ଛତିଶଗଡ଼ୀ ଭାଷା

(ଛତ୍ତିଶଗଡୀ ଭାଷାରୁ ଲେଉଟି ଆସିଛି)

ଛତିଶଗଡ଼ୀ ବା ଲରିଆ (ଇଂରାଜୀ: Chhattisgarhi; ଦେବନାଗରୀ: छत्तीसगढ़ी) ଭାରତୀୟ ରାଜ୍ୟ ଛତିଶଗଡ଼ର ରାଜଭାଷା । ଏହା ୧୭.୫ ମିଲିଅନ ଲୋକଙ୍କଦ୍ୱାରା କଥିତ ।[] ଏହା ଏକ ପୂର୍ବ ହିନ୍ଦୀ ଭାଷାମୁଣ୍ଡା ଏବଂ ଦ୍ରାବିଡ଼ ଭାଷାସମୂହ ସହ ଅନେକାଂଶରେ ଭାଷାଭିତ୍ତିକ ସମାନ ।[] ଛତିଶଗଡ଼ୀ ଆଖପାଖ ପାହାଡ଼ିଆ ଅଞ୍ଚଳରେ "ଖଲତାହି" ଓ ଛତିଶଗଡ଼କୁ ଲାଗିଥିବା ଓଡ଼ିଶାର ଲୋକଙ୍କ ଭିତରେ "ଲରିଆ" ନାମରେ ଜଣା ।[] [] ଏହି ଭାଷାଭାଷୀ ଲୋକେ ଛତିଶଗଡ଼, ମଧ୍ୟ ପ୍ରଦେଶଝାଡ଼ଖଣ୍ଡ ଆଦି ରାଜ୍ୟରେ ବସବାସ କରନ୍ତି । ଛତିଶଗଡ଼ୀ ଭାଷାକୁ ଭାଷାଗତ ଓ ଚଳଣିଗତ ପରିଚୟ ତଥା ଅଧିକ ଶାସନ ସୁବିଧା ଦେବା ନିମନ୍ତେ ୧୯୨୦ରେ ଚଳଣିଗତ ଓ ରାଜନୀତିକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହାର ପ୍ରଭାବରେ ୨୦୦୦ ମସିହାରେ ମଧ୍ୟ ପ୍ରଦେଶର ୧୬ଟି ଜିଲ୍ଲାକୁ ନେଇ ଛତିଶଗଡ଼ ରାଜ୍ୟ ଗଠିତ ହେଲା ।

ଛତିଶଗଡ଼ୀ
छत्तीसगढ़ी
Native toଭାରତ
ଅଞ୍ଚଳଛତିଶଗଡ଼, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[]
(ସରଗୁଜିଆ ଅନ୍ତର୍ଭୁକ୍ତ)</ref>
ଜନଗଣନା ଅନୁସାରେ କିଛି ଭାଷାଭାଷୀ ହିନ୍ଦୀଭାଷୀ ଭାବେ ଗଣାଯାଇଛନ୍ତି।[]
ଭାଷା କୋଡ୍
ISO ୬୩୯-୩Either:

hne – ଛତିଶଗଡ଼ୀ

sgj – ସରଗୁଜିଆ
ଗ୍ଲୋଟୋଲୋଗchha1249
Linguasphere59-AAF-ta
  1. ୧.୦ ୧.୧ Chhattisgarhi at Ethnologue (16th ed., 2009)
  2. [୧]
  3. Pathak, Dewangan, Rijuka, Somesh. "Natural Language Chhattis garhi: A Literature Survey" (PDF). International Journal of Engineering Trends and Technology (IJETT) – Volume 1 2 N umber 2 - Jun 2014. Retrieved 21 March 2015.{{cite web}}: CS1 maint: multiple names: authors list (link)
  4. Subodh Kapoor (2002). The Indian Encyclopaedia: La Behmen-Maheya. Cosmo Publications. pp. 4220–. ISBN 978-81-7755-271-3.
  5. Subodh Kapoor (2002). The Indian Encyclopaedia: India (Central Provinces)-Indology. Cosmo Publications. pp. 3432–. ISBN 978-81-7755-268-3.