[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଘାଟକେସର
ఘటకేసర్
Ghatkesar Railway Station
Ghatkesar Railway Station
Country India
StateTelangana
DistrictMedchal district
MetroHyderabad
Government
 • BodyMajor Gram panchayat
Area
 • ସମୁଦାୟ13.83 km2 (5.34 sq mi)
Population
 • Total୧୯,୭୬୩
 • Density1,400/km2 (3,700/sq mi)
Languages
 • OfficialTelugu
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣTS-08

ଘାଟକେସର ଏକ ସହରାଞ୍ଚଳ । ଏହା ଭାରତୀୟ ରାଜ୍ୟ ତେଲେଙ୍ଗନାର ହାଇଦରାବାଦ ନିକଟରେ ଅବସ୍ଥିତ ଏକ ମଣ୍ଡଲ ମୁଖ୍ୟାଳୟ ଓ ଏହା କିସାରା ରେଭେନ୍ୟୁ ଡିଭିଜନ ଅନ୍ତର୍ଗତ ।[୨][୩]ଏହା ହାଇଦରାବାଦ ମେଟ୍ରୋପାଳିଟାନ ଉନ୍ନୟନ ଭିଭାଗର ମଧ୍ୟ ଅଂଶ ।[୪]

ଭୌଗୋଳିକ ସ୍ଥିତି  ସମ୍ପାଦନା

ଘାଟକେସରର ଭୌଗୋଳିକ ଅବସ୍ଥିତି  17°26′58″N 78°41′07″E / 17.4494°N 78.6853°E / 17.4494; 78.6853.[୫]

ଶିକ୍ଷା ସମ୍ପାଦନା

ସହରରେ ବିଶିଷ୍ଟ ଇଂଜିନିଯରିଂ କଲେଜଗୁଡ଼ିକ ସହ ସମସ୍ତ ପ୍ରକା ଶିକ୍ଷାନୁଷ୍ଠାନ ରହିଛି । 

ଯାତାୟତ ବ୍ୟବସ୍ଥା  ସମ୍ପାଦନା

ଜାତୀୟ ରାଜପଥ 163 ଏହି ଅଞ୍ଚଳ ଦେଇ ଯାଇଥିବା ସହ ଏହାକୁ ହାଇଦରାବାଦ ଓ ୱାରାଙ୍ଗାଲ ସହିତ ସଂଯୁକ୍ତ କରିଥାଏ । 

ସିକନ୍ଦରବାଦ - କାଜିପେଟ ରେଳଲାଇନ ଏହି ଅଞ୍ଚଳ ଦେଇ ଯାଇଛି ଓ ଦକ୍ଷିଣ କେନ୍ଦ୍ର ରେଳବାଇର ଷ୍ଟେସନ ଏଠାରେ ରହି ଅନେକ ଟ୍ରେନ ଏହି ପଥ ଦେଇ ଚଳାଚଳ କରେ । ଏହି ମଣ୍ଡଳ ଦ୍ରୁତ ଜନସଂଖ୍ୟା ବୃଦ୍ଧି ପାଇଁ ଚର୍ଚାକୁ ଆସେ । ଗତ ଜନଗଣନା ଅନୁସାରେ ଏଠାରେ ଜନସଂଖ୍ୟା ବୃଦ୍ଧି ହାର 112 % ହେଇଥିଲା । [୬]

ଆଧାର  ସମ୍ପାଦନା

  1. ୧.୦ ୧.୧ "District Census Handbook – Karimnagar" (PDF). Census of India. p. 58. Retrieved 6 November 2016.
  2. "Medchal−Malkajgiri district" (PDF). New Districts Formation Portal. Archived from the original (PDF) on 30 November 2016. Retrieved 11 October 2016.
  3. Geetanath, V. (9 May 2014). "For a well oiled public transport". The Hindu (in Indian English). Retrieved 2 November 2016.
  4. "HMDA list of villages" (PDF). Hyderabad Metropolitan Development Authority. p. 3. Archived from the original (PDF) on 3 March 2016. Retrieved 2 November 2016.
  5. "Ghatkesar, India Page". www.fallingrain.com. Retrieved 2 November 2016.
  6. "ଆର୍କାଇଭ୍ କପି". Archived from the original on 2013-05-20. Retrieved 2016-12-01. {{cite web}}: Cite has empty unknown parameter: |1= (help)