ଜାରଜ ଏକ ଓଡ଼ିଆ ନାଟକ । ଏହା ଅନ୍ନପୂର୍ଣ୍ଣା ଥିଏଟରରେ ମୁକ୍ତିଲାଭ କରିଥିଲା । ଏହାର ନିର୍ଦ୍ଦେଶନା ଦେଇଥିଲେ ଜୟଜ୍ୟୋତି । ନାଟକଟିର କାହାଣୀ ରଚନା କରିଥିଲେ ସୋମନାଥ ପାଳ । ଏହା ବ୍ଲାକ ପାଗୋଡ଼ା ପ୍ରଯୋଜନା ସଂସ୍ଥାଦ୍ୱାରା ପ୍ରଯୋଜିତ ହୋଇଥିଲା । ରବି ଶତପଥି ନାଟକର ଶବ୍ଦ ଓ ଆଲୋକ ସଂଯୋଜନା କରିଥିବା ବେଳେ ରବି ପରିଜା ମଞ୍ଚ କଳନା କରିଥିଲେ ।[୧]

ଚରିତ୍ର ସମ୍ପାଦନା

ଏହି ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଥିବା କଳାକାରମାନେ ହେଲେ ଜୟୀରାମ ସାମଲ, ବ୍ରଜ ମହାନ୍ତି, ରୁନୁ ପରିଜା, ବାଙ୍କୁ, ହରିଶ, ସରୋଜ, ବିଭୁ, କୁମୁଦୁନୀ, ରୀତା, ସ୍ୱର୍ଣ୍ଣ ଓ ସରୋଜ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ବ୍ଲାକ ପାଗୋଡ଼ାର ପ୍ରଥମ ଉପହାର The Bursterd.