ଓତ୍ତାପଲମ
ଓତ୍ତାପଲମ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା କେରଳର ପଲକ୍କଦ୍ ଜିଲ୍ଲାରେ ଅବସ୍ଥିତ ।
Ottappalam | |
---|---|
ଦେଶ | India |
ରାଜ୍ୟ | କେରଳ |
ଜିଲ୍ଲା | ପଲକ୍କଦ୍ |
Elevation | 173[୧] m ( Formatting error: invalid input when rounding ft) |
Population (2001)[୧] | |
• Total | ୪୯,୨୩୦ |
ଭାଷା | |
• ସରକାରୀ | ମାଲୟଲାମ |
Time zone | UTC+5:30 (IST) |
ଭୌଗଳିକ ଅବସ୍ଥିତି
ସମ୍ପାଦନାଓତ୍ତାପଲମ ୧୦.୭୭୦୯ ଉତ୍ତର ଅକ୍ଷାଂଶ ଓ ୭୬.୩୭୮୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୭୩ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଓତ୍ତାପଲମ ସହରର ମୋଟ ଜନସଂଖ୍ୟା ୪୯୨୩୦ ଅଟେ ।[୨] ସେଥି ମଧ୍ୟରୁ ୪୭.୧୦% ଜଣ ପରୁଷ ହୋଇଥିବା ବେଳେ ୫୨.୯୦% ଜଣ ନାରୀ ଅଟନ୍ତି । ଓତ୍ତାପଲମର ସାକ୍ଷରତା ହାର ୮୦.୭୨% ଅଟେ । ଏହା ଜାତୀୟ ହାରଠାରୁ ୧୫.୮୮% ପ୍ରତିଶତ କମ ଅଟେ । ସେଥିରୁ ୩୮.୮୪% ପ୍ରତିଶତ ପୁରୁଷ ଓ ୪୧.୮୭% ନାରୀ ଅଟନ୍ତି । ୧୧.୫୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାମାଲୟଲାମ ଓତ୍ତାପଲମର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.