ଓମାଲିଜୁମାବ

ଏହା ଏକ ଔଷଧ ଯାହା ଆଜ୍‌ମା, ନାକ ପଲିପ୍ ଏବଂ ହାଇଭ୍‌ସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଓମାଲିଜୁମାବ, ଏକ ବେପାର ନାମ ଜୋଲେୟାର/ Xolair) ହେଉଛି ଏକ ଔଷଧ ଯାହା ଆଜ୍‌ମା, ନାକ ପଲିପ୍ ଏବଂ ହାଇଭ୍‌ସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଆଲର୍ଜି ଥାଇ ଅନ୍ୟାନ୍ୟ ଚିକିତ୍ସା ଯଥେଷ୍ଟ ନ ହେଲେ ଏହା ବ୍ୟବହୃତ ହୁଏ ।[] ଏହା ଇଞ୍ଜେକସନଦ୍ୱାରା ଦିଆଯାଏ ।[]

ଓମାଲିଜୁମାବ
ଫାଇଲ:Omalizumab syringe (DermNet NZ xolair-syringe-01).jpg
Omalizumab syringe
Monoclonal antibody
TypeWhole antibody
SourceHumanized (from mouse)
TargetIgE Fc region
Clinical data
Pronunciationoh-ma-liz'-oom-ab
Trade namesXolair
AHFS/Drugs.commonograph
MedlinePlusa603031
data
Pregnancy
category
Routes of
administration
Subcutaneous
Legal status
Legal status
Pharmacokinetic data
Elimination half-life26 days
Chemical and physical data
FormulaC6450H9916N1714O2023S38
Molar mass୧,୪୫,୦୫୮.୫୩ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା, ଗଲୁ ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, କର୍କଟ ଏବଂ ହୃଦରୋଗ ହୋଇପାରେ। [] ପରୀକ୍ଷା ମୂଳକ ଭାବରେ ଅଳ୍ପ ସଂଖ୍ୟକ ଗର୍ଭବତୀ ମହିଳାଙ୍କ ବ୍ୟବହାର ପରେ ଶିଶୁର କୌଣସି କ୍ଷତି ହେବାର ପ୍ରମାଣ ମିଳି ନାହିଁ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇମ୍ୟୁନୋଗ୍ଲୋବୁଲିନ ଇ (IgE) ସାଥିରେ ବାନ୍ଧି ହୋଇ ନିଷ୍କ୍ରିୟ କରିଥାଏ ।[]

ଓମାଲିଜୁମାବ ୨୦୦୩ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ମସିହା ସୁଦ୍ଧା ଗୋଟିଏ ୧୫୦ ମିଗ୍ରା ପିଛା ପ୍ରାୟ ୨୬୦ ପାଉଣ୍ଡ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧,୨୦୦ ଡଲାର ଅଟେ ।[୧୦]

  1. "Archive copy" (PDF). Archived (PDF) from the original on 2021-06-13. Retrieved 2021-07-15.{{cite web}}: CS1 maint: archived copy as title (link)
  2. "Archive copy" (PDF). Archived (PDF) from the original on 2021-08-28. Retrieved 2021-07-15.{{cite web}}: CS1 maint: archived copy as title (link)
  3. "Novartis announces that Xolair is approved in Canada as a licensed therapy for chronic idiopathic urticaria (CIU) patients unresponsive to antihistamines". Novartis (Press release). 28 August 2014. Archived from the original on 13 June 2021. Retrieved 12 June 2021 – via PR Newswire.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Xolair EPAR". European Medicines Agency (EMA). Archived from the original on 13 June 2021. Retrieved 12 June 2021.
  5. "Xolair 75 mg solution for injection in pre-filled syringe - Summary of Product Characteristics (SmPC)". (emc). 18 August 2020. Archived from the original on 13 June 2021. Retrieved 12 June 2021.
  6. "Xolair- omalizumab injection, solution Xolair PFS- omalizumab injection, solution". DailyMed. 11 May 2020. Archived from the original on 28 November 2020. Retrieved 6 December 2020.
  7. ୭.୦ ୭.୧ ୭.୨ "Omalizumab Monograph for Professionals". Drugs.com (in ଇଂରାଜୀ). Archived from the original on 11 January 2020. Retrieved 8 November 2021.
  8. "Omalizumab (Xolair) Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 8 November 2021.
  9. BNF 81: March-September 2021. BMJ Group and the Pharmaceutical Press. 2021. p. 285. ISBN 978-0857114105.
  10. "Xolair Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 8 November 2021.