ଛେଣ୍ଡ କଲୋନୀ
ପଶ୍ଚିମ ରାଉରକେଲାରେ ଅବସ୍ଥିତ ଏକ ଅଞ୍ଚଳ ।
ଛେଣ୍ଡ କଲୋନୀ ପଶ୍ଚିମ ରାଉରକେଲାରେ ଅବସ୍ଥିତ ଏକ ବ୍ୟବସାୟିକ ତଥା ଆବାସିକ କ୍ଷେତ୍ର । ଏଠାରେ ପ୍ରାୟତଃ ମଧ୍ୟବିତ୍ତ ଓ ଉଚ୍ଚ ଆୟକାରୀ ବର୍ଗର ଲୋକ ବାସ କରିଥାନ୍ତି । ଛେଣ୍ଡ କଲୋନୀ, ଏସିଆ ମହାଦେଶର ସର୍ବବୃହତ କଲୋନୀ ଅଟେ । ଏହା ରାଉରକେଲାର ମୁଖ୍ୟ ସହରାଞ୍ଚଳ ବାହାରେ ଅବସ୍ଥିତ । ମୁଖ୍ୟତଃ ରାଉରକେଲା ପରିଚାଳନା ଶିକ୍ଷା ପ୍ରତିଷ୍ଠାନ ଓ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଏହି ଅଞ୍ଚଳ ଜଣାଶୁଣା ।
ଛେଣ୍ଡ କଲୋନୀ Chhend Colony | |
---|---|
neighbourhood | |
Nickname: ଛେଣ୍ଡ / ଛେଣ୍ଡ୍ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସୁନ୍ଦରଗଡ଼ |
Area | |
• ସମୁଦାୟ | 24 km2 (9 sq mi) |
Elevation | 219 m (719 ft) |
Population (2010) | |
• Total | ୨,୦୫,୦୦୦ |
• Density | 90/km2 (200/sq mi) |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫:୩୦ (IST) |
ପିନ୍ | ୭୬୯୦୧୫ |
ଟେଲିଫୋନ କୋଡ଼ | ୯୧ ୬୬୧ |
ଯାନବାହାନ ପଞ୍ଚୀକରଣ | OR-14 |
ଅବଲୋକନ
ସମ୍ପାଦନାକଳିଙ୍ଗ ବିହାର, ଗୋପବନ୍ଧୁ ନଗର ଏବଂ ମଧୁସୂଦନ ନଗରକୁ ନେଇ ଛେଣ୍ଡ କଲୋନୀ ଗଠିତ । ଏହା ରାଉରକେଲା ଉଡ଼ାଜାହାଜ ଘାଟି ଓ ଇସ୍ପାତ କାରଖାନା ପାଖାପାଖି ରହିଛି । ଏହି ଅଞ୍ଚଳଟି ଘରୋଇ ପ୍ଳଟ, ମ୍ୟାନେଜମେଣ୍ଟ (ପରିଚାଳନା) ପ୍ରତିଷ୍ଠାନ, ଫର୍ମାସୀ କଲେଜ ଏବଂ ବିପିୟୁଟି ପାଇଁ ବେଶ ଜଣାଶୁଣା । ଛେଣ୍ଡ କଲୋନୀ, ରାଉରକେଲା ସହରର ସବୁଠାରୁ ଜନବହୁଳ ଅଞ୍ଚଳ, ଜନସଂଖ୍ୟା ପାଖାପାଖି ୩.୫ ଲକ୍ଷରୁ ଊର୍ଦ୍ଧ୍ୱ ଅଟେ ।[୧]
ଆବାସିକ କଲୋନୀ
ସମ୍ପାଦନା- କଳିଙ୍ଗ ବିହାର
- ଗୋପବନ୍ଧୁ ନଗର
- ମଧୁସୂଦନ ନଗର
- ଟିସ୍କୋ କଲୋନୀ
- ସରସ୍ୱତୀ କଲୋନୀ
- କଲ୍ୟାଣୀ ନଗର
- ଫେଜ୍ - ୨
- କୋପରେଟିଭ କଲୋନୀ
ଶିକ୍ଷାନୁଷ୍ଠାନ
ସମ୍ପାଦନା- ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ
- ରାଉରକେଲା ପରିଚାଳନା ଶିକ୍ଷା ପ୍ରତିଷ୍ଠାନ
- କନକ ମଞ୍ଜରି ଫର୍ମାସିଟିକାଲ୍ ଶିକ୍ଷା ପ୍ରତିଷ୍ଠାନ
- ଚିନ୍ମୟ ବିଦ୍ୟାଳୟ
- ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ପ୍ରତିଷ୍ଠାନ
- Music Circle
- ସରକାରୀ ଆଇଟିଆଇ (ITI)
- ହୃଷୀକେଶ ରାୟ ମହାବିଦ୍ୟାଳୟ
ଗମନାଗମନ
ସମ୍ପାଦନାମୁଖ୍ୟ ଷ୍ଟପ/ଷ୍ଟେସନ | ଦୂରତା |
---|---|
ରାଉରକେଲା ରେଳ ଷ୍ଟେସନ | ୫ କିମି |
ରାଉରକେଲା ବସ-ଷ୍ଟପ | 8 କିମି |
ପାନପୋଷ ରେଳ ଷ୍ଟେସନ | -- କିମି |
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Rourkela Tourism Guide Book
ଉଇକିମିଡ଼ିଆ କମନ୍ସରେ Chhend Colony
ବାବଦରେ ମାଧ୍ୟମ ରହିଛି ।