ଉପେନ୍ଦ୍ର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1917-02-18) February 18, 1917 (age 103)
ମୃତ୍ୟୁ୨ ଜାନୁଆରୀ ୨୦୧୨ (୯୪ ବର୍ଷ)
ଜାତୀୟତା ଭାରତୀୟ
ଜୀବିକାଅଧ୍ୟାପକ

ଜୀବନ କାଳସମ୍ପାଦନ କରନ୍ତୁ

ଅଧ୍ୟାପକ, ସୁଲେଖକ ଉପେନ୍ଦ୍ର ମିଶ୍ର, ୧୯୧୭ ମସିହା ଫେବୃଆରୀ ୧୮ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଜପୁରଠାରେ ଜନ୍ମ ଗ୍ରହଣ କରିଥିଲେ ୤ [୧] ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଉପେନ୍ଦ୍ର କେନ୍ଦ୍ରାପଡ଼ା ବାଲିଆ ଏଲିମେଣ୍ଟାରୀ ଟ୍ରେନିଙ୍ଗ ସ୍କୁଲରେ ସହକାରୀ ଶିକ୍ଷକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ୤ ୧୯୪୭ ମସିହାରେ ସେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗଦାନ କରିଥିଲେ ୤ ପୁରୀଠାରେ ଜାନୁଆରୀ ୨୦୧୨ (୯୪ବର୍ଷ)ରେ ସେ ଦେହତ୍ୟାଗ କରିଥିଲେ ।

ରଚନାବଳୀସମ୍ପାଦନ କରନ୍ତୁ

  • ସୌରଜଗତ
  • ବୈଦ୍ୟରତ୍ନ ମାଗୁଣୀ ବ୍ରହ୍ମା
  • ବୈଦ୍ୟରତ୍ନ ପୂର୍ଣ୍ଣଚନ୍ଦ୍ର
  • ଔପନ୍ୟାସିକ ଫକୀର ମୋହନ
  • ମହାମହୋପାଧ୍ୟାୟ ସଦାଶିବ

ପୁରସ୍କାର ଓ ସମ୍ମାନ[୨]ସମ୍ପାଦନ କରନ୍ତୁ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
  • ଯଦୁମଣି ସାହିତ୍ୟ ସଂସଦ ପୁରସ୍କାର
  • ସାରଳା ସାହିତ୍ୟ ସମ୍ମାନ
  • ଅଭିନନ୍ଦନିକା ବିଷ୍ଣୁପ୍ରିୟା ସ୍ମୃତି ପୁରସ୍କାର
  • ସହକାର ମକର ମିଳନ ସମ୍ମାନ
  • ଶ୍ରୀକ୍ଷେତ୍ର ପୁସ୍ତକ ଉତ୍ସବ ସମ୍ମାନ
  • ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟ ପୁରସ୍କାର
  • ଦ୍ୱାରକା ନାଥ ଦାସ ସ୍ମୃତି ପୁରସ୍କାର

ଟୀକାସମ୍ପାଦନ କରନ୍ତୁ

  1. ଖବର, ୩ଜାନୁଆରୀ ୨୦୧୨, ପୃଷ୍ଠା-୬
  2. ଧରିତ୍ରୀ, ୩ଜାନୁଆରୀ ୨୦୧୨, ପୃଷ୍ଠା-୪

ବାହାର ଆଧାରସମ୍ପାଦନ କରନ୍ତୁ