ଏଡିୟୁ ଗୋଦାର

୨୦୨୨ ଓଡ଼ିଆ କଥାଚିତ୍ର

ଏଡିୟୁ ଗୋଦାର ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସ୍ୱସ୍ତିକ ଚୌଧୁରୀ । ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର କିଶଳୟ ରାୟ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏଡିୟୁ ଗୋଦାର
ନିର୍ଦ୍ଦେଶକଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ
ପ୍ରଯୋଜକସ୍ୱସ୍ତିକ ଚୌଧୁରୀ
କାହାଣୀଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ
କଳାକାରଚୌଧୁରୀ ବିକାଶ ଦାସ
ସୁଧଶ୍ରୀ ମଧୁସ୍ମିତା
ଚୌଧୁରୀ ଜୟପ୍ରକାଶ ଦାସ
ଦୀପନ୍ୱିତ ଦାଶମହାପାତ୍ର
ସଙ୍ଗୀତକିସଲୟ ରାୟ
ଚିତ୍ରଗ୍ରହଣଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ
ସମ୍ପାଦକଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ
ବିତରକପ୍ଲାଟୁନ ଡିଷ୍ଟ୍ରିବୁଟର୍ସ
ମୁକ୍ତିଲାଭ ତାରିଖ
୨ ସେପ୍ଟେମ୍ବର ୨୦୨୨
କଥାଚିତ୍ରର ସମୟ
୮୪ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଚୌଧୁରୀ ବିକାଶ ଦାସ, ସୁଧଶ୍ରୀ ମଧୁସ୍ମିତା, ଚୌଧୁରୀ ଜୟପ୍ରକାଶ ଦାସ, ଦୀପନ୍ୱିତ ଦାଶମହାପାତ୍ର, ଶଙ୍କର ବସୁ ମଲ୍ଲିକ, ଅଭିଶେକ ଗିରି, ସ୍ୱସ୍ତିକ ଚୌଧୁରୀ, ଶ୍ୱେତପଦ୍ମା ଶତପଥୀ, ସୁମିତ ପଣ୍ଡା, ସନ୍ଦୀପ ବଳ, ଶ୍ରୀଧର ମାର୍ଥା, ବାନିକାନ୍ତ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କିଶଳୟ ରାୟ ।

ଗୀତ ସମ୍ପାଦନା

କ୍ରମଗୀତକବିସଙ୍ଗୀତଗାୟକସମୟ
1."ଲୁହରେ ବୁଡ଼ିବାକୁ"ଅମର୍ତ୍ତ ଭଟ୍ଟାଚାର୍ଯ୍ୟକିଶଳୟ ରୟରୁପମ ଇସ୍ଲାମ୪ : ୩୦

ମୁକ୍ତିଲାଭ ସମ୍ପାଦନା

ଏହି କଥାଚିତ୍ରଟି ୨୦୨୨ ମସିହାର ସେପ୍ଟେମ୍ବର ୨ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ୪୩ତମ ମସ୍କୋ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ଏହି କଥାଚିତ୍ରଟି ପ୍ରଦର୍ଶିତ ହୋଇଥିଲା ।[୨] କଥାଚିତ୍ର ଜଗତର ଜଣାଶୁଣା ନିର୍ଦ୍ଦେଶକ ଅନୁରାଗ କଶ୍ୟପ[୩] ଓ ଜଣାଶୁଣା ସମୀକ୍ଷକ ତରଣ ଆଦର୍ଶ ଆଦି ଏହି କଥାଚିତ୍ରଟିର ପ୍ରଶଂସା କରିଥିଲେ ।[୪] ଏହି କଥାଚିତ୍ରଟି ଭାରତ ବାହାରେ ଡିଜିଟାଲି ଆମେରିକା ଓ କାନାଡ଼ାରେ ମୁକ୍ତିଲାଭ କରିଥିଲା ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ "'ଏଡିୟୁ ଗୋଦାର' ସହ ପରଦାକୁ ଆସିବ 'ମହାବାହୁ'". ଧରିତ୍ରୀ. No. ଭୁବନେଶ୍ୱର. ଭୁବନେଶ୍ୱର. 2 September 2022. p. ୧୧. Archived from the original on 10 December 2022. Retrieved 10 December 2022.
  2. "Adieu Godard :: Film catalogue :: Moscow International Film Festival". www.moscowfilmfestival.ru (in ରୁଷିୟ). Retrieved 2022-03-16.
  3. "Adieu Godard becomes 1st Odia film to release across India, receives praises from Anurag Kashyap". India Today (in ଇଂରାଜୀ). Retrieved 2022-11-02.
  4. Author, Guest (2022-08-18). "Odia film 'adieu GODARD' to release on Sep 2; film critic Taran Adarsh shares update". Update Odisha-Odisha News I Latest News (in ଆମେରିକୀୟ ଇଂରାଜୀ). Retrieved 2022-11-02. {{cite web}}: |last= has generic name (help)
  5. "Adieu, Godard: A Charming Homage". 25YL (in ଆମେରିକୀୟ ଇଂରାଜୀ). 2022-08-26. Retrieved 2022-11-02.

ବାହାର ଆଧାର ସମ୍ପାଦନା