ଗୋପାଳପୁର ବେଳାଭୂମି
ଗୋପାଳପୁର ବେଳାଭୂମି ଗୋପାଳପୁରଠାରେ ଥିବା ଏକ ବେଳାଭୂମି ଓ ଏକ ପୁରାତନ ବନ୍ଦର ତଥା ଏବେକାର ଏକ ମାଛଧରା ବନ୍ଦର ।
ଗୋପାଳପୁର ବେଳାଭୂମି | |
---|---|
ମାଛଧରା ବନ୍ଦର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଗଞ୍ଜାମ |
Elevation | 1 m (3 ft) |
Population (2001) | |
• Total | ୬,୬୬୦ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫.୩୦ (ଆଇ.ଏସ୍.ଟି) |
ଦୂରଭାଷ କୋଡ଼ | ୦୬୮୦ |
ପୁରୁଷ-ନାରୀ ଅନୁପାତ | ୧୦୦୦ ♂/♀ |
ଭୂଗୋଳ
ସମ୍ପାଦନାଗୋପାଳପୁର ବେଳାଭୂମି ବ୍ରହ୍ମପୁର ନିକଟସ୍ଥ ଏକ ପର୍ଯ୍ୟଟନ ସ୍ଥଳୀ । ଏହା ବ୍ରହ୍ମପୁରରୁ ପନ୍ଦର କି.ମି. ଦୂର ଓ ବଙ୍ଗୋପସାଗର କୂଳରେ ଅବସ୍ଥିତ ।
ଦ୍ରଷ୍ଟବ୍ୟ
ସମ୍ପାଦନାବାହାର ଲିଙ୍କ
ସମ୍ପାଦନାWikivoyage has a travel guide for Gopalpur-on-sea.