ମୁଢ଼ି
(ମୁଢ଼ି)ଏକ ପ୍ରକାରର ଖାଦ୍ୟ ଯାହାକୁ ଚାଉଳରୁ ପ୍ରସ୍ତୁତ କରାଯାଏ।
(ମୁଢିରୁ ଲେଉଟି ଆସିଛି)
ମୁଢ଼ି ଚାଉଳରୁ ତିଆରି କରାଯାଉଥିବା ଏକ ଖାଦ୍ୟ । ଏହା 'ଭୁଜା' ନାମରେ ମଧ୍ୟ ପରିଚିତ । ମୁଢ଼ି ଚାଉଳକୁ ଭଜାଯାଇ ଏହା ତିଆରି କରାଯାଇଥାଏ । ମୁଢ଼ି ଓଡ଼ିଶାର ଏକ ପ୍ରଧାନ ଖାଦ୍ୟ ।[୧]
ପ୍ରସ୍ତୁତି ପ୍ରଣାଳୀ
ସମ୍ପାଦନାପ୍ରଥମେ ଧାନରୁ ଚାଉଳ ତିଆରି କରାଯାଏ । ତାହାପରେ ସେହି ଚାଉଳକୁ ଲୁଣ ପାଣିରେ କିଛି ଘଣ୍ଟା ରଖାଯାଇ ହାଣ୍ଡିକୁ ଚୁଲିରେ ବସାଇ ସେହି ଗରମ ହାଣ୍ଡିରେ ପକାଇ ଭାଜି କରି ମୁଢ଼ି ତିଆରି କରାଯାଏ ।
ବ୍ୟବହାର
ସମ୍ପାଦନାମୁଢ଼ି ମୟୁରଭଞ୍ଜ ଜିଲ୍ଲାର ସର୍ବାଧିକ ଲୋକପ୍ରିୟ ଖାଦ୍ୟ ହେଲେ ସୁଦ୍ଧା[୨] ଏହା ଓଡ଼ିଶା ସାରା ଜଳଖିଆ ଭାବେ ଖିଆ ଯାଏ । [୩].
ଆଧାର
ସମ୍ପାଦନା- ↑ "Baripada Mudhi- A Process Note". Archived from the original on 2012-04-26. Retrieved 2011-11-30.
- ↑ Singha, Minati. "Mudhi to be a part of global 'Make in India' campaign". The Times of India. Retrieved 3 August 2015.
- ↑ Oriya: 12. Food