କନ୍ୟାକୁମାରୀ
ପର୍ଯ୍ୟଟନ ସ୍ଥଳ
ଭାରତର ଦକ୍ଷିଣଭାଗରେ ଥିବା ତାମିଲନାଡୁ ରାଜ୍ୟରେ କନ୍ୟାକୁମାରୀ ଅବସ୍ଥିତ l ବିଷେଶକରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ଥର ମନୋରମ ଦୂଶ୍ୟପାଇଁ ଏହି ସ୍ଥାନଟି ବେଶ ଲୋକପ୍ରିୟ l ତା ଛଡା କନ୍ୟାକୁମାରୀ ଠାରେହିଁ ବଙ୍ଗୋପସାଗର, ଭାରତ ମହାସାଗର ଓ ଆରବ ସାଗର ଏକତ୍ର ହୋଇଥିବାରୁ ଏଠାକାର ପରିବେଶ ବେଶ ଆକର୍ଷଣୀୟ l
କନ୍ୟାକୁମାରୀ | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ତାମିଲନାଡୁ |
ଜିଲ୍ଲା | କନ୍ୟାକୁମାରୀ |
Government | |
• ଜିଲ୍ଲାପାଳ | ଥିରୁ. ଏସ. ନାଗରାଜନ |
Area | |
• ସମୁଦାୟ | 25.89 km2 (10�00 sq mi) |
Elevation | 300 m (1,000 ft) |
Population (2001) | |
• Total | ୧୯,୬୭୮ |
• Density | 665/km2 (1,720/sq mi) |
ଭାଷା | |
• ସରକାରୀ | ତାମିଲ |
Time zone | UTC+5:30 (ଭାରତୀୟ ମାନକ ସମୟ) |
ଡାକ କୋଡ଼ | ୬୨୯ xxx |
ଟେଲିଫୋନ କୋଡ଼ | ୯୧୪ ୬୫୨ |
ଯାନବାହାନ ପଞ୍ଚୀକରଣ | TN 74 & TN 75 |
Website | www |
ପର୍ଯ୍ୟଟନସ୍ଥଳୀ
ସମ୍ପାଦନା- କନ୍ୟାକୁମାରୀ ମନ୍ଦିର : ସମୁଦ୍ରକୂଳରେ ଥିବା କୁମାରୀ ଅମାନ୍ ମନ୍ଦିର ହେଉଛି କନ୍ୟାକୁମାରୀର ସବୁଠାରୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ l ଏଠାରେ ପୂଜାପାଇଥାନ୍ତି କନ୍ୟାକୁମାରୀ ଦେବୀ l
- ଥିରୁଭାଲୁଭାର୍ ଷ୍ଟାଚ୍ୟୁ : କନ୍ୟାକୁମାରୀର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି ଥିରୁଭାଲୁଭାର୍ ଷ୍ଟାଚ୍ୟୁ l ଉକ୍ତ ଷ୍ଟାଚ୍ୟୁର ଉଚତା ହେଉଚି ୧୩୩ ଫୁଟ ଏବଂ ଓଜନ ପ୍ରାୟ ୭୦୦୦ ଟନରୁ ଅଧିକ ହେବ l କୁହାଯାଏ ଏହାକୁ ନିର୍ମାଣ ପାଇଁ ୫୦୦ରୁ ଅଧିକ ଶ୍ରମିକ ଲାଗିଥିଲେ l ସମୁଦ୍ରର ନିଳରାଶି ଭିତରେ ଥିବା ଏହି ଷ୍ଟାଚ୍ୟୁର ସୌନ୍ଦର୍ଯ୍ୟ ବେଶ ମନଲୋଭା l
- ପଦ୍ମନାଭପୁରମ୍ ପ୍ରାସାଦ : ବିଶ୍ୱରେଥିବା ଦଶଟି ପ୍ରମୂଖ ପ୍ରାସାଦ ମଧ୍ୟରୁ ପଦ୍ମନାଭପୁରମ୍ ପ୍ରାସାଦ ହେଉଛି ଅନ୍ୟତମ l ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପ୍ରାସାଦଟିର ନିର୍ମାଣ ସମ୍ପୂର୍ଣ୍ଣଭାବେ କାଠରେ ହୋଇଛି l
- ଏହାଛଡା କନ୍ୟାକୁମାରୀର ଥିରୁପାରାସ୍ପୁ, କୋଟାଲାମ୍ ଆଦି ଜଳପ୍ରପାଦ,ସୂବ୍ରମଣ୍ୟମ ମନ୍ଦିର,ଭାଟ୍ଟାକୋଟାଇ ଦୁର୍ଗା ବେଶ ଆକର୍ଷଣୀୟ l
ଆଧାର
ସମ୍ପାଦନା- ↑ V. Kanakasabhai. The Tamils Eighteen Hundred Years Ago. Asian Educational Services. 1997. ISBN 81-206-0150-5. ପୃ.ସ. 10
ଅଧିକ ତଥ୍ୟ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ କନ୍ୟାକୁମାରୀ
ବାବଦରେ ମାଧ୍ୟମ ରହିଛି ।
- Kanyakumari District Government Portal Archived 2021-01-25 at the Wayback Machine.
- Kanyakumari News Portal Archived 2010-04-19 at the Wayback Machine.
- Kanyakumari-info.com Everything about kanyakumari Archived 2012-04-09 at the Wayback Machine.
- Kanyakumari travel guide from Wikivoyage
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |