ଗୟା
ଗୟା, ବିହାର ରାଜ୍ୟର ଦ୍ୱିତୀୟ ବୃହତ୍ତମ ସହର ଓ ହିନ୍ଦୁମାନଙ୍କର ଏକ ପ୍ରସିଦ୍ଧ ଧାର୍ମିକସ୍ଥଳ ।
ଗୟା गया | |
---|---|
ମହାନଗର | |
![]() Brahmayoni hill, where Buddha taught the Fire Sutta | |
ଦେଶ | ![]() |
State | ବିହାର |
Region | ମଗଧ |
ବିଭାଗ | ମଗଧ ବିଭାଗ |
ଜିଲ୍ଲା | ଗୟା |
ସରକାର | |
• ପ୍ରକାର | Municipal corporation |
• ପରିଚାଳନା | ଗୟା ନଗର ନିଗମ |
• Mayor | ବିଭା ଦେବୀ |
କ୍ଷେତ୍ରଫଳ | |
• ମୋଟ | 50.17 km2 (19.37 sq mi) |
ଜନସଂଖ୍ୟା (2011) | |
• ମୋଟ | ୪,୬୩,୪୫୪ |
• କ୍ରମାଙ୍କ | 95th |
• ଘନତା | 9,800/km2 (25,000/sq mi) |
Demonym(s) | 5000 |
ଭାଷା | |
• ସରକାରୀ | Magahi, Hindi, English |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 823001-04 |
Telephone code | 91-631 |
Railway Station | Gaya Junction |
Airport | Gaya Airport |
ୱେବସାଇଟ | gaya |
ଭୂଗୋଳସମ୍ପାଦନ କରନ୍ତୁ
ଇତିହାସସମ୍ପାଦନ କରନ୍ତୁ
ପର୍ଯ୍ୟଟନସମ୍ପାଦନ କରନ୍ତୁ
ଭୌଗଳିକ ଅବସ୍ଥିତିସମ୍ପାଦନ କରନ୍ତୁ
ଗୟା ୨୪.୭୯୬୯ ଉତ୍ତର ଅକ୍ଷାଂଶ ଓ ୮୫.୦୦୩୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୫୧ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତାସମ୍ପାଦନ କରନ୍ତୁ
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୟା ସହରର ମୋଟ ଜନସଂଖ୍ୟା ୩୦୮୮୩ ଅଟେ ।[୩] ସେଥି ମଧ୍ୟରୁ ୫୪.୨୪% ଜଣ ପରୁଷ ହୋଇଥିବା ବେଳେ ୪୫.୭୬% ଜଣ ନାରୀ ଅଟନ୍ତି । ଗୟାର ସାକ୍ଷରତା ହାର ୫୧.୩୨% ଅଟେ । ଏହା ଜାତୀୟ ହାର ଠାରୁ ୧୩.୫୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୪.୧୦% ପ୍ରତିଶତ ପୁରୁଷ ଓ ୧୭.୨୩% ନାରୀ ଅଟନ୍ତି । ୧୭.୫୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷାସମ୍ପାଦନ କରନ୍ତୁ
ହିନ୍ଦୀ ଗୟାର ସରକାରୀ ଭାଷା ଅଟେ ।
ପାଣିପାଗସମ୍ପାଦନ କରନ୍ତୁ
Gaya | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଗୟାରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୦ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୯.୩ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୧୧୩.୯ mm/inches ହୋଇଥାଏ ।
Climate data for Gaya, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 23.2 (73.8) |
26.6 (79.9) |
33.1 (91.6) |
38.7 (101.7) |
40.3 (104.5) |
37.9 (100.2) |
33.9 (93) |
32.7 (90.9) |
32.5 (90.5) |
31.7 (89.1) |
28.9 (84) |
24.7 (76.5) |
32.0 (89.6) |
ହାରାହାରି ସର୍ବନିମ୍ନ °C (°F) | 8.8 (47.8) |
11.5 (52.7) |
16.2 (61.2) |
22.1 (71.8) |
25.5 (77.9) |
26.9 (80.4) |
25.5 (77.9) |
25.3 (77.5) |
24.5 (76.1) |
20.8 (69.4) |
14.3 (57.7) |
9.6 (49.3) |
19.3 (66.7) |
Average rainfall mm (inches) | 15.8 (0.622) |
18.1 (0.713) |
11.9 (0.469) |
9.9 (0.39) |
24.5 (0.965) |
145.0 (5.709) |
331.5 (13.051) |
280.4 (11.039) |
201.7 (7.941) |
58.1 (2.287) |
11.6 (0.457) |
5.3 (0.209) |
୧,୧୧୩.୯ (୪୩.୮୫୪) |
ହାରାହାରି ମେଘାତ୍ସନ ଦିବସ | 1.4 | 1.7 | 1.0 | 1.1 | 2.1 | 6.9 | 14.8 | 14.3 | 9.6 | 2.8 | 0.6 | 0.7 | 56.9 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 0.7 | 1.2 | 1.3 | 1.8 | 2.9 | 5.4 | 8.8 | 8.5 | 7.4 | 1.7 | 0.1 | 0.1 | 39.9
|
ହାରାହାରି କୁହୁଡ଼ି ଘେରା ଦିବସ | 1.9 | 0.5 | 0.0 | 0.0 | 0.0 | 0.1 | 0.3 | 0.1 | 0.0 | 0.4 | 0.2 | 0.7 | 4.3 |
Source: India Meteorological Department (temperatures and precipitation)[୫][୬] |
ଆଧାରସମ୍ପାଦନ କରନ୍ତୁ
- ↑ "City Development Plan for Gaya: EXECUTIVE SUMMARY" (PDF). Urban Development and Housing Department, Government of Bihar. p. 4. Retrieved 8 October 2012.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.
- ↑ "World Weather Information Service -Gaya". Worldweather.wmo.int. 5 October 2006. Retrieved 28 June 2015.
- ↑ "Chennai- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.
ବାହାର ତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ଗୟା ବାବଦରେ ମାଧ୍ୟମ ରହିଛି । |
- Gaya Info & Photo Gallery
- Live City Map of Gaya
- Entry on Gaya in the Buddhist Dictionary of Pali Proper Names
- Suttas spoken by Gautama Buddha concerning Gaya: (more)
- Gaya travel guide from Wikivoyage
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |