କ୍ଷଣିକା- ଦ ଲଷ୍ଟ ଆଇଡ଼ିଆ

୨୦୧୭ର ଓଡ଼ିଆ କଥାଚିତ୍ର

କ୍ଷଣିକା, ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସ୍ୱସ୍ତିକ ଚୌଧୁରୀ । ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଆଦି ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ଅମର୍ତ୍ୟ ଏହି କଥାଚିତ୍ରଟିର ଚିତ୍ରୋତ୍ତଳନ କରିଥିଲେ ଏବଂ ସମ୍ପାଦନା କରିଥିଲେ ।[୧]

କ୍ଷଣିକା
ନିର୍ଦ୍ଦେଶକଅମର୍ତ୍ୟ ଭଟ୍ଟାଚାର୍ଯ୍ୟ
ପ୍ରଯୋଜକସ୍ୱସ୍ତିକ ଚୌଧୁରୀ
କାହାଣୀଅମର୍ତ୍ୟ ଭଟ୍ଟାଚାର୍ଯ୍ୟ
କଳାକାରଚୌଧୁରୀ ବିକାଶ ଦାସ
ସୁଶାନ୍ତ ମିଶ୍ର
ଅମ୍ରିତା ଚୌଧୁରୀ
ସ୍ୱସ୍ତିକ ଚୌଧୁରୀ
ହୃଷିକେଶ ଭୋଇ
ସଙ୍ଗୀତକିଶଲୈ ରାୟ
ଚିତ୍ରଗ୍ରହଣଅମର୍ତ୍ୟ ଭଟ୍ଟାଚାର୍ଯ୍ୟ
ସମ୍ପାଦକଅମର୍ତ୍ୟ ଭଟ୍ଟାଚାର୍ଯ୍ୟ
ମୁକ୍ତିଲାଭ ତାରିଖ
୨୦୧୭
କଥାଚିତ୍ରର ସମୟ
୮୯ ମିନିଟ୍[୧]
ଦେଶ ଭାରତ
ଭାଷାଓଡ଼ିଆ

ଚୌଧୁରୀ ବିକାଶ ଦାସ, ସୁଶାନ୍ତ ମିଶ୍ର, ଅମ୍ରିତା ଚୌଧୁରୀ, ସ୍ୱସ୍ତିକ ଚୌଧୁରୀ, ହୃଷିକେଶ ଭୋଇ, ଦ୍ୱିପାନ୍ନୀତା ଦାସମହାପାତ୍ର, ଅନୁ ଚୌଧୁରୀ, ଚୌଧୁରୀ ଜୟପ୍ରକାଶ ଦାସ, ପଲ୍ଲବୀ ପ୍ରିୟଦର୍ଶିନୀ, ଗୋପାଳ ମିଶ୍ର, ସୋମ୍ୟଦୀପ ବାନାର୍ଜୀ, ସୃଷ୍ଟି ମିଶ୍ର, ସୋହିନୀ କୁଣ୍ଡୁ, ଶିବାନୀ ରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟି ହଙ୍ଗେରିର ସେଜ୍‌ଡରେ ଆୟୋଜିତ ହେଉଥିବା ‘ସିଗ୍‌ମଣ୍ଡ୍‌ ଭିଲ୍‌ମସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’ରେ ପ୍ରଦର୍ଶିତ ହୋଇଥିଲା । ଏକମାତ୍ର ଭାରତୀୟ ଚଳଚ୍ଚିତ୍ର ଭାବେ ଏହି ଓଡ଼ିଆ ଚଳଚ୍ଚିତ୍ରଟି ସେଠାରେ ପ୍ରଦର୍ଶିତ ହେବାର ଗୌରବ ଅର୍ଜନ କରିଥିଲା ।[୧] ଏଥି ସ‌ହି ଏହି କଥାଚିତ୍ରଟିର ୨୦୧୭ରେ ଏବଂ ୨୦୧୮ରେ କିଛି ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା ।[୩] ଏହି କଥାଚିତ୍ରଟି ୨୦୧୮ ଜୁନରେ ଭୁବନେଶ୍ୱର ଆଇନ‌କ୍ସରେ ପ୍ରଦର୍ଶିତ ହେବ ।[୩]

ଅଭିନୟ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

କିଶଲୈ ରାୟ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ପୁରସ୍କାର ଉତ୍ସବରେ ପ୍ରଦର୍ଶନ ସମ୍ପାଦନା

