ଚୁପ୍ କିଏ ଆସୁଛି

୨୦୦୯ର ଓଡ଼ିଆ କଥାଚିତ୍ର

ଚୁପ୍ କିଏ ଆସୁଛି, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମମତା ରଥ ଓ ମୋହ‌ନ କୁମାର ସାହୁ । ବିଶ୍ୱଭୂଷଣ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଗୁଡ୍‌ଲି ରଥ ଏବଂ ବିଶ୍ୱଭୂଷଣ ମହାପାତ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଚୁପ୍ କିଏ ଆସୁଛି
ନିର୍ଦ୍ଦେଶକବିଶ୍ୱଭୂଷଣ ମହାପାତ୍ର
ପ୍ରଯୋଜକମମତା ରଥ, ମୋହ‌ନ କୁମାର ସାହୁ
ସଂଳାପବିଶ୍ୱଭୂଷଣ ମହାପାତ୍ର
ଚିତ୍ରନାଟ୍ୟବିଶ୍ୱଭୂଷଣ ମହାପାତ୍ର
କାହାଣୀବିଶ୍ୱଭୂଷଣ ମହାପାତ୍ର
କଳାକାରଭ୍ରାନ୍ତି, ବିଶ୍ୱଜିତ୍, ଜୟ ବିଶ୍ୱାସ, ସୁନୀଲ କୁମାର, ହରିହର ମହାପାତ୍ର, ଶକ୍ତି ମିଶ୍ର, ଅନୁଭବ ମହାନ୍ତି, ସୁବ୍ରତ ନାୟକ
ସଙ୍ଗୀତଗୁଡ୍‌ଲି ରଥ, ବିଶ୍ୱଭୂଷଣ ମହାପାତ୍ର
ଚିତ୍ରଗ୍ରହଣବିଶ୍ୱଭୂଷଣ ମହାପାତ୍ର
ସମ୍ପାଦକଅଜୟ ମିଶ୍ର
ମୁକ୍ତିଲାଭ ତାରିଖ
୫ ଜୁନ ୨୦୦୯
ଦେଶ ଭାରତ
ଭାଷାଓଡ଼ିଆ

ଭ୍ରାନ୍ତି, ବିଶ୍ୱଜିତ୍, ଜୟ ବିଶ୍ୱାସ, ସୁନୀଲ କୁମାର, ହରିହର ମହାପାତ୍ର, ଶକ୍ତି ମିଶ୍ର, ଅନୁଭବ ମହାନ୍ତି, ସୁବ୍ରତ ନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ ଓ ବିଶ୍ୱଭୂଷଣ ମହାପାତ୍ର ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଉଡ଼ିବାବା ଉଡ଼ିବାବା" 

ଆଧାର ସମ୍ପାଦନା

  1. "ଷ୍ଟାର୍‌ ଦମ୍ପତ୍ତି ଅନୁଭବ ଓ ବର୍ଷା ଥରେ ମାତ୍ର ପାଇଛନ୍ତି ଷ୍ଟେଟ୍ ଆୱାର୍ଡ". OdishaLIVE. 13 September 2018. Retrieved 2 December 2019.
  2. "ପୁଣି ପ୍ରଯୋଜନାରେ ଏହି ଓଲିଡଡ ନାୟିକା - Sambad". Dailyhunt (in ଇଂରାଜୀ). ସମ୍ବାଦ. 18 March 2019. Retrieved 2 December 2019.
  3. "କାହାର ହେବି ମୁଁ କଣ୍ଢେଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.

ବାହାର ଆଧାର ସମ୍ପାଦନା