ଚୈତନ୍ୟ ପ୍ରଧାନ

ଓଡ଼ିଆ ରାଜନୀତିଜ୍ଞ

ଚୈତନ୍ୟ ପ୍ରଧାନ (୧୨ ଜୁଲାଇ ୧୯୫୪ - ୧୪ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଣ୍ଟାବାଞ୍ଝି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଚୈତନ୍ୟ ପ୍ରଧାନ
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀପ୍ରସନ୍ନ କୁମାର ପାଳ
ପର ଅଧିକାରୀପ୍ରସନ୍ନ କୁମାର ପାଳ
ନିର୍ବାଚନ ମଣ୍ଡଳୀକଣ୍ଟାବାଞ୍ଝି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1954-07-12)୧୨ ଜୁଲାଇ ୧୯୫୪
ମୃତ୍ୟୁ୧୪ ଅଗଷ୍ଟ ୨୦୦୪(2004-08-14) (ବୟସ ୫୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳନିର୍ଦ୍ଦଳୀୟ
ଜୀବନ ସାଥୀସାବିତ୍ରୀ ପ୍ରଧାନ
ବାପା/ବୋଉରୁଷଭ ପ୍ରଧାନ (ବାପା‌)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବା ଓ ଶିକ୍ଷା ସମ୍ପାଦନା

ଚୈତନ୍ୟ ପ୍ରଧାନ ୧୯୫୪ ମସିହାର ଜୁଲାଇ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରୁଷଭ ପ୍ରଧାନ ଏବଂ ପତ୍ନୀଙ୍କ ନାମ ସାବିତ୍ରୀ ପ୍ରଧାନ।[୧]

ରାଜନୈତିକ ଜୀବନ ସମ୍ପାଦନା

ଚୈତନ୍ୟ ପ୍ରଧାନ ଓଡ଼ିଶା ରାଜନୀତିରେ ନିର୍ଦ୍ଦଳୀୟ ରାଜନେତା ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଚୈତନ୍ୟ ପ୍ରଧାନ ୨୦୦୪ ମସିହାର ଅଗଷ୍ଟ ୧୪ ତାରିଖରେ ୪୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Chaitanya Pradhan". odishaassembly.nic.in. Odisha Assembly. Retrieved 12 October 2021.