ଏ ଭି ସ୍ୱାମୀ
ଭାରତୀୟ ରାଜନୀତିଜ୍ଞ
ଅଳାଜଙ୍ଗି ବିଶ୍ୱନାଥ ସ୍ୱାମୀ (୧୮ ଜୁଲାଇ ୧୯୨୯ - ୩୧ ଡିସେମ୍ବର ୨୦୧୯) ଓଡ଼ିଶାରୁ ଜଣେ ଭାରତୀୟ ରାଜେନତା ଥିଲେ । ସେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ଭାରତର ସଂସଦର ଉପର ସଦନ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩][୪][୫] ଶ୍ରୀ ସ୍ୱାମୀ ୪ ଅପ୍ରେଲ ୨୦୧୨ରୁ ୩ ଅପ୍ରେଲ ୨୦୧୮ ଯାଏଁ ରାଜ୍ୟ ସଭାର ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।[୧]
ଏ ଭି ସ୍ୱାମୀ | |
---|---|
ଓଡ଼ିଶାର ରାଜ୍ୟ ସଭା ସାଂସଦ | |
କାର୍ଯ୍ୟକାଳ ୪ ଅପ୍ରେଲ ୨୦୧୨ – ୩ ଅପ୍ରେଲ ୨୦୧୮ | |
ପର ଅଧିକାରୀ | ଅଚ୍ୟୁତ ସାମନ୍ତ, ବିଜେଡି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ନବରଙ୍ଗପୁର, ଓଡ଼ିଶା, ବ୍ରିଟିଶ ଭାରତ | ୧୮ ଜୁଲାଇ ୧୯୨୯
ଜୀବନ ସାଥୀ | ଅଳାଜଙ୍ଗି କଳାବତୀ (ବିବାହ: ୧୧ ଜୁନ ୧୯୪୯)[୧] |
ସନ୍ତାନ | ୩ ଝିଅ, ୨ ପୁଅ |
ପେଷା | ରାଜନୀତିଜ୍ଞ |
୨୦୧୯ ମସିହା ଡିସେମ୍ବର ୩୧ତାରିଖରେ ସ୍ୱାମୀଙ୍କର ପରଲୋକ ଘଟିଥିଲା ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Av Swamy Biography - About family, political life, awards won, history". www.elections.in. Retrieved 22 December 2018.
- ↑ "ସାଂସଦ ଏ ଭି ସ୍ୱାମୀ ଆହତ, ଆଇସିୟୁରେ ଭର୍ତ୍ତି". Sambad. 9 February 2018. Retrieved 22 December 2018.
- ↑ "Naveen props up AV Swamy for third RS seat". ibnlive.in.com. 18 March 2012. Archived from the original on 11 April 2015. Retrieved 9 December 2014.
- ↑ "New Rajya Sabha member A V Swamy stresses on consensus". The Times of India. 1 April 2012. Retrieved 9 December 2014.
- ↑ "Detailed Profile: Shri A.V. Swamy". ww.archive.india.gov.in. Retrieved 9 December 2014.
- ↑ "Former Odisha MP AV Swamy Dies At 91". odishatv.in. odisha tv. Archived from the original on 31 December 2019. Retrieved 31 December 2019.
ବାହାର ଆଧାର
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ଏ ଭି ସ୍ୱାମୀ
ବାବଦରେ ମାଧ୍ୟମ ରହିଛି ।