କାଦିରି
କାଦିରି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆନନ୍ତପୁର୍ ଜିଲ୍ଲାରେ ଅବସ୍ଥିତ ।
Kadiri
కదిరి khadri | |
---|---|
ଦେଶ | India |
ରାଜ୍ୟ | Andhra Pradesh |
ଜିଲ୍ଲା | Anantapur |
Area | |
• ସମୁଦାୟ | 25.88 km2 (9.99 sq mi) |
Elevation | 504 m (1,654 ft) |
Population (2011)[୧] | |
• Total | ୮୯,୨୪୦ |
• Density | 3,400/km2 (8,900/sq mi) |
ଭାଷା | |
• ସରକାରୀ | Telugu |
• Other | Urdu Telugu |
Time zone | UTC+5:30 (IST) |
PIN | 515 591 |
ଯାନବାହାନ ପଞ୍ଚୀକରଣ | AP–02 |
Website | Kadiri Municipality |
ଭୌଗଳିକ ଅବସ୍ଥିତି
ସମ୍ପାଦନାକାଦିରି ୧୪.୧୧୨୫ ଉତ୍ତର ଅକ୍ଷାଂଶ ଓ ୭୮.୧୬୦୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କାଦିରି ସହରର ମୋଟ ଜନସଂଖ୍ୟା ୭୬୨୬୧ ଅଟେ ।[୩] ସେଥି ମଧ୍ୟରୁ ୫୦.୪୪% ଜଣ ପରୁଷ ହୋଇଥିବା ବେଳେ ୪୯.୫୬% ଜଣ ନାରୀ ଅଟନ୍ତି । କାଦିରିର ସାକ୍ଷରତା ହାର ୫୬.୬୯% ଅଟେ । ଏହା ଜାତୀୟ ହାରଠାରୁ ୮.୧୫% ପ୍ରତିଶତ କମ ଅଟେ । ସେଥିରୁ ୩୩.୭୬% ପ୍ରତିଶତ ପୁରୁଷ ଓ ୨୨.୯୪% ନାରୀ ଅଟନ୍ତି । ୧୨.୦୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାତେଲୁଗୁ କାଦିରିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ "Basic Information of Municipality". Commissioner & Director of Municipal Administration. Retrieved 23 August 2014.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.