Year Festival Place
୨୦୧୭ ୪୮ତମ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଉତ୍ସବ[୪] ଗୋଆ, ଭାରତ
୧୬ତମ ଢାକା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ[୫] ଢାକା, ବଙ୍ଗଳାଦେଶ
କାର୍ଡିଫ୍ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ[୬] କାର୍ଡିଫ୍, ଇଉନାଇଟେଡ କିଙ୍ଗ୍‌ଡମ୍
ହିଡେନ୍ ଜେମ୍‌ସ୍ ଚଳଚ୍ଚିତ୍ର ଉତ୍ସବ[୬] କାଲଗେରୀ, କାନାଡ଼ା
୧୫ତମ ଚେନ୍ନାଇ ଆନ୍ତାର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ[୭] କର୍ଣ୍ଣାଟକ, ଭାରତ
ମୋଜାଇକ୍ ଆନ୍ତାର୍ଜାତୀୟ ଦକ୍ଷିଣ ଏସୀୟ ଚଳଚ୍ଚିତ୍ର ଉତ୍ସବ[୮] ଓନ୍ତାରିଓ, କାନାଡ଼ା
୨୦ତମ ବାର୍ଷିକ ଆମେରିକୀୟ ଚଳଚ୍ଚିତ୍ର ଉତ୍ସବ[୯] ଯୁକ୍ତରାଷ୍ଟ୍ର ଆମେରିକା
ଇକୋ ଚଳଚ୍ଚିତ୍ର ଉତ୍ସବ[୧୦] ମୋସ୍କୋ, ରୁଷିଆ
୧୨ତମ ଇଥିପିଆନ ଆନ୍ତାରଜାତୀୟ ଚଳଚ୍ଚିତ୍ର ଉତ୍ସବ[୧୧] ଇଥିପିଆ
୨୦୧୮ ୫ମ ନୋଇଡ଼ା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ନୋଇଡ଼ା, ଭାରତ
ନିଟ୍ଟେ ଆନ୍ତାର୍ଜାତୀୟ ଚଲଚ୍ଚିତ୍ର ଉତ୍ସବ ମାଙ୍ଗାଲୋର, ଭାରତ
ସିଗ୍‌ମଣ୍ଡ୍‌ ଭିଲ୍‌ମସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ[୧୨] ସେଜ୍‌ଡ, ହଙ୍ଗେରି

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "ଏକମାତ୍ର ଭାରତୀୟ ଚଳଚ୍ଚିତ୍ର ଭାବେ ମନୋନୀତ : ହଙ୍ଗେରିରେ ପ୍ରଦର୍ଶିତ ହେବ 'କ୍ଷଣିକା'". sambad.in. 25 April 2018. Retrieved 6 June 2018.
  2. "Odia film 'Khyanika: The Lost Idea' to be premiered at Hidden Gems Film Festival in Canada". Times Of India. 9 April 2017. Retrieved 6 June 2018.
  3. ୩.୦ ୩.୧ Abraham, Priya (31 May 2018). "Odia Film 'Khyanikaa – The Lost Idea' To Release In City". odishaTv.in. Archived from the original on 4 June 2018. Retrieved 6 June 2018.
  4. "Indian Panorama selection of Feature and Non Feature films for 48th International Film Festival of India (IFFI) 2017 announced". pib.nic.in. Retrieved 2018-02-22.
  5. "Screening Schedule 2018 | DHAKA INTERNATIONAL FILM FESTIVAL". www.dhakafilmfestival.org (in ଆମେରିକୀୟ ଇଂରାଜୀ). Archived from the original on 2018-02-23. Retrieved 2018-02-22.
  6. ୬.୦ ୬.୧ "Global platform for state film-makers". The Telegraph (Calcutta) (in ଇଂରାଜୀ). 16 October 2017. Retrieved 2018-02-22.
  7. KR, Manigandan. "Arvind Swamy inaugurates 15th Chennai International Film Festival (CIFF); expresses concern over the 'violent responses' to art". Cinestaan. Archived from the original on 2018-02-23. Retrieved 2018-02-22.
  8. "Ontario festival to screen Odia film". The Telegraph. Retrieved 2018-02-22.
  9. "20th Annual Native American Film Festival of Southeast at USC". www.facebook.com (in ଇଂରାଜୀ). Retrieved 2018-02-22.
  10. "Amartya Bhattacharyya's 'Lost Idea' gets more screen space". Odisha Sun Times (in ଆମେରିକୀୟ ଇଂରାଜୀ). 9 November 2017. Retrieved 2018-02-22.
  11. "Home - Ethiopian International Film Festival | EIFF". www.ethioiff.net (in ବ୍ରିଟିଶ୍‌ ଇଂରାଜୀ). Archived from the original on 2018-02-23. Retrieved 2018-02-22.
  12. "Khyanikaa set to hit screen in Hungary". The Telegraph (in ଇଂରାଜୀ). Retrieved 2018-05-05.

ବାହାର ଆଧାର ସମ୍ପାଦନା