ଚପ୍ରିଆ
ଚପ୍ରିଆ, ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି କଳାହାଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଚପ୍ରିଆ | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କଳାହାଣ୍ଡି ଜିଲ୍ଲା |
ପଞ୍ଚାୟତ ସମିତି | ଗୋଲାମୁଣ୍ଡା |
ଗ୍ରାମ ପଞ୍ଚାୟତ | ଚପ୍ରିଆ |
ତହସିଲ | ଗୋଲାମୁଣ୍ଡା |
ସମୟ ମଣ୍ଡଳ | IST (+୫.୩୦) |
ପିନ କୋଡ଼ | ୭୬୬୦୩୬[୧] |
ଏସଟିଡି କୋଡ଼ | ୦୬୬୭୨ |
ଗାଡ଼ି ପଞ୍ଜିକରଣ | OD-08 |
ଗମନାଗମନସମ୍ପାଦନ କରନ୍ତୁ
ଏହା ଜିଲ୍ଲାର ସଦର ମହକୁମା ଭବାନିପାଟଣା ଠାରୁ ୪୨ କି.ମି. ଦୂରରେ ଅବସ୍ଥିତ ।
ଶିକ୍ଷାସମ୍ପାଦନ କରନ୍ତୁ
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।
ସଂସ୍କୃତିସମ୍ପାଦନ କରନ୍ତୁ
ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।
ଆଧାରସମ୍ପାଦନ କରନ୍ତୁ
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |