ଖାଣ୍ଡୱା ଜିଲ୍ଲା
ଭାରତୀୟ ରାଜ୍ୟ ମଧ୍ୟପ୍ରଦେଶ ର ଏକ ଜିଲ୍ଲା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଖାଣ୍ଡୱା ଜିଲ୍ଲା (ପୂର୍ବେ ପୂର୍ବେ ନିମାର ଜିଲ୍ଲା ନାମରେ ଜଣା), କେନ୍ଦ୍ରୀୟ ଭାରତର ମଧ୍ୟ ପ୍ରଦେଶର ମୋଟ ୫୦ଟି ଜିଲ୍ଲା ମଧ୍ୟରୁ ଗୋଟିଏ । ଖାଣ୍ଡୱା ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ଏହି ଜିଲ୍ଲାର ଅନ୍ୟାନ୍ୟ ସହରମାନ ହେଲେ ମୁଣ୍ଡି, ହରସଦ, ପଧାନ ଏବଂ ଓଁକାରେଶ୍ୱର ।
ଖାଣ୍ଡୱା ଜିଲ୍ଲା | |
---|---|
ରାଜ୍ୟ | Madhya Pradesh, ଭାରତ |
ପ୍ରଶାସନିକ ବିଭାଗ | ଇନ୍ଦୋର |
ସଦର କାର୍ଯ୍ୟାଳୟ | ଖାଣ୍ଡୱା |
କ୍ଷେତ୍ରଫଳ | [convert: invalid number] |
ଜନସଂଖ୍ୟା | ୧,୩୦୯,୪୪୩ (୨୦୧୧) |
ଘନତା | [convert: invalid number] |
ସାକ୍ଷରତା ହାର | ୬୭,୫୩ % |
ପୁରୁଷ-ନାରୀ ଅନୁପାତ | ୯୪୪ |
ଲୋକ ସଭା ନିର୍ବାଚନ ମଣ୍ଡଳୀ | ଖାଣ୍ଡୱା |
ୱେବସାଇଟ |
ଭୂଗୋଳ
ସମ୍ପାଦନାଇତିହାସ
ସମ୍ପାଦନାପର୍ଯ୍ୟଟନ
ସମ୍ପାଦନାଅର୍ଥନୀତି
ସମ୍ପାଦନା୨୦୦୬ରେ ପଞ୍ଚାୟତି ରାଜ ମନ୍ତ୍ରଣାଳୟ ଖାଣ୍ଡୱାକୁ ଦେଶର ୬୪୦ଟି ଜିଲ୍ଲା ମଧ୍ୟରୁ ୨୫୦ ଦରିଦ୍ରତମ ଜିଲ୍ଲା ମଧ୍ୟରେ ତାଲିକାଭୁକ୍ତ କରିଛନ୍ତି ।[୧] ଏହା ଅଧୁନା ମଧ୍ୟ ପ୍ରଦେଶର ୨୪ଟି ଜିଲ୍ଲା ମଧ୍ୟରୁ ଅନ୍ୟତମ ଯାହା ବ୍ୟାକୱାର୍ଡ଼ ରିଜିଅନ୍ସ ଗ୍ରାଣ୍ଟ ଫଣ୍ଡ ପ୍ରୋଗ୍ରାମରୁ ଅନୁଦାନପ୍ରାପ୍ତ ।[୧]
ବିଭାଜନ
ସମ୍ପାଦନା୨୦୧୧ର ଜନଗଣନା ଅନୁସାରେ ଖାଣ୍ଡୱାର ଜନସଂଖ୍ୟା ୧,୩୦୯,୪୪୩ ।[୨]
ଭାଷା
ସମ୍ପାଦନାଏଠାରେ ଏକ ପ୍ରକାର ଭିଲ ଭାଷା, ନିମାଡ଼ି ଭାଷା କଥିତ ଯାହା ହାରାଃଆଋଈ ୬୪,୦୦୦ ଲୋକଙ୍କଦ୍ୱାରା କଥିତ । ଏହି ଭାଷା ଦେବନାଗରୀ ଲିପିରେ ଲେଖା ଯାଇଥାଏ ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ Ministry of Panchayati Raj (September 8, 2009). "A Note on the Backward Regions Grant Fund Programme" (PDF). National Institute of Rural Development. Archived from the original (PDF) on April 5, 2012. Retrieved September 27, 2011.
- ↑ "District Census 2011". Census2011.co.in. 2011. Retrieved 2011-09-30.
- ↑ M. Paul Lewis, ed. (2009). "Bareli, Rathwi: A language of India". Ethnologue: Languages of the World (16th edition ed.). Dallas, Texas: SIL International. Retrieved 2011-09-28.
{{cite encyclopedia}}
:|edition=
has extra text (help)
ବାହାର ତଥ୍ୟ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ଖାଣ୍ଡୱା ଜିଲ୍ଲା
ବାବଦରେ ମାଧ୍ୟମ ରହିଛି ।