ଛତିଶଗଡ଼ୀ ଭାଷା
ଛତିଶଗଡ଼ୀ ବା ଲରିଆ (ଇଂରାଜୀ: Chhattisgarhi; ଦେବନାଗରୀ: छत्तीसगढ़ी) ଭାରତୀୟ ରାଜ୍ୟ ଛତିଶଗଡ଼ର ରାଜଭାଷା । ଏହା ୧୭.୫ ମିଲିଅନ ଲୋକଙ୍କଦ୍ୱାରା କଥିତ ।[୧] ଏହା ଏକ ପୂର୍ବ ହିନ୍ଦୀ ଭାଷା ଓ ମୁଣ୍ଡା ଏବଂ ଦ୍ରାବିଡ଼ ଭାଷାସମୂହ ସହ ଅନେକାଂଶରେ ଭାଷାଭିତ୍ତିକ ସମାନ ।[୩] ଛତିଶଗଡ଼ୀ ଆଖପାଖ ପାହାଡ଼ିଆ ଅଞ୍ଚଳରେ "ଖଲତାହି" ଓ ଛତିଶଗଡ଼କୁ ଲାଗିଥିବା ଓଡ଼ିଶାର ଲୋକଙ୍କ ଭିତରେ "ଲରିଆ" ନାମରେ ଜଣା ।[୪] [୫] ଏହି ଭାଷାଭାଷୀ ଲୋକେ ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରେ ବସବାସ କରନ୍ତି । ଛତିଶଗଡ଼ୀ ଭାଷାକୁ ଭାଷାଗତ ଓ ଚଳଣିଗତ ପରିଚୟ ତଥା ଅଧିକ ଶାସନ ସୁବିଧା ଦେବା ନିମନ୍ତେ ୧୯୨୦ରେ ଚଳଣିଗତ ଓ ରାଜନୀତିକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହାର ପ୍ରଭାବରେ ୨୦୦୦ ମସିହାରେ ମଧ୍ୟ ପ୍ରଦେଶର ୧୬ଟି ଜିଲ୍ଲାକୁ ନେଇ ଛତିଶଗଡ଼ ରାଜ୍ୟ ଗଠିତ ହେଲା ।
ଛତିଶଗଡ଼ୀ | |
---|---|
छत्तीसगढ़ी | |
Native to | ଭାରତ |
ଅଞ୍ଚଳ | ଛତିଶଗଡ଼, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧] (ସରଗୁଜିଆ ଅନ୍ତର୍ଭୁକ୍ତ)</ref> ଜନଗଣନା ଅନୁସାରେ କିଛି ଭାଷାଭାଷୀ ହିନ୍ଦୀଭାଷୀ ଭାବେ ଗଣାଯାଇଛନ୍ତି।[୨] |
ଇଣ୍ଡୋ-ଇଉରୋପୀୟ
| |
ଭାଷା କୋଡ୍ | |
ISO ୬୩୯-୩ | Either: hne – ଛତିଶଗଡ଼ୀ sgj – ସରଗୁଜିଆ |
ଗ୍ଲୋଟୋଲୋଗ | chha1249 |
Linguasphere | 59-AAF-ta |
ଆଧାର
ସମ୍ପାଦନା- ↑ ୧.୦ ୧.୧ Chhattisgarhi at Ethnologue (16th ed., 2009)
- ↑ [୧]
- ↑ Pathak, Dewangan, Rijuka, Somesh. "Natural Language Chhattis garhi: A Literature Survey" (PDF). International Journal of Engineering Trends and Technology (IJETT) – Volume 1 2 N umber 2 - Jun 2014. Retrieved 21 March 2015.
{{cite web}}
: CS1 maint: multiple names: authors list (link) - ↑ Subodh Kapoor (2002). The Indian Encyclopaedia: La Behmen-Maheya. Cosmo Publications. pp. 4220–. ISBN 978-81-7755-271-3.
- ↑ Subodh Kapoor (2002). The Indian Encyclopaedia: India (Central Provinces)-Indology. Cosmo Publications. pp. 3432–. ISBN 978-81-7755-268-3.