କାମିନୀ ରୟ

ବ୍ରିଟିଶ୍ ଶାସନାଧୀନ ଭାରତର ପ୍ରଥମ ମହିଳା ସ୍ନାତକ, ବଙ୍ଗାଳୀ କବି,ସାମାଜିକ କାର୍ଯ୍ୟକର୍ତ୍ତା ଓ ନାରୀବାଦି ଲେଖ

କାମିନୀ ରଂ (ବଙ୍ଗଳା: কামিনী রায়) (୧୨ ଅକ୍ଟୋବର ୧୯୬୪ – ୨୭ ସେପ୍ଟେମ୍ବର ୧୯୩୩) ଜଣେ ଅଗ୍ରଣୀ ବଙ୍ଗାଳୀ କବି, ସମାଜସେବୀ ଓ ବ୍ରିଟିଶ୍ ଭାରତର ନାରୀନେତ୍ରୀ । ସେ ବ୍ରିଟିଶ୍ ଇଣ୍ଡିଆର ପ୍ରଥମ ଅନର୍ସ ସ୍ନାତ୍ତକ ।[୧]

କାମିନୀ ରୟ
Born୧୨ ଅକ୍ଟୋବର ୧୮୬୪
ବସଣ୍ଡା, ବେଙ୍ଗଲ ପ୍ରେସିଡ଼େନ୍ସି (Now Barisal District, Bangladesh)
Died୨୭ ସେପ୍ଟେମ୍ବର ୧୯୩୩
Alma materବେଥୁନ୍ ମହାବିଦ୍ୟାଳୟ
କଲିକତା ବିଶ୍ୱବିଦ୍ୟାଳୟ
Occupation(s)କବି, ପଣ୍ଡିତ
Spouseକେଗାରନାଥ ରୟ

ଆଧାର ସମ୍ପାଦନା

  1. Sengupta, Subodh Chandra and Bose, Anjali (editors), 1976/1998, Sansad Bangali Charitabhidhan (Biographical dictionary) Vol I, ଛାଞ୍ଚ:Bn icon, p83, ISBN 81-85626-65-0