ଏଟିଜୋଲାମ

ଏହା ସାଧାରଣ ଉତ୍କଣ୍ଠା ବ୍ୟାଧି, ଆତଙ୍କିତ ବ୍ୟାଧି (ପ୍ୟାନିକ ଡିଜଅର୍ଡ଼ର) ଏବଂ ଅନିଦ୍ରା ପାଇଁ ବ୍ୟବହୃତ ହୁଏ ।

Etizolam
Clinical data
Trade namesEtizest, Etilaam, Etizex, Depas, Sedekopan, Pasaden, others
SynonymsEtiz, etizzy[]
Dependence
liability
Moderate[]
Routes of
administration
By mouth, under the tongue, rectal
Legal status
Legal status
  • DE: Anlage III (Prescription only)
  • UK: Class C
  • US: Unscheduled - Schedule I in Alabama, Arkansas, Florida, Louisiana, Mississippi, Ohio, Oregon, and Virginia; Schedule IV in Georgia, Texas, and South Carolina;[] scheduled in Arizona[] and Indiana;[] not FDA approved.
  • UN: Psychotropic Schedule IV
Pharmacokinetic data
Bioavailability93%
MetabolismLiver
Elimination half-life3.4 hours[][] (main metabolite is 8.2 hours)[]
Duration of action5-7 hours
ExcretionKidney
Identifiers
  • 4-(2-Chlorophenyl)-2-ethyl-9-methyl-6H-thieno[3,2-f][1,2,4]triazolo[4,3-a][1,4]diazepine
ECHA InfoCard100.188.773 Edit this at Wikidata
Chemical and physical data
FormulaC17H15ClN4S
Molar mass୩୪୨.୮୫ g·mol−1
  (verify)

ଏଟିଜୋଲାମ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡିପାସ୍, ହେଉଛି ଏକ ଔଷଦ ଯାହା ସାଧାରଣ ଉତ୍କଣ୍ଠା ବ୍ୟାଧି, ଆତଙ୍କିତ ବ୍ୟାଧି (ପ୍ୟାନିକ ଡିଜଅର୍ଡ଼ର) ଏବଂ ଅନିଦ୍ରା ପାଇଁ ବ୍ୟବହୃତ ହୁଏ ।[] [] ଏହା ସ୍ୱଳ୍ପ ମିଆଦି ବ୍ୟବହୃତ ହୋଇପାରେ କିନ୍ତୁ ବେଞ୍ଜୋଡାଏଜେପିନ୍ ଅପେକ୍ଷା ଭଲ କାମ କରେ ନାହିଁ ।[] ଏହା ପାଟିରେ ଦିଆଯାଏ ।[]

ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ, ମାଂସପେଶୀ ଦୁର୍ବଳତା, ସମନ୍ୱୟ ଅଭାବ, ଚେତା ହରେଇବା, ମୁଣ୍ଡବିନ୍ଧା, ଦ୍ୱନ୍ଦ୍ୱ, ଥଙ୍ଗେଇ କଥାବାର୍ତ୍ତା ଏବଂ ଯୌନ ଅସୁବିଧା ହୋଇପାରେ ।[] ଅପବ୍ୟବହାର ଏବଂ ନିର୍ଭରଶୀଳତାର ଆଶଙ୍କା ମଧ୍ୟ ଅଛି ।[] ଏହା ଏକ ପ୍ରକାର ଥିଏନୋଡାଏଜେପିନ୍, ଯାହା ବେଞ୍ଜୋଡାଏଜେପିନ ସହିତ ସମତୁଲ ।[] ଏହା ଜିଏବିଏ<sub id="mwLg">ଏ</sub> (GABA <sub id="mwLg">A</sub>) ରିସେପ୍ଟରର ବେଞ୍ଜୋଡାଏଜେପିନ ସ୍ଥାନ ମାଧ୍ୟମରେ କାର୍ଯ୍ୟ କରେ ।[] ଏଥିରେ ଉତ୍କଣ୍ଠା କମ କରିବା, ବାତ ବିରୋଧୀ, ପ୍ରଶାନ୍ତି କାରକ, ନିଦ୍ରାକାରକ ଏବଂ ସ୍ୱେଚ୍ଛାକୃତ (କଙ୍କାଳ) ମାଂସପେଶୀ - ଆରାମଦାୟକ ପ୍ରଭାବ ରହିଛି ।[]

ଇଟିଜୋଲାମ ୧୯୭୧ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୮୪ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୧୦] [] ୨୦୨୦ ସୁଦ୍ଧା ଏହା ଜାପାନ, ଇଟାଲୀ ଏବଂ ଭାରତରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା କିନ୍ତୁ ଯୁକ୍ତରାଷ୍ଟ୍ରରେ ନୁହେଁ ।[] [] ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଅପବ୍ୟବହାର ବୃଦ୍ଧି ନେଇ ଚିନ୍ତା ପ୍ରକଟ କରାଯାଇଛି। [] ଏହା ଏଟିଜ୍ ଏବଂ ଏଟିଜି ନାକମ ରାସ୍ତା ନାମ ସହିତ ମଧ୍ୟ ଜଣାଶୁଣା | []

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Etizolam (INN)" (PDF). WHO. November 2015. Archived (PDF) from the original on 11 July 2021. Retrieved 15 August 2021.
  2. "Controlled Substance Schedule | SCDHEC". www.scdhec.gov. Archived from the original on 2019-03-30. Retrieved 2019-03-20.
  3. "Arizona HB2033 | 2017 | Fifty-third Legislature 1st Regular". LegiScan. Archived from the original on 2020-11-17. Retrieved 2021-08-04.
  4. "Ellington's bill banning two deadly drugs could soon be law - State of Indiana House of Representatives". www.indianahouserepublicans.com. Archived from the original on 2020-11-17. Retrieved 2021-08-04.
  5. "Etizolam". www.drugbank.ca. Archived from the original on 2020-03-06. Retrieved 2020-09-03.
  6. U.S. Drug Enforcement Administration (March 2020). "Drug & Chemical Evaluation - Etizolam" (PDF). U.S. Department of Justice. Archived (PDF) from the original on September 2020. {{cite web}}: Check date values in: |archive-date= (help)
  7. Fracasso, C.; Confalonieri, S.; Garattini, S.; Caccia, S. (1991-02-01). "Single and multiple dose pharmacokinetics of etizolam in healthy subjects". European Journal of Clinical Pharmacology (in ଇଂରାଜୀ). 40 (2): 181–185. doi:10.1007/BF00280074 (inactive 31 May 2021). ISSN 1432-1041. PMID 2065698. Archived from the original on 2017-05-19. Retrieved 2021-08-04.{{cite journal}}: CS1 maint: DOI inactive as of ମଇ 2021 (link)
  8. ୮.୦ ୮.୧ ୮.୨ ୮.୩ ୮.୪ ୮.୫ ୮.୬ "Etizolam" (PDF). Drug Enforcement Administration. March 2020. Archived from the original (PDF) on 3 September 2020. Retrieved 16 August 2021.
  9. Tripathi, K. D. (31 October 2018). Essentials of Medical Pharmacology (in ଇଂରାଜୀ). Jaypee Brothers Medical Publishers. p. 433. ISBN 978-93-5270-499-6. Archived from the original on 28 August 2021. Retrieved 16 August 2021.
  10. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 536. ISBN 9783527607495. Archived from the original on 2021-08-28. Retrieved 2021-08-04. {{cite book}}: Unknown parameter |name-list-format= ignored (|name-list-style= suggested) (help)