ଏଟିଜୋଲାମ

ଏହା ସାଧାରଣ ଉତ୍କଣ୍ଠା ବ୍ୟାଧି, ଆତଙ୍କିତ ବ୍ୟାଧି (ପ୍ୟାନିକ ଡିଜଅର୍ଡ଼ର) ଏବଂ ଅନିଦ୍ରା ପାଇଁ ବ୍ୟବହୃତ ହୁଏ ।

Etizolam
Clinical data
Trade namesEtizest, Etilaam, Etizex, Depas, Sedekopan, Pasaden, others
SynonymsEtiz, etizzy[୧]
Dependence
liability
Moderate[୧]
Routes of
administration
By mouth, under the tongue, rectal
Legal status
Legal status
  • DE: Anlage III (Prescription only)
  • UK: Class C
  • US: Unscheduled - Schedule I in Alabama, Arkansas, Florida, Louisiana, Mississippi, Ohio, Oregon, and Virginia; Schedule IV in Georgia, Texas, and South Carolina;[୨] scheduled in Arizona[୩] and Indiana;[୪] not FDA approved.
  • UN: Psychotropic Schedule IV
Pharmacokinetic data
Bioavailability93%
MetabolismLiver
Elimination half-life3.4 hours[୫][୬] (main metabolite is 8.2 hours)[୭]
Duration of action5-7 hours
ExcretionKidney
Identifiers
  • 4-(2-Chlorophenyl)-2-ethyl-9-methyl-6H-thieno[3,2-f][1,2,4]triazolo[4,3-a][1,4]diazepine
ECHA InfoCard100.188.773 Edit this at Wikidata
Chemical and physical data
FormulaC17H15ClN4S
Molar mass୩୪୨.୮୫ g·mol−1
  (verify)

ଏଟିଜୋଲାମ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡିପାସ୍, ହେଉଛି ଏକ ଔଷଦ ଯାହା ସାଧାରଣ ଉତ୍କଣ୍ଠା ବ୍ୟାଧି, ଆତଙ୍କିତ ବ୍ୟାଧି (ପ୍ୟାନିକ ଡିଜଅର୍ଡ଼ର) ଏବଂ ଅନିଦ୍ରା ପାଇଁ ବ୍ୟବହୃତ ହୁଏ ।[୧] [୮] ଏହା ସ୍ୱଳ୍ପ ମିଆଦି ବ୍ୟବହୃତ ହୋଇପାରେ କିନ୍ତୁ ବେଞ୍ଜୋଡାଏଜେପିନ୍ ଅପେକ୍ଷା ଭଲ କାମ କରେ ନାହିଁ ।[୯] ଏହା ପାଟିରେ ଦିଆଯାଏ ।[୧]

ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ, ମାଂସପେଶୀ ଦୁର୍ବଳତା, ସମନ୍ୱୟ ଅଭାବ, ଚେତା ହରେଇବା, ମୁଣ୍ଡବିନ୍ଧା, ଦ୍ୱନ୍ଦ୍ୱ, ଥଙ୍ଗେଇ କଥାବାର୍ତ୍ତା ଏବଂ ଯୌନ ଅସୁବିଧା ହୋଇପାରେ ।[୮] ଅପବ୍ୟବହାର ଏବଂ ନିର୍ଭରଶୀଳତାର ଆଶଙ୍କା ମଧ୍ୟ ଅଛି ।[୮] ଏହା ଏକ ପ୍ରକାର ଥିଏନୋଡାଏଜେପିନ୍, ଯାହା ବେଞ୍ଜୋଡାଏଜେପିନ ସହିତ ସମତୁଲ ।[୮] ଏହା ଜିଏବିଏ<sub id="mwLg">ଏ</sub> (GABA <sub id="mwLg">A</sub>) ରିସେପ୍ଟରର ବେଞ୍ଜୋଡାଏଜେପିନ ସ୍ଥାନ ମାଧ୍ୟମରେ କାର୍ଯ୍ୟ କରେ ।[୧] ଏଥିରେ ଉତ୍କଣ୍ଠା କମ କରିବା, ବାତ ବିରୋଧୀ, ପ୍ରଶାନ୍ତି କାରକ, ନିଦ୍ରାକାରକ ଏବଂ ସ୍ୱେଚ୍ଛାକୃତ (କଙ୍କାଳ) ମାଂସପେଶୀ - ଆରାମଦାୟକ ପ୍ରଭାବ ରହିଛି ।[୮]

ଇଟିଜୋଲାମ ୧୯୭୧ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୮୪ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୧୦] [୮] ୨୦୨୦ ସୁଦ୍ଧା ଏହା ଜାପାନ, ଇଟାଲୀ ଏବଂ ଭାରତରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା କିନ୍ତୁ ଯୁକ୍ତରାଷ୍ଟ୍ରରେ ନୁହେଁ ।[୧] [୮] ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଅପବ୍ୟବହାର ବୃଦ୍ଧି ନେଇ ଚିନ୍ତା ପ୍ରକଟ କରାଯାଇଛି। [୧] ଏହା ଏଟିଜ୍ ଏବଂ ଏଟିଜି ନାକମ ରାସ୍ତା ନାମ ସହିତ ମଧ୍ୟ ଜଣାଶୁଣା | [୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Etizolam (INN)" (PDF). WHO. November 2015. Archived (PDF) from the original on 11 July 2021. Retrieved 15 August 2021.
  2. "Controlled Substance Schedule | SCDHEC". www.scdhec.gov. Archived from the original on 2019-03-30. Retrieved 2019-03-20.
  3. "Arizona HB2033 | 2017 | Fifty-third Legislature 1st Regular". LegiScan. Archived from the original on 2020-11-17. Retrieved 2021-08-04.
  4. "Ellington's bill banning two deadly drugs could soon be law - State of Indiana House of Representatives". www.indianahouserepublicans.com. Archived from the original on 2020-11-17. Retrieved 2021-08-04.
  5. "Etizolam". www.drugbank.ca. Archived from the original on 2020-03-06. Retrieved 2020-09-03.
  6. U.S. Drug Enforcement Administration (March 2020). "Drug & Chemical Evaluation - Etizolam" (PDF). U.S. Department of Justice. Archived (PDF) from the original on September 2020. {{cite web}}: Check date values in: |archive-date= (help)
  7. Fracasso, C.; Confalonieri, S.; Garattini, S.; Caccia, S. (1991-02-01). "Single and multiple dose pharmacokinetics of etizolam in healthy subjects". European Journal of Clinical Pharmacology (in ଇଂରାଜୀ). 40 (2): 181–185. doi:10.1007/BF00280074 (inactive 31 May 2021). ISSN 1432-1041. PMID 2065698. Archived from the original on 2017-05-19. Retrieved 2021-08-04.{{cite journal}}: CS1 maint: DOI inactive as of ମଇ 2021 (link)
  8. ୮.୦ ୮.୧ ୮.୨ ୮.୩ ୮.୪ ୮.୫ ୮.୬ "Etizolam" (PDF). Drug Enforcement Administration. March 2020. Archived from the original (PDF) on 3 September 2020. Retrieved 16 August 2021.
  9. Tripathi, K. D. (31 October 2018). Essentials of Medical Pharmacology (in ଇଂରାଜୀ). Jaypee Brothers Medical Publishers. p. 433. ISBN 978-93-5270-499-6. Archived from the original on 28 August 2021. Retrieved 16 August 2021.
  10. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 536. ISBN 9783527607495. Archived from the original on 2021-08-28. Retrieved 2021-08-04. {{cite book}}: Unknown parameter |name-list-format= ignored (|name-list-style= suggested) (help)