ଏଫଗାର୍ଟିଗିମୋଡ଼ ଆଲଫା

ଏଫଗାର୍ଟିଗିମୋଡ଼ ଆଲଫା, Vyvgart ଏହାର ବେପାର ନାମ ନାମ, ହେଉଛି ଏକ ଔଷଧ ଯାହା ମ୍ୟାସ୍ଥେନିଆ ଗ୍ରାଭିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ସାଧାରଣ ରୋଗ ପାଇଁ ବ୍ୟବହୃତ ହୁଏ ଯେଉଁଥିରେ ଆସେଟିଲକୋଲିନ ରିସେପ୍ଟର ବିରୁଦ୍ଧରେ ଆଣ୍ଟିବଡି ଥାଏ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ଏଫଗାର୍ଟିଗିମୋଡ଼ ଆଲଫା
Clinical data
Trade namesVyvgart
SynonymsARGX-113, Efgartigimod alfa-fcab
AHFS/Drugs.commonograph
data
Routes of
administration
Intravenous
Legal status
Legal status
Chemical and physical data
FormulaC2310H3554N602O692S14
Molar mass୫୧,୨୮୦.୨0 g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସନଳୀ ସଂକ୍ରମଣ, ମୁଣ୍ଡବିନ୍ଧା ଏବଂ ମୂତ୍ରନଳୀ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା ଅନ୍ତର୍ଭୁକ୍ତ ହୋଇପାରେ | [୨] ଏହା ଏକ ଆଣ୍ଟିବଡି ଅଂଶ ଯାହା ନିଓନାଟାଲ ଏଫସି (Fc) ରିସେପ୍ଟର ସହିତ ସଂଯୁକ୍ତ ହୋଇ ଇମ୍ୟୁନୋଗ୍ଲୋବୁଲିନ ଜି (IgG)ର ପୁନଃ ବ୍ୟବହାରରୁ ରୋକିଥାଏ ।[୩] ଏହା ଫଳରେ ମ୍ୟାସ୍ଥେନିଆ ଗ୍ରାଭିସରେ ଅସ୍ୱାଭାବିକ ଆସେଟିଲକୋଲିନ୍ ରିସେପ୍ଟର (AChR) ଆଣ୍ଟିବଡି ଆଇଜିଜିର ସାମଗ୍ରିକ ସ୍ତର ହ୍ରାସ ହୁଏ ।[୩]

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୨ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏଫଗାର୍ଟିଗିମୋଡ଼ ଆଲଫା ଅନୁମୋଦିତ ହୋଇଥିଲା । [୧] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୨ ସୁଦ୍ଧା ବାର୍ଷିକ ପ୍ରାୟ ୨୨୫,୦୦୦ ଡଲାର ।[୪] ୨୦୨୨ ସୁଦ୍ଧା ଏହା ବ୍ରିଟେନରେ ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇନାହିଁ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Vyvgart EPAR". European Medicines Agency (EMA). 20 June 2022. Archived from the original on 28 September 2022. Retrieved 27 September 2022. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
  2. ୨.୦ ୨.୧ ୨.୨ "Vyvgart- efgartigimod alfa injection". DailyMed. Archived from the original on 25 December 2021. Retrieved 24 December 2021.
  3. ୩.୦ ୩.୧ ୩.୨ "FDA Approves New Treatment for Myasthenia Gravis". U.S. Food and Drug Administration (FDA) (Press release). 17 December 2021. Archived from the original on 20 December 2021. Retrieved 21 December 2021.   This article incorporates text from this source, which is in the public domain.
  4. ୪.୦ ୪.୧ "Efgartigimod". SPS - Specialist Pharmacy Service. 18 December 2019. Retrieved 23 October 2022.{{cite web}}: CS1 maint: url-status (link)