ଫକୀରମୋହନ ସାହିତ୍ୟ ପରିଷଦ

ଫକୀରମୋହନ ସାହିତ୍ୟ ପରିଷଦ ଓଡ଼ିଶାର ବାଲେଶ୍ୱରଠାରେ[୧] କାର୍ଯ୍ୟରତ ଏକ ସାରସ୍ୱତ ଅନୁଷ୍ଠାନ ।[୨] ୧୯୪୮ ମସିହା ଫେବୃଆରୀ ମାସ ୨୯ ତାରିଖରେ ଏହା ପ୍ରତିଷ୍ଠିତ ହୋଇଥିଲା । ଏହାର ପ୍ରତିଷ୍ଠିତ ଥିଲେ ଲୋକରତ୍ନ ଡଃ. କୁଞ୍ଜବିହାରୀ ଦାଶ । ଫକୀର ମୋହନ ସେନାପତିଙ୍କ ସ୍ମୃତିରେ[୩] ଗଠିତ ଏହି ଅନୁଷ୍ଠାନ ତାଙ୍କ ଜନ୍ମଦିବସରେ ବିଭିନ୍ନ ସାରସ୍ୱତ ପୁରସ୍କାର ପ୍ରଦାନ କରିଥାଏ ।[୪][୫] ଏହା ଓଡ଼ିଶାର ଦ୍ୱିତୀୟ ପୁରାତନ ସାହିତ୍ୟ ଅନୁଷ୍ଠାନ ।[୬]

ପୁରସ୍କାର ଓ ସମ୍ମାନ ତାଲିକା ସମ୍ପାଦନା

  • ହାଜି ଅସରଫ୍ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର (୧୯୯୫)
  • ହରେକୃଷ୍ଣ ଦାସ ଓ ପ୍ରତିଭା ଦାସ ସ୍ମୃତି ସମ୍ମାନ (୨୦୦୪)
    • ହରେକୃଷ୍ଣ ସ୍ମୃତି ସମ୍ମାନ (ଶିଶୁ ସାହିତ୍ୟ, ୧୯୯୭- ୨୦୦୩)
    • ପ୍ରତିଭା ଦାସ ସ୍ମୃତି ସମ୍ମାନ (ଶିଶୁ ସାହିତ୍ୟ, ୨୦୦୦-୨୦୦୩)
  • ଫକୀରମୋହନ ସାହିତ୍ୟଶ୍ରୀ ପୁରସ୍କାର (୨୦୦୦)
  • ଉଦୟ ଜେନା ସ୍ମୃତି ସମ୍ମାନ (ଚିତ୍ରକଳା, ୨୦୦୧)
  • ଛବିରାୟ ସ୍ମୃତି ସମ୍ମାନ (ବ୍ୟଙ୍ଗ ସାହିତ୍ୟ, ୨୦୦୨)
  • ରାଧାକାନ୍ତ ଦାସ ସ୍ମୃତି ସମ୍ମାନ (ସମ୍ବାଦ ସାହିତ୍ୟ, ୨୦୦୨)
  • ରତ୍ନମଣି ସ୍ମୃତି ସମ୍ମାନ (କବିତା, ୨୦୦୩)
  • କାର୍ତ୍ତିକ ପତି ସମ୍ମାନ (ନାଟ୍ୟ ସାହିତ୍ୟ, ୨୦୦୪)
  • ପରିଷଦ ଗୌରବ ସମ୍ମାନ (୨୦୦୪)
  • ରାଜେନ୍ଦ୍ର ନାଥ ନାୟକ ସ୍ମୃତି ସମ୍ମାନ (ପ୍ରବନ୍ଧ, ୨୦୦୭)
  • ଫକୀରମୋହନ ଗୀତିଶ୍ରୀ ସମ୍ମାନ (ଗୀତି କବିତା, ୨୦୦୮)
  • ହାରାମଣି ବେହେରା ସ୍ମୃତି ସମ୍ମାନ (ଅନୁବାଦ ସାହିତ୍ୟ, ୨୦୦୮)
  • ଡାକ୍ତର ବିଜୟ ଗିରି ସ୍ମୃତି ସମ୍ମାନ (ସମାଲୋଚନା ସାହିତ୍ୟ, ୨୦୧୦)
  • ସନ୍ଧ୍ୟାରାଣୀ ଦେବୀ ସ୍ମୃତି ସମ୍ମାନ (ଉପନ୍ୟାସ, ୨୦୧୧)
  • ଡ. ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ସମ୍ମାନ (‌ଗଳ୍ପ, ୨୦୧୧)
  • ପଞ୍ଚାନନ ଦାଶ ସ୍ମୃତି ସମ୍ମାନ (ସାହିତ୍ୟ ସଂଗଠକ, ୨୦୧୩)
  • ତୁଷାରକାନ୍ତ ମହାପାତ୍ର ସ୍ମୃତି ସମ୍ମାନ (ଜଗନ୍ନାଥ ସଂସ୍କୃତି ପ୍ରସାର, ୨୦୧୬)
  • ରାଧାଦେବୀ ସ୍ମୃତି ସମ୍ମାନ (ପତ୍ରିକା ସମ୍ପାଦନା, ୨୦୧୯)
  • ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ (୨୦୧୯)
  • ମହେଶ୍ୱର ବାଗ ସ୍ମୃତି ସମ୍ମାନ (ବରିଷ୍ଠ ସାହିତ୍ୟିକ ଓ ସମାଜସେବୀ, ୨୦୧୯)

ଆଧାର ସମ୍ପାଦନା

  1. http://hkmsl.gov.in/listoflibraries.htm
  2. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 740–. ISBN 978-81-260-0873-5.
  3. http://www.hindustantimes.com/books/father-of-oriya-literature-all-but-forgotten/story-ofPAWOSA4eleMXFdRgrX1O.html
  4. http://odisha.gov.in/e-magazine/orissaannualreference/ORA-2005/pdf/state_awards_and_other_awards.pdf
  5. http://orissadiary.com/CurrentNews.asp?id=50424[permanent dead link]
  6. "ଡ. ଶୁଭଶ୍ରୀ ଲେଙ୍କା ଓଡ଼ିଶା ସାହିତ୍ୟ ଏକାଡ଼େମୀର ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତ - Sanket Tv". web.archive.org. 2021-01-28. Archived from the original on 2021-01-28. Retrieved 2023-10-17.{{cite web}}: CS1 maint: bot: original URL status unknown (link)