ଘାଟକେସର
ଘାଟକେସର ଏକ ସହରାଞ୍ଚଳ । ଏହା ଭାରତୀୟ ରାଜ୍ୟ ତେଲେଙ୍ଗନାର ହାଇଦରାବାଦ ନିକଟରେ ଅବସ୍ଥିତ ଏକ ମଣ୍ଡଲ ମୁଖ୍ୟାଳୟ ଓ ଏହା କିସାରା ରେଭେନ୍ୟୁ ଡିଭିଜନ ଅନ୍ତର୍ଗତ ।[୨][୩]ଏହା ହାଇଦରାବାଦ ମେଟ୍ରୋପାଳିଟାନ ଉନ୍ନୟନ ଭିଭାଗର ମଧ୍ୟ ଅଂଶ ।[୪]
ଘାଟକେସର
ఘటకేసర్ | |
---|---|
Country | India |
State | Telangana |
District | Medchal district |
Metro | Hyderabad |
Government | |
• Body | Major Gram panchayat |
Area | |
• ସମୁଦାୟ | 13.83 km2 (5.34 sq mi) |
Population | |
• Total | ୧୯,୭୬୩ |
• Density | 1,400/km2 (3,700/sq mi) |
Languages | |
• Official | Telugu |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | TS-08 |
ଭୌଗୋଳିକ ସ୍ଥିତି
ସମ୍ପାଦନାଘାଟକେସରର ଭୌଗୋଳିକ ଅବସ୍ଥିତି 17°26′58″N 78°41′07″E / 17.4494°N 78.6853°E.[୫]
ଶିକ୍ଷା
ସମ୍ପାଦନାସହରରେ ବିଶିଷ୍ଟ ଇଂଜିନିଯରିଂ କଲେଜଗୁଡ଼ିକ ସହ ସମସ୍ତ ପ୍ରକା ଶିକ୍ଷାନୁଷ୍ଠାନ ରହିଛି ।
ଯାତାୟତ ବ୍ୟବସ୍ଥା
ସମ୍ପାଦନାଜାତୀୟ ରାଜପଥ 163 ଏହି ଅଞ୍ଚଳ ଦେଇ ଯାଇଥିବା ସହ ଏହାକୁ ହାଇଦରାବାଦ ଓ ୱାରାଙ୍ଗାଲ ସହିତ ସଂଯୁକ୍ତ କରିଥାଏ ।
ସିକନ୍ଦରବାଦ - କାଜିପେଟ ରେଳଲାଇନ ଏହି ଅଞ୍ଚଳ ଦେଇ ଯାଇଛି ଓ ଦକ୍ଷିଣ କେନ୍ଦ୍ର ରେଳବାଇର ଷ୍ଟେସନ ଏଠାରେ ରହି ଅନେକ ଟ୍ରେନ ଏହି ପଥ ଦେଇ ଚଳାଚଳ କରେ । ଏହି ମଣ୍ଡଳ ଦ୍ରୁତ ଜନସଂଖ୍ୟା ବୃଦ୍ଧି ପାଇଁ ଚର୍ଚାକୁ ଆସେ । ଗତ ଜନଗଣନା ଅନୁସାରେ ଏଠାରେ ଜନସଂଖ୍ୟା ବୃଦ୍ଧି ହାର 112 % ହେଇଥିଲା । [୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ "District Census Handbook – Karimnagar" (PDF). Census of India. p. 58. Retrieved 6 November 2016.
- ↑ "Medchal−Malkajgiri district" (PDF). New Districts Formation Portal. Archived from the original (PDF) on 30 November 2016. Retrieved 11 October 2016.
- ↑ Geetanath, V. (9 May 2014). "For a well oiled public transport". The Hindu (in Indian English). Retrieved 2 November 2016.
- ↑ "HMDA list of villages" (PDF). Hyderabad Metropolitan Development Authority. p. 3. Archived from the original (PDF) on 3 March 2016. Retrieved 2 November 2016.
- ↑ "Ghatkesar, India Page". www.fallingrain.com. Retrieved 2 November 2016.
- ↑ "ଆର୍କାଇଭ୍ କପି". Archived from the original on 2013-05-20. Retrieved 2016-12-01.
{{cite web}}
: Cite has empty unknown parameter:|1=
(help)