କାଲାସପର୍ଗେଜ ପେଗୋଲ

ଏହା ଏକ ଔଷଧ ଯାହା ତୀବ୍ର ଲିମ୍ଫୋବ୍ଲାଷ୍ଟିକ୍ ଲିଉକେମିଆ (ALL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

କାଲାସପର୍ଗେଜ ପେଗୋଲ, ବେପାର ନାମ ଆସ୍ପାର୍ଲାସ୍, ଏକ ଔଷଧ ଯାହା ତୀବ୍ର ଲିମ୍ଫୋବ୍ଲାଷ୍ଟିକ୍ ଲିଉକେମିଆ (ALL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ଏହା ୧ ମାସରୁ ୨୧ ବର୍ଷ ବୟସରେ ଅନ୍ୟାନ୍ୟ ଔଷଧ ସହିତ ବ୍ୟବହୃତ ହୁଏ । [୩] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । [୪]

କାଲାସପର୍ଗେଜ ପେଗୋଲ
Clinical data
Trade namesAsparlas
SynonymsCalaspargase pegol-mknl, EZN-2285
AHFS/Drugs.commonograph
MedlinePlusa619015
data
Pregnancy
category
  • US: N (Not classified yet) [୧]
Routes of
administration
Intravenous
Legal status
Legal status

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଅଗ୍ନାଶୟ ରୋଗ ଏବଂ ଅସ୍ୱାଭାବିକ ରକ୍ତ ଜମାଟ ବାନ୍ଧିବା ହୋଇପାରେ । [୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତସ୍ରାବ ଅନ୍ତର୍ଭୁକ୍ତ ହୋଇପାରେ। [୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [୪] ମୋନୋମେଥୋକ୍ସି ପଲିଏଥିଲିନ ଗ୍ଲାଇକଲ୍ (mPEG) ସ‌ହିତ ଅସରପାଜିନାସ୍ ସଂଲଗ୍ନ କରି ଏହା ତିଆରି ହୋଇଥାଏ । [୫]

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ପେଗୋଲ୍ ଅନୁମୋଦିତ ହୋଇଥିଲା । [୨] ଯୁକ୍ତରାଷ୍ଟରେ ୩୭୫୦ ୟୁନିଟର ଏକ ଭାଏଲର ମୂଲ୍ୟ ୨୫୪୦୦ ଦଲାର ୨୦୨୧ ମସିହାରେ ଥିଲା । [୬] ଏହା ଆଂଶିକ E. coliଦ୍ୱାରା ନିର୍ମିତ । [୭]

ଆଧାର ସମ୍ପାଦନା

  1. "Calaspargase pegol (Asparlas) Use During Pregnancy". Drugs.com. 29 October 2019. Archived from the original on 30 November 2020. Retrieved 23 January 2020.
  2. ୨.୦ ୨.୧ ୨.୨ "DailyMed - ASPARLAS- calaspargase pegol injection, solution". dailymed.nlm.nih.gov. Archived from the original on 31 October 2021. Retrieved 29 December 2021.
  3. ୩.୦ ୩.୧ "DailyMed - ASPARLAS- calaspargase pegol injection, solution". dailymed.nlm.nih.gov. Archived from the original on 31 October 2021. Retrieved 29 December 2021.
  4. ୪.୦ ୪.୧ "Calaspargase Pegol-mknl". drugs.com. American Society of Health-System Pharmacists. Retrieved 29 December 2021.
  5. "Calaspargase Pegol-mknl". drugs.com. American Society of Health-System Pharmacists. Retrieved 29 December 2021.
  6. "Asparlas Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 29 December 2021.
  7. "calaspargase pegol-mknl". www.cancer.gov (in ଇଂରାଜୀ). 2 February 2011. Archived from the original on 17 January 2021. Retrieved 29 December 2021.