ଏଭେରୋଲିମସ

ଏହା କ ଔଷଧ ଯାହା କେତେକ ପ୍ରକାରର କର୍କଟ ରୋଗର ଚିକିତ୍ସା ପାଇଁ କରାଯାଉଥିବା ଅଙ୍ଗ ପ୍ରତିରୋପଣ ପରେ ପ୍ରତ୍ୟାଖ୍ୟ

ଏଭେରୋଲିମସ ହେଉଛି ଏକ ଔଷଧ ଯାହା କେତେକ ପ୍ରକାରର କର୍କଟ ରୋଗର ଚିକିତ୍ସା ପାଇଁ କରାଯାଉଥିବା ଅଙ୍ଗ ପ୍ରତିରୋପଣ ପରେ ପ୍ରତ୍ୟାଖ୍ୟାନ‌କୁ ରୋକିବା ପାଇଁ ବ୍ୟବ‌ହାର କରାଯାଏ ।[୩] ବୃକ୍‌କ, ହୃତ୍‌ପିଣ୍ଡ ଓ ଯକୃତ ପ୍ରତିରୋପଣ ପରେ ବିଶେଷତଃ ଏହା ଦିଆଯାଏ ।[୪] ଏହା ସ୍ତନ ଏବଂ ନ୍ୟୁରୋଏଣ୍ଡୋକ୍ରାଇନ ଅର୍ବୁଦ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୫] ଏହା ପାଟିରେ ଦିଆଯାଏ ।[୩]

ଏଭେରୋଲିମସ
Clinical data
PronunciationEverolimus /ˌɛvəˈrləməs/
Trade namesAfinitor, Zortress, others
Synonyms42-O-(2-hydroxyethyl)rapamycin, RAD001
AHFS/Drugs.commonograph
MedlinePlusa609032
data
Pregnancy
category
Routes of
administration
By mouth
Legal status
Legal status
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
Elimination half-life~30 hours[୨]
Identifiers
  • Dihydroxy-12-[(2R)-1-[(1S,3R,4R)-4-(2-hydroxyethoxy)-3-methoxycyclohexyl]propan-2-yl]-19,30-dimethoxy-15,17,21,23,29,35-hexamethyl-11,36-dioxa-4-azatricyclo[30.3.1.0 hexatriaconta-16,24,26,28-tetraene-2,3,10,14,20-pentone
ECHA InfoCard100.149.896 Edit this at Wikidata
Chemical and physical data
FormulaC53H83NO14
Molar mass୯୫୮.୨୪ g·mol−1
3D model (JSmol)
  • OCCO[C@@H]1CC[C@H](C[C@H]1OC)C[C@@H](C)[C@@H]4CC(=O)[C@H](C)/C=C(\C)[C@@H](O)[C@@H](OC)C(=O)[C@H](C)C[C@H](C)\C=C\C=C\C=C(/C)[C@@H](OC)C[C@@H]2CC[C@@H](C)[C@@](O)(O2)C(=O)C(=O)N3CCCC[C@H]3C(=O)O4
  • InChI=1S/C53H83NO14/c1-32-16-12-11-13-17-33(2)44(63-8)30-40-21-19-38(7)53(62,68-40)50(59)51(60)54-23-15-14-18-41(54)52(61)67-45(35(4)28-39-20-22-43(66-25-24-55)46(29-39)64-9)31-42(56)34(3)27-37(6)48(58)49(65-10)47(57)36(5)26-32/h11-13,16-17,27,32,34-36,38-41,43-46,48-49,55,58,62H,14-15,18-26,28-31H2,1-10H3/b13-11+,16-12+,33-17+,37-27+/t32-,34-,35-,36-,38-,39+,40+,41+,43-,44+,45+,46-,48-,49+,53-/m1/s1 checkY
  • Key:HKVAMNSJSFKALM-GKUWKFKPSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପାଟି ପ୍ରଦାହ, ଶ୍ୱାସନଳୀ ସଂକ୍ରମଣ, ଥକ୍କା, ବାନ୍ତି ଏବଂ ତରଳ ଝାଡ଼ା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କେଶ ଝଡ଼ିବା, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ରକ୍ତସ୍ରାବ, ବୃକ୍‌କ ସମସ୍ୟା, ରକ୍ତ ଜମାଟ ବାନ୍ଧିବା ଏବଂ ହୃଦ୍‌ପାତ ହୋଇପାରେ ।[୪] ସମ୍ଭବତଃ ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ [୬] ଏହା ସିରୋଲିମସର ଏକ ଉତ୍ପାଦନ ଏବଂ ସମାନ ଭାବରେ କାର୍ଯ୍ୟ କରେ; ରାପାମାଇସିନର (mTOR) ସ୍ତନ୍ୟପାୟୀ ଲକ୍ଷ୍ୟକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୫] [୭]

