲ' ନାମକ ପତ୍ରିକାର ସମ୍ପାଦନା ମଧ୍ୟ କରିଥାନ୍ତି ।
ଦାଶ ବେନହୁର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଜିତେନ୍ଦ୍ର ନାରାୟଣ ଦାଶ ୩ ଅଗଷ୍ଟ ୧୯୫୩ ଖଣ୍ଡପଡ଼ା, ନୟାଗଡ଼ ଜିଲ୍ଲା |
ବୃତ୍ତି | ଲେଖକ, ଅଧ୍ୟାପକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ, ରାମଚନ୍ଦ୍ର ହାଇସ୍କୁଲ, ଖଣ୍ଡପଡ଼ା |
ଶୈଳୀ | ସାହିତ୍ୟ |
ପୁରସ୍କାର | ବାଳ ପୁରସ୍କାର (କେନ୍ଦ୍ର ସାହିତ୍ୟ ଏକାଡେମୀ) |
ଜୀବନସାଥୀ | ଜୟନ୍ତି ପଣ୍ଡା |
ସନ୍ତାନ | ଜୟଜିତ ଦାଶ, ଜୟା ଦାଶ |
ରଚନାବଳୀ
ସମ୍ପାଦନାଦାଶ ବେନହୁର ପ୍ରାୟ ୧୦୦ରୁ ଉର୍ଦ୍ଧ ପୁସ୍ତକ ରଚନା କରିସାରିଛନ୍ତି।[୪] [୫] ୨୦୧୩ ମସିହାରେ ତାଙ୍କର ତାଙ୍କ ରଚିତ ୧୨ଟି ପୁସ୍ତକ ଲୋକାର୍ପିତ ହୋଇଥିଲା ।[୬]
ଶିଶୁସାହିତ୍ୟ
ସମ୍ପାଦନା- ମୋ' କଥାଟି ଶୁଣ (ଲଳିତ ନିବନ୍ଧ), ୨୦୧୫
- ଡିବ୍ବେ ମେଁ ଡିବିୟାଁ (ଗପ), ୨୦୧୪
- ହୁଳୁହୁଳୁ ଅସୁର ଔର୍ ଅନ୍ୟ କହାନିୟାଁ, ୨୦୧୪
- ଗାନ୍ଧୀ ଗୀତ, ୨୦୧୪
- ରଙ୍ଗ ଫରୁଆ (ଗୀତ), ୨୦୧୪
- ପିଲାଙ୍କ ଗୀତବାକ୍ସ, ୨୦୧୩
- ପିଲାଙ୍କ ଗପବହି (ସଂକଳନ), ୨୦୧୩
- ହୁଳୁହୁଳୁଅସୁର ଓ ଅନ୍ୟାନ୍ୟ କାହାଣୀ, ୨୦୧୩
- କବାଟ ଖୁଡୁଖୁଡୁ (ଗୀତ), ୨୦୧୨
- ହରଷର ମୁଲକ (ଗୀତ), ୨୦୧୨, ୧୯୯୩, ୧୯୯୭
- ଅକ୍ଷର ଗୀତ, ୨୦୧୨
- ଛୁନୁର ଛବିତାବହି, ୨୦୧୨
- ବୁଲିବାକୁ ମୋମନ (ଗୀତ), ୨୦୧୨, ୨୦୧୪
- ଝୁଲୁ ପାଇଁ ଗୀତଟିଏ, ୨୦୧୨, ୨୦୧୪
- ଶରତ ପାଇଁ ଗୀତ, ୨୦୧୨
- ଏକରୁ କୋଡ଼ିଏ ବଣକୁ ଗଲେ (ଗୀତ), ୨୦୧୨
- ଅରୁ ଲଗାଇବା ଚାଲ (ଗୀତ), ୨୦୧୨
- ମୋ ପ୍ରାର୍ଥନା ବହି (ଗୀତ), ୨୦୧୨
- ସେମାନେ ଯେବେ ସାନଥିଲେ (ଲଳିତ ନିବନ୍ଧ), ୨୦୧୨
- ମାଛମାନେ ସବୁ ହସିଲେ ଫେଁ (ଗୀତ), ୨୦୧୧
- ନଈପାଣି ଘୋଘୋ, ୨୦୧୧
- ମିଠାଗୀତ (ଗୀତ), ୨୦୧୧
- ନୂଆସକାଳର ଗୀତ, ୨୦୧୦
- ପେନ୍ଥାଏ କାହାଣୀ, ୨୦୧୦
- କୁନିବେଲୁନ୍ କଥା, ୨୦୦୯
- ରାଜାଘର ମଜାକଥା, ୨୦୦୯
- ଘଡ଼ଘଡ଼ି ଚଡ଼ଚଡ଼ି, ୨୦୦୯
- ଝାଇଁମରା ଖରା, ୨୦୦୯
- ଲଘୁଚାପ ମୁକାବିଲା, ୨୦୦୯
- ଆସିଲା ମହାଝଡ଼, ୨୦୦୯
- ନଈବଢ଼ି, ୨୦୦୯
- ପଣସ ଶିଖାଇଲା ପାଣିପାଠ, ୨୦୦୭
- ବଗଗାଁରେ ପ୍ରଚାର, ୨୦୦୭
- ନାଟକର ନାଁ ପାଣି, ୨୦୦୭
- ଦୁଷ୍ମନ୍ତ ଓ ଶକୁନ୍ତଳା, ୨୦୦୬
- ହାତୀର ଡର, ୨୦୦୬
- ଝିପ୍ଝିପ୍ ପାଣି ପଡ଼େ, ୨୦୦୬
- ବିଶ୍ୱମୋହନ, ୨୦୦୬
- ବାଇସ୍କୋପ୍, ୨୦୦୬
- ବୋତଲ ଭିତରେ ପାଣି, ୨୦୦୬
- କହତ ଦେଖି, ୨୦୦୬
- ପହିଲେ ଉଠିଲା କାଉ, ୨୦୦୬
- ମାମୁଘର ଚଉଁରି, ୨୦୦୫
- ଏତେବଡ଼ ଅଣ୍ଡା, ୨୦୦୫
- ଐରାବତ ହାତୀ, ୨୦୦୫
- କଲୁରୀବେଣ୍ଟ, ୨୦୦୫
- ରୁଟିସେକା, ୨୦୦୫
- ଶୃଗାଳ ଗାଇଲାଗୀତ, ୨୦୦୫
- ଶୂନ ଆଉ ଏକ, ୨୦୦୫
- ଇରାର ସପନ, ୨୦୦୫
- ଏହେଲା କେମିତି, ୨୦୦୫
- ଗଛଆଈ, ୨୦୦୫
- ଫଡ଼ାସ୍, ୨୦୦୫
- ବରଷା ଆସିଲା, ୨୦୦୫
- ବଢ଼ିଆମଜା, ୨୦୦୫
- ବିରୁଡ଼ି ଗଲା ଉଡ଼ି (ଗପ), ୨୦୦୫
- ନା' ନା' ସହର (ଗପ), ୨୦୦୫
- ଛତା (ଗପ), ୨୦୦୫
- ଗୀତ କୁହୁକ (ପହଳି), ୨୦୦୪
- ଆମପାଇଁ କୁଇଜ୍ (କୁଇଜ୍), ୨୦୦୪
- ଓଡ଼ିଶା ଆଲ୍ବମ୍-୧ (ଲଳିତ ନିବନ୍ଧ), ୨୦୦୪
- ଗୀତ ମାନସାଙ୍କ (ପହଳି), ୨୦୦୪, ୨୦୦୫
- ଟୁକୁନିର ଗୀତବହି, ୨୦୦୪, ୨୦୦୫
- ଟପ୍ଟପାଟପ୍ ପାଣି (ଗୀତ), ୨୦୦୩
- ଚିକିମିକି ସକାଳ (ଗୀତ), ୨୦୦୩
- ଅଭୁଲା କାହାଣୀ, ୨୦୦୩
- ଚିକ୍ମିକ୍ ତାରା (ଗୀତ), ୨୦୦୨
- ଆସ ମିତ ଗାଇବା ଗୀତ, ୨୦୦୨
- ପଦଭଉଁରି (ପହଳି), ୨୦୦୦
- ମେଘ ଘୁମୁରଇ ଘଡ଼ରଘୁମୁ (ଗୀତ), ୨୦୦୦
- ଅନାବନା ଗପ, ୧୯୯୯
- ଉହାଡ଼ ନିଦରେ ପଡ଼ିଛିଶୋଇ (ଲଳିତ ନିବନ୍ଧ), ୧୯୯୯
- ବିଜ୍ଞାନପହଳି, ୧୯୯୮
- ପିଲାଙ୍କପାଇଁ ନୂଆ ନାନାବାୟା ଗୀତ, ୧୯୯୭
- ପିଲାଙ୍କପାଇଁ ପହଳି (ସମ୍ପାଦନା), ୧୯୯୭
- ତାକ୍ତାକ୍ତାଳି (ଗୀତ), ୧୯୯୭
- କୁନାପାଇଁ ଅନାବନା ଗପ, ୧୯୯୭
- କୁନିପାଇଁ କେତେ ଜାତିଗୀତ, ୧୯୯୭
- ମନମୋଟୁ ମଇତା (ଉପନ୍ୟାସ), ୧୯୯୭, ୨୦୦୪
- ଇତିରିମିତିରି (ଗୀତ), ୧୯୯୭
- ଗୀତଫରୁଆ (ପହଳି), ୧୯୯୬, ୨୦୦୧
- କିଚିରିମିଚିରି ଗୀତ, ୧୯୯୭, ୧୯୯୯
- ଆଇଲା ଆଇଲା ଘିଡ଼ିରିଘାଡ଼ୁ (ଗୀତ), ୧୯୮୯
- ପପଲ ପପଲ ପୁଁ (ଗୀତ), ୧୯୮୯
- ଫରୁଆ ଭିତରେ ଫରୁଆ (ପହଳି), ୧୯୮୭, ୧୯୮୯
- ପକ୍ଷୀଜଗତ (ଲଳିତ ନିବନ୍ଧ), ୧୯୮୭, ୨୦୧୨
- କୁନାପାଇଁ ଅନାବନା ଗୀତ, ୧୯୮୬
ଇଂରାଜୀ
ସମ୍ପାଦନା- The Puduga king & other stories, ୨୦୧୩
- Unforgettable Stories, ୨୦୦୭
- A Basket of Stories (Stories), ୨୦୦୫
- The Story of Maita (Novel), ୨୦୦୫
- Manu and the Sparrow (Story), ୨୦୦୧
- Play Fun with Riddles (Riddles), ୨୦୦୧
- My Pet Poetry Book (Poem), ୨୦୦୧
- All Time Rhymes for Chlidren (Rhymes), ୨୦୦୧
- Rhymes for Little Reema (Rhymes), ୨୦୦୧
