[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Kharagpur
ଦେଶ India
ରାଜ୍ୟପଶ୍ଚିମବଙ୍ଗ
ଜିଲ୍ଲାମେଦିନିପୁର୍
Elevation
124[୧] m (Bad rounding hereFormatting error: invalid input when rounding ft)
Population
 (2001)[୧]
 • Total୨,୦୭,୯୮୪
ଭାଷା
 • ସରକାରୀବଙ୍ଗାଳୀ
Time zoneUTC+5:30 (IST)

ଖଡ଼ଗପୁର (ବଙ୍ଗଳା: খড়্গপুর) ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ପଶ୍ଚିମବଙ୍ଗର ମେଦିନିପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ଖଡ଼ଗପୁର ୨୨.୩୩୯୭ ଉତ୍ତର ଅକ୍ଷାଂଶ ଓ ୮୭.୩୨୫୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୪ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଖଡ଼ଗପୁର ସହରର ମୋଟ ଜନସଂଖ୍ୟା ୨୦୭୯୮୪ ଅଟେ ।[୨] ସେଥି ମଧ୍ୟରୁ ୫୧.୬୯% ଜଣ ପରୁଷ ହୋଇଥିବା ବେଳେ ୪୮.୩୧% ଜଣ ନାରୀ ଅଟନ୍ତି । ଖଡ଼ଗପୁରର ସାକ୍ଷରତା ହାର ୬୩.୮୧% ଅଟେ । ଏହା ଜାତୀୟ ହାରଠାରୁ ୧.୦୩% ପ୍ରତିଶତ କମ ଅଟେ । ସେଥିରୁ ୩୮.୭୧% ପ୍ରତିଶତ ପୁରୁଷ ଓ ୨୫.୧୦% ନାରୀ ଅଟନ୍ତି । ୧୦.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ବଙ୍ଗାଳୀ ଖଡ଼ଗପୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା