ସମ୍ବଲପୁରୀ କଥାଚିତ୍ର

(କୋଶଳୀ ଚଳଚ୍ଚିତ୍ରରୁ ଲେଉଟି ଆସିଛି)

ସମ୍ବଲପୁରୀ ଭାଷାରେ ପ୍ରଥମ ମୁକ୍ତି ଲାଭ କରିଥିବା ଫିଲ୍ମ ହେଲା ଭୁଖା[୧] ଏହା ୧୯୮୯ମସିହାରେ ମୁକ୍ତି ଲାଭ କରି ଥିଲା । ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଗୀଜନ ଅନ୍ତର୍ଜାତିକ ଫିଲ୍ମ ଫେସ୍ତିଭାଲରେ ଜୁରୀ ପୁରସ୍କାର ମଧ୍ୟ ଲାଭ କରିଥିଲା । 'ଉଲୁଗୁଲାନ' ନାମକ ଔ ଏକ କୋଷଳୀ ଭାସିଯା ଫିଲ୍ମ ନିର୍ମିତ ହୋଇ ମୁକ୍ତିଲାଭ ଅପେଚ୍ତାରେ ଅଛି । ଏହା ପୂର୍ଣ ବାସୀ ସାହୁଙ୍କଦ୍ୱାରା ନିର୍ମିତ ହେଇ ନିର୍ଦ୍ଦେଶକ ମହମ୍ମଦ ହୁସେନଙ୍କଦ୍ୱାରା ନିର୍ଦ୍ଦେଶିତ । ଏହା ଏକ ଏଇତିହାସିକ ପୃଷ୍ଠଭୂମି ଉପରେ ଆଧାରିତ କାହାଣୀକୁ ନେଇ ତିଆରି ହୋଇଛି । 18ତମ ଶତାବ୍ଦୀରେ ନାଗପୁରର ମରାଠୀ ଶାସକମାନଙ୍କ କ୍ରୁରତାକୁ ନେଇ ଏହା ଆଧାରିତ । .

ସମ୍ବଲପୁରୀ ଭାଷାରେ ନିର୍ମିତ ସିନେମାମାନଙ୍କର ତାଲିକା  ସମ୍ପାଦନା

  1. ଭୁଖା -୧୯୮୯
  2. ରାଜା ହିନ୍ଦୁସ୍ଥାନୀ  (ନିର୍ଦ୍ଧେଶନା- ଯୁଗଲ ସାହୁ )
  3. ଶୋଲେ (ନିର୍ଦ୍ଧେଶନା- ଯୁଗଲ ସାହୁ )
  4. ଉଲୁଗୁଲାନ -୨୦୧୦
  5. ସମୟର ଖେଳ -୨୦୧୧
  6. ଚିନୀ 
  7. ଅଲାର , -୨୦୧୨
  8. ଶଳା ବୁଢ଼ା -୨୦୧୩ 
  9. ଆଦିମ ବିଚାର -୨୦୧୪  -( ଅସବ୍ୟସଚି ମହାପାତ୍ରଙ୍କଦ୍ୱାରା ନିର୍ଦ୍ଦେଶିତ , ଜାତୀୟ ପୁରସ୍କାର ପ୍ରାପ୍ତ )
  10. ସାହା ମତେ ମାଁ ସମଲେଇ -୨୦୧୫ 
  11. ମନୁଷ- ଧନଞ୍ଜୟ ତ୍ରିପାଠୀଙ୍କ ନିର୍ମିତ ଓ ଶାନ୍ତନୁ ଦାଶଙ୍କ ନିରଶେଷିତ 

ଆଧାର  ସମ୍ପାଦନା