କ୍ଷୁଦ୍ରଗଳ୍ପ
ସମ୍ପାଦନା- ଶ୍ରେଷ୍ଠଗଳ୍ପ, ୨୦୧୩
- ଗଳ୍ପପ୍ରବାହ-୨, ୨୦୧୨
- ଗଳ୍ପପ୍ରବାହ-୧, ୨୦୧୨
- ତରଳୁଥିବା ସମୟ, ୨୦୧୦
- ବେନହୁର ଗଳ୍ପବିବିଧା, ୨୦୦୫
- ନିରୁକ୍ତିର ନେଳି, ୨୦୦୨
- ଡେଣା, ୧୯୯୮
- ଅକ୍ଷର ଅରଣ୍ୟ, ୧୯୯୪
- କୁହୁଡ଼ିର ଘର, ୧୯୯୦
- ଛାଇନିଦ, ୧୯୮୭
- ଚିତ୍ରିତ ଚଉପାଶ, ୧୯୮୩
- ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି, ୧୯୮୩
- ସମୟସମ୍ପର୍କ, ୧୯୮୩
- ନାଭିସମୁଦ୍ର, ୧୯୮୨
- Kaanduri and Other Stories, ୨୦୧୫
- Gandhi Tales from Odisha, ୨୦୧୩
- Alms and other stories, ୨୦୦୮
- The Tribute and other stories, ୨୦୦୬
- The Drawing and other stories, ୧୯୮୭
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ "PROFORMA - JNDASH" (PDF). scscollege.nic.in. Archived from the original (PDF) on 3 May 2013. Retrieved 4 October 2013.
- ↑ Michael Heyman (2007). The Tenth Rasa: An Anthology of Indian Nonsense. Penguin Books India. pp. 213–. ISBN 978-0-14-310086-7.
- ↑ "ଆର୍କାଇଭ୍ କପି". Archived from the original on 2013-01-16. Retrieved 2013-10-04.
{{cite web}}
: Cite has empty unknown parameter:|1=
(help) - ↑ "Odisha writer Dash Benhur gets Central Sahitya Akademi award". OdishaSunTimes. Retrieved 22 August 2014.
- ↑ "Dash Benhur - Kendra Sahitya Akademi Award for Bal Sahitya". IncredibleOrissa. Retrieved 10 June 2016.
- ↑ "ଗୋଟିଏ ଦିନରେ ଦାଶ ବେନହୁରଙ୍କ ୧୨ଟି ପୁସ୍ତକ ଲୋକାର୍ପିତ". ଓଡ଼ିଶାନ୍. Retrieved 12 June 2016.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 June 2016. Retrieved 12 June 2016.
- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2013-10-04.
{{cite web}}
: Cite has empty unknown parameter:|1=
(help) - ↑ "BAL SAHITYA PURASKAR (2010-2015)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 10 June 2016.