କୁଳାଙ୍ଗାର

୨୦୧୮ର ଓଡ଼ିଆ କଥାଚିତ୍ର

କୁଳାଙ୍ଗାର, ୨୦୧୮ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦେବାଶିଷ ପାତ୍ର । ବିଜୟ ମଲ୍ଲ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ । ଅଶ୍ୱିନୀ ଗଡ଼ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

କୁଳାଙ୍ଗାର
ନିର୍ଦ୍ଦେଶକଅଶ୍ୱିନୀ ଗଡ଼ନାୟକ
ପ୍ରଯୋଜକଦେବାଶିଷ ପାତ୍ର
ସଂଳାପବିଜୟ ମଲ୍ଲ
ଚିତ୍ରନାଟ୍ୟବିଜୟ ମଲ୍ଲ
କଳାକାରପ୍ରଦୀପ କୁମାର ସାହୁ
ଆନିଷା ଶର୍ମା
ସଲିଲ ମିତ୍ର
ମୋନାଲିସା ପାତ୍ର
ଅଶ୍ରୁମୋଚନ ମହାନ୍ତି
ସୁକାନ୍ତ ରଥ
ରତନ ମେହେର
ସଙ୍ଗୀତଶରତ ନାୟକ
ଚିତ୍ରଗ୍ରହଣରଜନୀକାନ୍ତ ବାରିକ
ସମ୍ପାଦକତାପସ ରଞ୍ଜନ ବେହେରା
ମୁକ୍ତିଲାଭ ତାରିଖ
୨୫ ନଭେମ୍ବର ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ପ୍ରଦୀପ କୁମାର ସାହୁ, ଆନିଷା ଶର୍ମା, ସଲିଲ ମିତ୍ର, ମୋନାଲିସା ପାତ୍ର, ଅଶ୍ରୁମୋଚନ ମହାନ୍ତି, ସୁକାନ୍ତ ରଥ, ରତନ ମେହେର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଓଡ଼ିଆ ଦୂରଦର୍ଶନ ଚେନାଲ ଜୀ ସାର୍ଥକରେ ୨୫ ନଭେମ୍ବର ୨୦୧୮ ଦିନ ମୁକ୍ତିଲାଭ କରିଥିଲା ।[୧]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ । ଶରତ ନାୟକ, ଅନ୍ତରା ଚକ୍ରବର୍ତ୍ତୀ, ସଂଗ୍ରାମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ଏ ଜୀବନ ଦେଇଯାଏ" 
2."କଳଙ୍କ ମଥାରେ ବୋଳି କୁଳାଙ୍ଗାର" 

ଆଧାରସମ୍ପାଦନ କରନ୍ତୁ

  1. "Kulangara (TV Movie by Zee Sarthak)". Odia Movie Database. Retrieved 1 January 2019.

ବାହାର ଆଧାରସମ୍ପାଦନ କରନ୍ତୁ