ଚାତ୍ରା
ଚାତ୍ରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଝାଡ଼ଖଣ୍ଡର ଚତ୍ର ଜିଲ୍ଲାରେ ଅବସ୍ଥିତ ।
Chatra | |
---|---|
ଦେଶ | ![]() |
ରାଜ୍ୟ | ଝାଡ଼ଖଣ୍ଡ |
ଜିଲ୍ଲା | ଚତ୍ର |
Elevation | 1,669[୧] m ( Formatting error: invalid input when rounding ft) |
ଜନସଂଖ୍ୟା (2001)[୧] | |
• ମୋଟ | ୪୧,୯୯୦ |
ଭାଷା | |
• ସରକାରୀ | ଓଡ଼ିଆ, ହିନ୍ଦୀ |
ସମୟ ମଣ୍ଡଳ | UTC+5:30 (IST) |
ଭୌଗଳିକ ଅବସ୍ଥିତିସମ୍ପାଦନ କରନ୍ତୁ
ଚାତ୍ରା ୨୪.୨୦୩୮ ଉତ୍ତର ଅକ୍ଷାଂଶ ଓ ୮୪.୮୭୦୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତାସମ୍ପାଦନ କରନ୍ତୁ
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଚାତ୍ରା ସହରର ମୋଟ ଜନସଂଖ୍ୟା ୪୧୯୯୦ ଅଟେ ।[୨] ସେଥି ମଧ୍ୟରୁ ୫୩.୧୮% ଜଣ ପରୁଷ ହୋଇଥିବା ବେଳେ ୪୬.୮୨% ଜଣ ନାରୀ ଅଟନ୍ତି । ଚାତ୍ରାର ସାକ୍ଷରତା ହାର ୬୫.୨୮% ଅଟେ । ଏହା ଜାତୀୟ ହାର ଠାରୁ ୦.୪୪% ପ୍ରତିଶତ କମ ଅଟେ । ସେଥିରୁ ୩୭.୯୯% ପ୍ରତିଶତ ପୁରୁଷ ଓ ୨୭.୨୯% ନାରୀ ଅଟନ୍ତି । ୧୬.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷାସମ୍ପାଦନ କରନ୍ତୁ
ଆହୁରି ପଢନ୍ତୁସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.