ଏସିଟ୍ରେଟିନ

ଏସିଟ୍ରେଟିନ ଏକ ଔଷଧ ଯାହା ସୋରିଆସିସ, ଡିସକଏଡ ଲୁପସ, ଇକଥାୟୋସିସ ଓ ଡାରିଅର ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହ

ଏସିଟ୍ରେଟିନ, ବେପାର ନାମ ସୋରିଆଟାନ୍ର, ଏକ ଔଷଧ ଯାହା ସୋରିଆସିସ, ଡିସକଏଡ ଲୁପସ, ଇକଥାୟୋସିସ ଓ ଡାରିଅର ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] [୨] ଗୁରୁତର ରୋଗରେ ଏହା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ ଯଦି ଅନ୍ୟ ଚିକିତ୍ସା ଫଳପ୍ରଦ ହୋଇନଥାଏ । [୩] ଏହାକୁ ପାଟିରେ ଦିଆଯାଏ । [୩] ପୂର୍ଣ୍ଣ ଉପକାର ନିମନ୍ତେ ୨ରୁ ୩ ମାସ ଲାଗିପାରେ । [୩]

ଏସିଟ୍ରେଟିନ
Clinical data
Trade namesSoriatane, Neotigason, others
AHFS/Drugs.commonograph
MedlinePlusa601010
Pregnancy
category
  • AU: X (High risk)
  • US: X (Contraindicated)
Routes of
administration
By mouth
Legal status
Legal status
Pharmacokinetic data
Bioavailability60%
Protein binding>99.9%
MetabolismHepatic
Elimination half-life49 hours
ExcretionFaeces & urine
Identifiers
  • (2E,4E,6E,8E)-9-(4-methoxy-2,3,6-trimethylphenyl)-3,7-dimethylnona-2,4,6,8-tetraenoic acid
ECHA InfoCard100.054.050 Edit this at Wikidata
Chemical and physical data
FormulaC21H26O3
Molar mass୩୨୬.୪୪ g·mol−1
3D model (JSmol)
  • O=C(O)\C=C(\C=C\C=C(\C=C\c1c(cc(OC)c(c1C)C)C)C)C
  • InChI=1S/C21H26O3/c1-14(8-7-9-15(2)12-21(22)23)10-11-19-16(3)13-20(24-6)18(5)17(19)4/h7-13H,1-6H3,(H,22,23)/b9-7+,11-10+,14-8+,15-12+ checkY
  • Key:IHUNBGSDBOWDMA-AQFIFDHZSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଓଠର ପ୍ରଦାହ, କେଶହାନୀ, ଗଲୁ, ଶୁଖିଲା ଆଖି, ଗଣ୍ଠି ଯନ୍ତ୍ରଣା ଏବଂ ଚମ ପତଳା ହୋଇପାରେ । [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ଚିନ୍ତାଧାରା, ଯକୃତ ସମସ୍ୟା, ସହଜ ସୂର୍ଯ୍ୟଦ‌ହନ ଏବଂ ବିନାଇନ ଇଣ୍ଟାକ୍ରାନିଆଲ୍ ଉଚ୍ଚ ରକ୍ତଚାପ ହୋଇପାରେ । [୨] ଗର୍ଭଧାରଣ ସମୟରେ ବା ଦୁଇ ବର୍ଷ ପୂର୍ବରୁ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ରେଟିନଏଡ ପରିବାରର ଏକ ଔଷଧ । [୪] ରେଟିନୋଲକୁ ରେଟିନୋଏକ ଏସିଡରେ ପରିଣତ ହେବାକୁ ଏହା ରୋକିବାଦ୍ୱାରା କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ । [୩]

୧୯୬୬ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏସିଟ୍ରେଟିନ୍ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ । [୫] ଯୁକ୍ତରାଷ୍ଟ୍ରରେ ଏକ ମାସର ଚିକିତ୍ସା ଖର୍ଚ୍ଚ ପ୍ରାୟ ୯୦ ଡଲାର । [୬] ୨୦୨୧ ସୁଦ୍ଧା ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୫ ପାଉଣ୍ଡ ହୋଇଥାଏ ।[୨] ଏହି ଔଷଧ ବ୍ୟବ‌ହାର କରିଥିବା ବ୍ୟକ୍ତି ଅତି କମରେ ୩ ବର୍ଷ ପର୍ଯ୍ୟନ୍ତ ରକ୍ତ ଦାନ କଲେ ଗ୍ରହିତା ତରଫରୁ ଜନ୍ମ ତୃଟି ହୋଇପାରେ । [୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Acitretin Monograph for Professionals". Drugs.com (in ଇଂରାଜୀ). Archived from the original on 6 March 2021. Retrieved 18 July 2021.
  2. ୨.୦ ୨.୧ ୨.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1327. ISBN 978-0-85711-369-6.{{cite book}}: CS1 maint: date format (link)
  3. ୩.୦ ୩.୧ ୩.୨ ୩.୩ ୩.୪ "Acitretin Monograph for Professionals". Drugs.com (in ଇଂରାଜୀ). Archived from the original on 6 March 2021. Retrieved 18 July 2021.
  4. ୪.୦ ୪.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1327. ISBN 978-0-85711-369-6.{{cite book}}: CS1 maint: date format (link)
  5. "Acitretin Prices, Coupons & Savings Tips - GoodRx". GoodRx. Archived from the original on 19 September 2016. Retrieved 18 July 2021.
  6. "Acitretin Prices, Coupons & Savings Tips - GoodRx". GoodRx. Archived from the original on 19 September 2016. Retrieved 18 July 2021.