ଗଣେଶ୍ୱରପୁର

ଭାରତରେ ଗ୍ରାମ
(ଗଣେଶ୍ଵରପୁରରୁ ଲେଉଟି ଆସିଛି)


ଗଣେଶ୍ୱରପୁର ଓଡ଼ିଶାର ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଏକ ଛୋଟ ଗାଁ ଅଟେ । ଏହା ୧୫୦୦ ଖ୍ରୀଷ୍ଟାବ୍ଦରେ ପୁରୀ ଗଜପତି ପ୍ରତାପରୁଦ୍ରଦେବଙ୍କଦ୍ୱାରା ସ୍ଥାପିତ ହେଇଥିଲା।

ଗଣେଶ୍ୱରପୁର
ଗାଁ
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାପୁରୀ
Elevation
8 m (26 ft)
Population
 (2001)
 • Total୧,୮୦୦
ଭାଷା
 • ସରକାରୀଓଡ଼ିଆ
Time zoneUTC+୫.୩୦ (ଆଇ.ଏସ୍.ଟି)
ପିନ୍‌
୭୫୨୧୧୦
ଦୁରଭାଷ କୋଡ୦୬୭୫୮

ଇତିହାସ

ସମ୍ପାଦନା

କିମ୍ବଦନ୍ତୀ ଅନୁସାରେ କାଞ୍ଚି ଅଭିଯାନ ପରେ ଗଜପତି ପ୍ରତାପରୁଦ୍ରଦେବ ତାଙ୍କ ମନ୍ତ୍ରୀ ଗଣେଶ୍ୱରଦେବଙ୍କ ନାମ ଅନୁସାରେ ଏହି ଗାଁର ନାମ ରଖିଥିଲେ।

ରାଜନୀତି

ସମ୍ପାଦନା

ଦର୍ଶନୀୟ ସ୍ଥାନ

ସମ୍ପାଦନା

ବିଶେଷତା

ସମ୍ପାଦନା