ଏନ. ରାମଶସେୟା

ଓଡ଼ିଆ ରାଜନେତା

ଏନ. ରାମଶସେୟା (୨୯ ଅକ୍ଟୋବର ୧୮୯୭ - ୩୧ ମଇ ୧୯୬୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଏନ. ରାମଶସେୟା
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୩୧ ମଇ ୧୯୬୯
ପୂର୍ବ ଅଧିକାରୀରଘୁନାଥ ପଟ୍ଟନାୟକ
ପର ଅଧିକାରୀପ୍ରତାପ ନାରାୟଣ ସିଂହ ଦେଓ
ନିର୍ବାଚନ ମଣ୍ଡଳୀଜୟପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1897-10-29)୨୯ ଅକ୍ଟୋବର ୧୮୯୭
ମୃତ୍ୟୁ୩୧ ମଇ ୧୯୬୯(1969-05-31) (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀପୁନ୍ନମ୍ମା ଦେବୀ
ବାପା/ବୋଉଉଦ୍ଦାନନ୍ଦ ରମୈୟା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଏନ. ରାମଶସେୟା ୧୮୯୭ ମସିହାର ଅକ୍ଟୋବର ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉଦ୍ଦାନନ୍ଦ ରମୈୟା ଓ ପତ୍ନୀଙ୍କ ନାମ ପୁନ୍ନମ୍ମା ଦେବୀ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଏନ. ରାମଶସେୟା ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଏନ. ରାମଶସେୟା ୧୯୬୯ ମସିହାର ମଇ ୨୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Ramseshaiah N." odishaassembly.nic.in. Odisha Assembly. Retrieved 23 March 2022.