୨୦୦୯ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଏଭେରୋଲିମସ ଅନୁମୋଦିତ ହୋଇଥିଲା ।[୩] [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି | [୮] ଯୁକ୍ତରାଜ୍ୟରେ ପ୍ରତିରୋପଣ ପରବର୍ତ୍ତୀ ଏକ ମାସର ଚିକିତ୍ସାର ଖର୍ଚ୍ଚ ପ୍ରାୟ ୪୫୦ ପାଉଣ୍ଡ ଥିବାବେଳେ କେତେକ ପ୍ରକାରର କର୍କଟ ରୋଗ ପାଇଁ ୨୦୨୦ ସୁଦ୍ଧା ୨,୯୦୦ ପାଉଣ୍ଡ ହୋଇପାରେ ।[୪] [୯] ଯୁକ୍ତରାଷ୍ଟ୍ରରେ ଏହାର ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୪୫୦ ଡଲାର ଥିଲା । ୨୦୨୧ରେ ଯୁକ୍ତରାଷ୍ଟ୍ରରେ ଏହାର ଏକ ଜେନେରିକ୍ ସଂସ୍କରଣ ଅନୁମୋଦିତ ହୋଇଥିଲା ।[୧୦]

ଆଧାର ସମ୍ପାଦନା

  1. ୧.୦ ୧.୧ Use During Pregnancy and Breastfeeding
  2. Formica RN, Lorber KM, Friedman AL, Bia MJ, Lakkis F, Smith JD, Lorber MI (March 2004). "The evolving experience using everolimus in clinical transplantation". Transplantation Proceedings. 36 (2 Suppl): 495S–499S. doi:10.1016/j.transproceed.2004.01.015. PMID 15041395.
  3. ୩.୦ ୩.୧ ୩.୨ ୩.୩ "Everolimus Monograph for Professionals". Drugs.com (in ଇଂରାଜୀ). Archived from the original on 17 April 2021. Retrieved 23 July 2021.
  4. ୪.୦ ୪.୧ ୪.୨ ୪.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1034. ISBN 978-0-85711-369-6.{{cite book}}: CS1 maint: date format (link)
  5. ୫.୦ ୫.୧ ୫.୨ "Afinitor". Archived from the original on 8 April 2021. Retrieved 23 July 2021.
  6. "Everolimus Use During Pregnancy". Drugs.com (in ଇଂରାଜୀ). Archived from the original on 17 April 2021. Retrieved 23 July 2021.
  7. Wheeler, Derek S.; Wong, Hector R. (2007). Pediatric Critical Care Medicine: Basic Science And Clinical Evidence (in ଇଂରାଜୀ). Springer Science & Business Media. p. 1391. ISBN 978-1-84628-463-2. Archived from the original on 2021-08-28. Retrieved 2021-07-23.
  8. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  9. "Everolimus Prices, Coupons & Savings Tips - GoodRx". GoodRx. Retrieved 23 July 2021.
  10. Research, Center for Drug Evaluation and (10 February 2022). "2021 First Generic Drug Approvals". FDA (in ଇଂରାଜୀ). Archived from the original on 21 June 2022. Retrieved 22 October 2022.