ଗଣେଶ୍ୱରପୁର

ଭାରତରେ ଗ୍ରାମ


[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଗଣେଶ୍ୱରପୁର
ଗାଁ
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାପୁରୀ
Elevation
8 m (26 ft)
Population
 (2001)
 • Total୧,୮୦୦
ଭାଷା
 • ସରକାରୀଓଡ଼ିଆ
Time zoneUTC+୫.୩୦ (ଆଇ.ଏସ୍.ଟି)
ପିନ୍‌
୭୫୨୧୧୦
ଦୁରଭାଷ କୋଡ୦୬୭୫୮

ଗଣେଶ୍ୱରପୁର ଓଡ଼ିଶାର ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଏକ ଛୋଟ ଗାଁ ଅଟେ । ଏହା ୧୫୦୦ ଖ୍ରୀଷ୍ଟାବ୍ଦରେ ପୁରୀ ଗଜପତି ପ୍ରତାପରୁଦ୍ରଦେବଙ୍କଦ୍ୱାରା ସ୍ଥାପିତ ହେଇଥିଲା।

ଇତିହାସ ସମ୍ପାଦନା

କିମ୍ବଦନ୍ତୀ ଅନୁସାରେ କାଞ୍ଚି ଅଭିଯାନ ପରେ ଗଜପତି ପ୍ରତାପରୁଦ୍ରଦେବ ତାଙ୍କ ମନ୍ତ୍ରୀ ଗଣେଶ୍ୱରଦେବଙ୍କ ନାମ ଅନୁସାରେ ଏହି ଗାଁର ନାମ ରଖିଥିଲେ।

ରାଜନୀତି ସମ୍ପାଦନା

ଭୂଗୋଳ ସମ୍ପାଦନା

ଦର୍ଶନୀୟ ସ୍ଥାନ ସମ୍ପାଦନା

ଆଧାର ସମ୍ପାଦନା

ବିଶେଷତା ସମ୍ପାଦନା

ଆଧାର ସମ୍ପାଦନା