ଜଗନ୍ନାଥ ଦାସ (ରାଜନେତା)

ଓଡ଼ିଆ ରାଜନେତା

ଜଗନ୍ନାଥ ଦାସ (୧୮୯୨ – ୧୯୭୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଶ୍ଚିମ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜଗନ୍ନାଥ ଦାସ
ବିଧାୟକ: ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୩୭ – ୧୯୪୬
ନିର୍ବାଚନ ମଣ୍ଡଳୀପଶ୍ଚିମ ଭଦ୍ରକ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1892-03-05)୫ ମାର୍ଚ୍ଚ ୧୮୯୨
ମୃତ୍ୟୁ୧୯୭୨
ନାଗରିକତାଭାରତୀୟ
ଜାତୀୟତାବ୍ରିଟିଶ ଭାରତ
ଭାରତୀୟ ଅଧିରାଜ୍ୟ
ଭାରତୀୟ
ରାଜନୀତିକ ଦଳକଂଗ୍ରେସ
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଜଗନ୍ନାଥ ଦାସ ୧୮୯୨ ମସିହାର ମାର୍ଚ୍ଚ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରମିଳା ଦେବୀଙ୍କୁ ବିବାହ କରିଥିଲେ ।[୨]

ରାଜନୈତିକ ଜୀବନ ସମ୍ପାଦନା

ଜଗନ୍ନାଥ ଦାସ କଂଗ୍ରେସର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ ।[୨]

ମୃତ୍ୟୁ ସମ୍ପାଦନା

୧୯୭୨ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । ୨୧ ଅଗଷ୍ଟ ୧୯୭୨ରେ ତାଙ୍କ ପାଇଁ ବିଧାନ ସଭାରେ ଶୋକ ପାଳନ କରାଯାଇଥିଲା ।[୨]

ଆଧାର ସମ୍ପାଦନା

  1. ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୬. ISBN 978-81-89436-54-4. Retrieved 7 November 2023.{{cite book}}: CS1 maint: unrecognized language (link)
  2. ୨.୦ ୨.୧ ୨.୨ "Shri Jagannath Das". odishaassembly.nic.in. Odisha Assembly. Retrieved 12 November 2023.