ଗଲଗନାଥ
ଗଳଗନାଥ ଭାରତୀୟ ରାଜ୍ୟ କର୍ଣାଟକର ହାଭେଲି ଜିଲ୍ଲାରେ ଏକ ଗ୍ରାମ । ଏଠାରେ ପ୍ରସିଦ୍ଧ ଗଲାଗେଶ୍ୱର ଶିବ ମନ୍ଦିର ରହିଛି । ଏହା ପଶ୍ଚିମ ଚାଲୁକ୍ୟଙ୍କ ଶାସନ ସମୟରେ ନିର୍ମିତ ହେଇଥିଲା । ଏହି ମଦିର ତୁଙ୍ଗଭଦ୍ରା ନଦୀ ଟିରରେ ଅବସ୍ଥିତ । ଏହି ସ୍ଥଳରେ ତୁଙ୍ଗ ଓ ଭଦ୍ରା ନଦୀର ସାଙ୍ଗମା ହେଇଥାଏ ଓ ତୁଙ୍ଗଭଦ୍ରା ହେଇ ପ୍ରବାହିତ ହୁଏ ।
ଗଲଗନାଥ
ಗಳಗನಾಥ | |
---|---|
town | |
Country | India |
State | Karnataka |
District | Haveri |
Taluk | Haveri |
Lok Sabha Constituency | Haveri |
Languages | |
Time zone | UTC+5:30 (IST) |
ISO 3166 code | IN-KA |
ଯାନବାହାନ ପଞ୍ଚୀକରଣ | KA-27 |
Nearest city | Ranebennur |
Website | karnataka |
ଇତିହାସ
ସମ୍ପାଦନାଗଳଗନାଥର ପ୍ରଚଚିନ ନାମ ପଲ୍ଲୁନୀ ଥିଲା । ଗଳଗନାଥ ମନ୍ଦିର [୧]ଚାଲୁକ୍ୟ ଶୈଳୀରେ ନିର୍ମିତ । ଏହା 11 ଶ ଶତାବ୍ଦୀରେ ନିର୍ମିତ ହେଇଥିଲା । ଶ୍ରୀ ଭେଙ୍କତେଶ ଗଳଗନାଥ ଏଠାରେ ଗଳଗନାଥଙ୍କୁ ଆରାଧନା କରୁଥିଲେ ଓ ସେହି ସ୍ଥଳରେ ତାଙ୍କର ଉପନ୍ୟାସ ସବୁ ଲେଖୁଥିଲେ ।.
ଗଲଗେଶ୍ୱର ମନ୍ଦିର
ସମ୍ପାଦନାଏଠାରେ ଶିବଙ୍କ ସରପ ଲିଙ୍ଗା ରହିଛି .[୨] ମଦିରର ନିର୍ମାଣ ଶୈଳୀ ଅନନ୍ୟ ପ୍ରକାରର । ଏହାର ମୂଳ ପିରାମିଡ ଆକୃତି ବିଶିଷ୍ଟ । ଏଥିରେ ପ୍ରସ୍ତର ଖୋଦେଇ କମ ହୀଇଥିବା ଏକ ବଡ଼ ହଲ ରହିଛି । ଭିତରେ ଅନେକ ମୂର୍ତି ସହ ଗଣେଶଙ୍କ କ୍ଷୋଦିତ ମୂର୍ତି ମଧ୍ୟ ରହିଛି ।
ଶିଳା ଲେଖ
ସମ୍ପାଦନା1080 ମସିହାର ସିଲାଲେଖା ସବୁ ମନ୍ଦିରରେ ଦେଖିବାକୁ ମିଳେ । ଏଥିରୁ ମନ୍ଦିରର ନିର୍ମାଣ କାଳ ବିଷୟରେ ଜଣାଯାଏ ।
ଏହି ଲିପିରୁ ସେତେବେଳେ ସଂଗୀତା ଓ ନୃତ୍ୟର ଜନପ୍ରିୟତା ବିଷୟରେ ମଧ୍ୟ ଜଣାପଡେ । ଏଠାରେ ବିକ୍ରମାଦିତ୍ୟଙ୍କ ଶାସନ କାଳ ବିଷୟରେ ଅନେକ କଥା ଜଣାପଡିଥାଏ । ,[୩]ଏହି ଲେଖାରୁ ମୋଖରୀ ବର୍ମମାୟା ନାମକ ଜଣେ ବିଖ୍ୟାତ ସଙ୍ଗୀତଙ୍ଗ୍ୟଙ୍କ ବିଷୟ ମଧ୍ୟ ଜଣାଯାଇଥିଲା । ସେ 32 ପ୍ରକାର ରାଗରେ ଧୁରନ୍ଧର ଥିଲେ ।[୪]
-
Inscription in Kannada, Galageshwar Temple
-
Shiva Ling, Galageshwar Temple
-
Ganesh, Galageshwar Temple
ଅଧିକ ପଠନ
ସମ୍ପାଦନା- North Karnataka
- Tourism in North Karnataka
- Ranebennur
- Haveri
- Chaudayyadanapur
- Mylar Lingeshwar Temple at Mylar
- Hangal
- Bankapur
- Kaginele
ଆଧାର
ସମ୍ପାଦନା- ↑ "Close view from the north-west of shrine and shikar of the Galageshwar Shiva Temple, Galaganath". Archived from the original on 2011-05-22. Retrieved 2008-10-27.
- ↑ "History of Haveri, Eeshwar at Galaganath". Retrieved 2008-10-27.
- ↑ "Linga called Sparsa-linga, temple of Galageshwar at Galagnath". Retrieved 2008-10-27.
- ↑ "Epigraphical Studies in India - Sanskrit and Dravidian, Importance of Epigraphy". Retrieved 2008-10-27.