ଗୁଦିଭଡ଼ା
ଗୁଦିଭଡ଼ା ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ଆନ୍ଧ୍ର ପ୍ରଦେଶର ବିସଖପତ୍ନମ୍ ଜିଲ୍ଲାରେ ଅବସ୍ଥିତ ।
Gudivada
గుడివాడ | |
---|---|
Country | India |
State | Andhra Pradesh |
District | Krishna |
District | Gudivada |
Area | |
• ସମୁଦାୟ | 12.67 km2 (4.89 sq mi) |
Population (2011)[୨] | |
• Total | ୧,୧୮,୧୬୭ |
• Density | 9,300/km2 (24,000/sq mi) |
Languages | |
• Official | Telugu |
Time zone | UTC+5:30 (IST) |
PIN | 521301 |
Telephone code | 91-08674 |
ଯାନବାହାନ ପଞ୍ଚୀକରଣ | AP-16 |
ଭୌଗଳିକ ଅବସ୍ଥିତି
ସମ୍ପାଦନାଗୁଦିଭଡ଼ା ୧୬.୪୩୧୭ ଉତ୍ତର ଅକ୍ଷାଂଶ ଓ ୮୦.୯୯୬୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୨ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୁଦିଭଡ଼ା ସହରର ମୋଟ ଜନସଂଖ୍ୟା ୭୧୦୭ ଅଟେ ।[୪] ସେଥି ମଧ୍ୟରୁ ୫୨.୯୧% ଜଣ ପରୁଷ ହୋଇଥିବା ବେଳେ ୪୭.୦୯% ଜଣ ନାରୀ ଅଟନ୍ତି । ଗୁଦିଭଡ଼ାର ସାକ୍ଷରତା ହାର ୬୪.୩୫% ଅଟେ । ଏହା ଜାତୀୟ ହାରଠାରୁ ୦.୪୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୯.୦୯% ପ୍ରତିଶତ ପୁରୁଷ ଓ ୨୫.୨୬% ନାରୀ ଅଟନ୍ତି । ୧୨.୯୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
ସମ୍ପାଦନାତେଲୁଗୁ ଗୁଦିଭଡ଼ାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Andhra Pradesh Municipal Development Project" (PDF). Municipal Development Project. Government of Andhra Pradesh. p. 19. Archived from the original (PDF) on 17 June 2015. Retrieved 17 June 2015.
- ↑ "District Census Handbook - Krishna" (PDF). Census of India. p. 16–17,48. Retrieved 18 January 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.