ଚୌରିଙ୍ଗି, କଲିକତା

ପଶ୍ଚିବଙ୍ଗରେ କଲିକତା ର ପଡ଼ୋଶୀ ସହର , ଭାରତ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଚୌରିଙ୍ଗି
Neighbourhood in Kolkata (Calcutta)
Chowringhee skyline 2011
Chowringhee skyline 2011
Country ଭାରତ
StateWest Bengal
CityKolkata
Ward
  1. 46,52,61,62,63
Metro StationsEsplanade, Park Street, Maidan
Parliamentary constituencyKolkata Uttar
Assembly constituencyChowranghee
Government
 • MLANaina Bandopadhyay
Elevation
୩୬ ft (୧୧ m)
Population
 (2001)
 • Total୧,୫୯,୯୧୭
Time zoneUTC+5:30 (IST)
PIN
700087, 700016
Area code+91 33

ଚୌରିଙ୍ଗି (ଚଉରଙ୍ଗି ମଧ୍ୟ କୁହାଯାଏ ) (ବଙ୍ଗଳା: চৌরঙ্গী) ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ରାଜଧାନୀ କଲିକତା ସହରର  କେନ୍ଦ୍ରରେ ଅବସ୍ଥିତ ଏକ ଅଞ୍ଚଳ । ଏହାର ଏକ ପାର୍ଶ୍ୱରେ ଜବାହରଲାଲ ନେହେରୁ ମାର୍ଗ [୧] ରହିଛି । ଏହା ଏକ ବ୍ୟବସାୟିକ ଅଞ୍ଚଳ ।[୨]

ବ୍ୟୁପତ୍ତି  ସମ୍ପାଦନା

 ଏହି ନାମର ବ୍ୟୁପତ୍ତି ବିଷୟରେ ବିଷାରଦମାନେ ମଧ୍ୟ ଦ୍ୱନ୍ଦରେ ରହନ୍ତି  । ତେବେ ଚୌରିଙ୍ଗି ଗିରି ନାମକ ଜଣେ ଯୋଗୀ ଯିଏ ମାଁ କାଳିଙ୍କ ଏକ ମୁଖର ପ୍ରତିକୃତି ପାଇ ତାହାକୁ ମୂଳ କାଳୀଘାଟ ମନ୍ଦିର ନିର୍ମାଣ ସ୍ଥାପନା କରିଥିଲେ , ତାଙ୍କ ନାମ ଅନୁସାରେ ଏହି ଅଞ୍ଚଳରର ନାମ ଚୌରିଙ୍ଗି ହେଇଥିବାର କୁହା ଯାଇ । [୩]

ଇତିହାସ  ସମ୍ପାଦନା

ଗ୍ରାମ  ସମ୍ପାଦନା

 
1798ରେ  ଚୌରିଙ୍ଗି 

[୪]17 ଶ ଶତାବ୍ଦୀରେ ଏହି ଅଞ୍ଚଳ ଜଙ୍ଗଲରେ ପୂର୍ଣା ଥିଲା । ସେଠାରେ ଚୌରିଙ୍ଗି , ବିରାଜି ଓ କୋଲିମ୍ବା ନାମକ ଗ୍ରାମ ସବୁ ଥିଲା । [୫]


 
ଚୌରିଙ୍ଗିର ଦକ୍ଷିଣ ରାସ୍ତା  
 
ଜବାହାର ଲାଲ ନେହେରୁ ରାସ୍ତା 

ଭୌଗୋଳିକ ସ୍ଥିତି  ସମ୍ପାଦନା

 କେନ୍ଦ୍ର କଲିକତାରେ ଥିବା ଚୌରିଙ୍ଗିର ଉତ୍ତରରେ ଜନବଜର , ପୂର୍ବରେ ତାଳତାଲା ଦକ୍ଷିଣରେ ଭାବନିପୁର , ପଶ୍ଚିମରେ ମଇଦାନ ରହିଛି । ଏହାର ନିକଟ ଅଞ୍ଚଳ ନିଉ ମାର୍କେଟ ପାଖ ଯାଏ ରହିଛି । [୬] Park Street,[୭]

ଜନସଂଖ୍ୟା  ସମ୍ପାଦନା

ଚୌରିଙ୍ଗି କଲିକତା କର୍ପୋରେସନ  ର 11ଟି ୱାଡକୁ ନେଇ ଗଠିତ । 2001 ଜନଗଣନାରେ ଏହାର ସମୁଦାୟ ଜନସଂଖ୍ୟା 159,917 ଥିଲା । ଏଠି ମଧ୍ୟରୁ ପୁରୁଷ 101,189 ଥିବା ବେଳେ ମହିଳା 58,828 ଥିଲା । [୮]

ସୃଜନ ସୃଷ୍ଟି  ସମ୍ପାଦନା

ବଙ୍ଗାଳୀ ଉପନ୍ୟାସକାର ଶଙ୍କର  Chowringhee ନାମକ ଏକ ପୁସ୍ତକ 1962ରେ ରଚନା କରିଥିଲେ । ତାହା ଏହି ଅଞ୍ଚଳ ଉପରେ ପର୍ଯ୍ୟବସିତ ଥିଲା । ତାହା ବହୁ ଜନ  ଆଦୃତ ହେଇଥିଲା । [୯]ପିନକୀ ମୁଖାର୍ଜୀ ଏହା ଉପରେ ବେଶିତ କରି ଏକ ଫିଲ୍ମ ନିର୍ମାଣ କରିଥିଲେ । [୧୦]

1981 ମସିହାରେ ଅପର୍ଣା ସେନ , 36 Chowringhee Lane, ନାମକ ଏକ ଫିଲ୍ମ ନିଜ ନିର୍ଦ୍ଦେଶନାରେ ନିର୍ମାଣ କରୁଥିଲେ । ଏହାର କାହାଣୀ ଏଠାରେ ଏକ ସାନ ଘରେ ଏକାକିତ୍ୱ ଜୀବନ ବିତଉଥିବା ଜଣେ ଆଙ୍ଗ୍ଲୋ-ଇଣ୍ଡିଆନ ବୟସ୍କ ସ୍କୁଲ ଶିକ୍ଷକ  ଙ୍କ ବିଷୟବସ୍ତୁ ଉପରେ ଆଧାରିତ ଥିଲା । [୧୧]

ଗ୍ୟାଲେରି  ସମ୍ପାଦନା

ଆଧାର  ସମ୍ପାଦନା

  1. "Mapquest Chowringhee". Archived from the original on 16 ଅଗଷ୍ଟ 2023. Retrieved 15 ଜାନୁଆରୀ 2007.
  2. "Tax lawyer is CPM candidate for Chowringhee seat". The Hindu Business Line, 18 February 2006. Retrieved 16 ଜାନୁଆରୀ 2008.
  3. Nair, P. Thankappan in The Growth and Development of Old Calcutta, in Calcutta, the Living City, Vol.
  4. Cotton, H.E.A., pp. 230-236.
  5. Cotton, H.E.A., Calcutta Old and New, 1909/1980, p. 19, General Printers and Publishers Pvt.
  6. "New Market Police Station". Kolkata Police. Archived from the original on 27 ସେପ୍ଟେମ୍ବର 2007. Retrieved 16 ଜାନୁଆରୀ 2008.
  7. "Park Street Police Station". Kolkata Police. Archived from the original on 16 ଅପ୍ରେଲ 2007. Retrieved 16 ଜାନୁଆରୀ 2008.
  8. "Provisional Population Totals, Table 4". Population, Decadal Growth Rate, Density and General Sex Ratio by Residence and Sex, West Bengal/ District/ Sub District, 1991 and 2001. Census Commission of India. Archived from the original on 27 ସେପ୍ଟେମ୍ବର 2007. Retrieved 10 ଅକ୍ଟୋବର 2007.
  9. "Details of Chwringhee". Indiatimes Shopping. Retrieved 16 ଜାନୁଆରୀ 2008.
  10. "Chwringhee (1968)". imdb.com. Retrieved 16 ଜାନୁଆରୀ 2008.
  11. "36 Chowringhee Lane (1981)". imdb.com. Retrieved 16 ଜାନୁଆରୀ 2008.