କ୍ରୋମୋଗ୍ଲିସିକ ଏସିଡ

ଏହା ଏକ ଔଷଧ ଯାହା ଆଜମା, ଆଲର୍ଜି ରାଇନାଇଟିସ୍, ଆଲର୍ଜି କଞ୍ଜକ୍ଟିଭାଇଟିସ୍ ଏବଂ ସିଷ୍ଟମିକ୍ ମାଷ୍ଟାଇଟିସ ରୋଗର ଚ

କ୍ରୋମୋଗ୍ଲିସିକ ଏସିଡ, କ୍ରୋମୋଲିନ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା ଆଜମା, ଆଲର୍ଜି ରାଇନାଇଟିସ୍, ଆଲର୍ଜି କଞ୍ଜକ୍ଟିଭାଇଟିସ୍ ଏବଂ ସିଷ୍ଟମିକ୍ ମାଷ୍ଟାଇଟିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଆଜମା ରୋଗରେ ଏହା ଏକ ପସନ୍ଦଯୋଗ୍ୟ ଚିକିତ୍ସା ନୁହେଁ ।[୧] ଏହା ପ୍ରଶ୍ୱାସରେ ନିଆଯାଏ, କିମ୍ବା ନାସାଲ୍ ସ୍ପ୍ରେ କିମ୍ବା ଆଖି ଡ୍ରପ୍ ଭାବରେ ବ୍ୟବହୃତ ହୁଏ ।[୧] [୨]

କ୍ରୋମୋଗ୍ଲିସିକ ଏସିଡ
Clinical data
Trade namesCrolom, Nasalcrom, others
SynonymsCromolyn, cromolyn sodium, cromoglycate, cromoglicate
AHFS/Drugs.comInahled: monograph
Eye&nose: monograph
data
Pregnancy
category
  • AU: B1
  • US: B (No risk in non-human studies)
Routes of
administration
Nasal spray, inhaled, eye drop
Legal status
Legal status
  • AU: S2 (Pharmacy only)
  • UK: Inhaler POM; eye OTC
  • US: OTC Nasal; eye, inhaler: Rx only
Pharmacokinetic data
Bioavailability1%
Elimination half-life1.3 hours
Identifiers
  • 5,5′-(2-hydroxypropane-1,3-diyl)bis(oxy)bis(4-oxo-4H-chromene-2-carboxylic acid)
ECHA InfoCard100.036.602 Edit this at Wikidata
Chemical and physical data
FormulaC23H16O11
Molar mass୪୬୮.୩୭ g·mol−1
3D model (JSmol)
  • O=C(O)C=4Oc3cccc(OCC(O)COc2cccc1O/C(=C\C(=O)c12)C(=O)O)c3C(=O)C=4
  • InChI=1S/C23H16O11/c24-11(9-31-14-3-1-5-16-20(14)12(25)7-18(33-16)22(27)28)10-32-15-4-2-6-17-21(15)13(26)8-19(34-17)23(29)30/h1-8,11,24H,9-10H2,(H,27,28)(H,29,30) checkY
  • Key:IMZMKUWMOSJXDT-UHFFFAOYSA-N checkY
  (verify)

ପ୍ରାଶ୍ୱାସ ନେବାବେଳେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ, କାଶ, ଏବଂ ବାନ୍ତି ହୋଇପାରେ ।[୧] ନାକ କିମ୍ବା ଆଖିରେ ଦେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱାଳା କିମ୍ବା ଉତ୍ତେଜନା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ହୋଇପାରେ ।[୧] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଏକ ମାଷ୍ଟ୍ ସେଲ୍ ଷ୍ଟାବିଲାଇଜର୍, ଯାହା ହିଷ୍ଟାମିନ ନିଷ୍କାସନ ହ୍ରାସ କରେ ।[୧] [୪]

କ୍ରୋମୋଗ୍ଲିସିକ ଏସିଡ ୧୯୬୫ ମସିହାରେ ତିଆରି ହୋଇଥିଲା ଏବଂ ୧୯୭୩ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ଯୁକ୍ତରାଷ୍ଟ୍ରରେ ପ୍ରଶ୍ୱାସରେ ନେଉଥିବା ୧୨୦ ମିଲି ଔଷଧର ମୂଲ୍ୟ ପ୍ରାୟ ୧୩୦ ଡଲାର; ୨୦୨୨ ସୁଦ୍ଧା ୧୦ ମିଲି ଆଖି ବୁନ୍ଦାର ମୂଲ୍ୟ ପ୍ରାୟ ୯ ଡଲାର ଅଟେ ।[୬] [୫]

ଆଧା ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Cromolyn (Systemic, Oral Inhalation) Monograph for Professionals". Drugs.com (in ଇଂରାଜୀ). Archived from the original on 18 January 2021. Retrieved 7 January 2022.
  2. ୨.୦ ୨.୧ ୨.୨ "Cromolyn (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 7 January 2022.
  3. "Cromolyn Use During Pregnancy". Drugs.com (in ଇଂରାଜୀ). Archived from the original on 25 November 2020. Retrieved 7 January 2022.
  4. ୪.୦ ୪.୧ Ebadi, Manuchair (31 October 2007). Desk Reference of Clinical Pharmacology (in ଇଂରାଜୀ). CRC Press. p. 485. ISBN 978-1-4200-4744-8. Archived from the original on 11 January 2022. Retrieved 7 January 2022.
  5. ୫.୦ ୫.୧ "Cromolyn Prices, Coupons & Savings Tips - GoodRx". GoodRx. Retrieved 7 January 2022.
  6. "Cromolyn Prices, Coupons & Savings Tips - GoodRx". GoodRx. Retrieved 7 January 2022.