ଉଷ୍ଟେକିନୁମାବ
ଉଷ୍ଟେକିନୁମାବ, ଏକ ବିକ୍ରୟ ନାମ ଷ୍ଟେଲାରା, ହେଉଛି ଏକ ଔଷଧ ଯାହା କ୍ରନ ରୋଗ, ଅଲସରେଟିଭ କୋଲାଇଟିସ, ପ୍ଲେକ୍ ସୋରିୟାସିସ୍ ଏବଂ ସୋରିଆଟିକ୍ ଗଣ୍ଠି ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୫] ଅନ୍ୟ କୌଣସି ଚିକିତ୍ସା ଫଳପ୍ରଦ ନ ହେଲେ ଏହା ସାଧାରଣତଃ ବ୍ୟବହୃତ ହୁଏ ।[୬] ଏହା ଶିରାଭ୍ୟନ୍ତର ଇନଫ୍ୟୁଜନ କିମ୍ବା ସବକ୍ୟୁଟାନିସନ ଇଞ୍ଜେକସନ ସାହାଯ୍ୟରେ ଦିଆଯାଏ ।[୬]
ଫାଇଲ:Ustekinumab injection (DermNet NZ ustekinumab-injection).jpg | |
Monoclonal antibody | |
---|---|
Type | Whole antibody |
Source | Human |
Target | IL-12 and IL-23 |
Clinical data | |
Trade names | Stelara |
Synonyms | CNTO 1275 |
AHFS/Drugs.com | monograph |
MedlinePlus | a611013 |
data |
|
Pregnancy category | |
Routes of administration | Subcutaneous, intravenous |
Legal status | |
Legal status | |
Pharmacokinetic data | |
Metabolism | unknown[୩] |
Elimination half-life | 15–32 days (average 3 weeks)[୩] |
Chemical and physical data | |
Formula | C6482H10004N1712O2016S46 |
Molar mass | ୧,୪୫,୬୪୮.୦୬ g·mol−1 |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ପିଠି ଯନ୍ତ୍ରଣା, ତରଳ ଝାଡ଼ା ଏବଂ ସଂକ୍ରମଣ ହୋଇପାରେ ।[୬] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ, କର୍କଟ ଏବଂ ରିଭର୍ସିବଲ୍ ପୋଷ୍ଟିରିଅର୍ ଲ୍ୟୁକୋଏନସେଫାଲୋପାଥି ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ ।[୫] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଆଇଏଲ-୧୨ ଓ ଆଇଏଲ-୨୩କୁ (IL-12 ଏବଂ IL-23) ଟାର୍ଗେଟ କରେ ।[୫] ଏହା ଏକ ରୋଗ ପରିବର୍ତ୍ତନକାରୀ ଆଣ୍ଟିରିଉମାଟିକ୍ ଔଷଧ (DMARD) ଭାବରେ ଶ୍ରେଣୀଭୁକ୍ତ ହୋଇଛି ।[୫]
୨୦୦୯ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଉଷ୍ଟେକିନୁମାବ ଚିକିତ୍ସା ନିମନ୍ତେ ଅନୁମୋଦିତ ହୋଇଥିଲା ।[୨] ପାଇଁ [୫] ଯୁକ୍ତରାଜ୍ୟରେ ୪୫ମିଗ୍ରା ଓ ୯୦ ମିଗ୍ରାର ମାତ୍ରା ପାଇଁ ଏହାର ମୁଲ୍ୟ ୨୦୨୧ରେ ୨୧୫୦ ପାଉଣ୍ଡ ଥିଲା ।[୬] ଯୁକ୍ତରାଷ୍ଟ୍ରରେ ଏହାର ପ୍ରତି ୨୫ ମିଗ୍ରା ପରିମାଣର ମୂଲ୍ୟ ୧୨,୫୦୦ ଡଲାର ଥିଲା | [୭]
ଆଧାର
ସମ୍ପାଦନା- ↑ "Ustekinumab (Stelara) Use During Pregnancy". Drugs.com. 26 November 2019. Archived from the original on 22 May 2020. Retrieved 6 April 2020.
- ↑ ୨.୦ ୨.୧ "Stelara EPAR". European Medicines Agency (EMA). Archived from the original on 6 April 2020. Retrieved 6 April 2020.
- ↑ ୩.୦ ୩.୧ ୩.୨ "Stelara 45 mg solution for injection (vials) - Summary of Product Characteristics (SmPC)". (emc). 27 February 2020. Archived from the original on 6 April 2020. Retrieved 6 April 2020.
- ↑ "Stelara- ustekinumab injection, solution Stelara- ustekinumab solution". DailyMed. 24 March 2020. Archived from the original on 2 July 2019. Retrieved 6 April 2020.
- ↑ ୫.୦ ୫.୧ ୫.୨ ୫.୩ ୫.୪ "Ustekinumab Monograph for Professionals". Drugs.com (in ଇଂରାଜୀ). Archived from the original on 2 February 2017. Retrieved 13 September 2021.
- ↑ ୬.୦ ୬.୧ ୬.୨ ୬.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1165. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Stelara Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 13 September 2021.