ଗଜଲକ୍ଷ୍ମୀ ରାଜବାରି

ଗଜଲକ୍ଷ୍ମୀ ରାଜବାରି ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ସହରରେ ଥିବା ଏକ ପୁରାତନ ରାଜବାଟୀ ।[] ଏହା ଢେଙ୍କାନାଳର ସିଂହଦେଓ ରାଜପରିବାରଦ୍ୱାରା ନିର୍ମିତ । ଏହି ପ୍ରାସାଦଟିର ମରାମତି କରାଯାଇ ଏହାକୁ ଏକ ପର୍ଯ୍ୟଟନ ସୌଧ ଭାବେ ବ୍ୟବହାର କରାଯାଉଛି । ଏଠାରେ ଜଣାଶୁଣା ବଙ୍ଗଳା କଥାଚିତ୍ର ରୟାଲ ବେଙ୍ଗଲ ରହସ୍ୟର ସୁଟିଂ ହୋଇଥିଲା ।[] [] []

ଢେଙ୍କାନାଳ ରାଜବାଟୀ
Native name ଗଜଲକ୍ଷ୍ମୀ ରାଜବାରି
ଗଜଲକ୍ଷ୍ମୀ ରାଜବାରି
ଅବସ୍ଥାନଢେଙ୍କାନାଳ, ଓଡ଼ିଶା

ଅବସ୍ଥିତି

ସମ୍ପାଦନା

ଏହା ଢେଙ୍କାନାଳ ସହରଠୁ ୨ କିମି ଦୂରରେ ପାଣିଓହଳା ପାହାଡ଼ ଉପରେ ଅବସ୍ଥିତ ।

 
ଗଜଲକ୍ଷ୍ମୀ ରାଜଉଆସର ଭିତରପାଖ
  1. Mishra, Nityananda. "Fresh Light on the Tourism Development of Dhenkanal District" (PDF). OrissaReview. Retrieved 4 December 2013.
  2. Chakrabarty, Sabyasachi. "Pheluda's jungle diary". ଟାଇମ୍ସ ଅଫ ଇଣ୍ଡିଆ. Archived from the original on 2013-12-14. Retrieved 4 December 2013.
  3. Kushali, Nag. "Royal thrills". ଟେଲିଗ୍ରାଫ. Retrieved 4 December 2013.
  4. "Royal Bengal Rahasya's team shooting at Dhenkanal Rajbari". Tollyrise.com. Archived from the original on 11 January 2012. Retrieved 4 December 2013.

ବାହାର ତଥ୍ୟ

ସମ୍ପାଦନା