ଉଦୟଗିରି
ଓଡିଶାରେ ବୌଦ୍ଧ ପରିସର
ଉଦୟଗିରି ଓଡ଼ିଶାରେ ଥିବା ଏକ ବୌଦ୍ଧ ସ୍ତୂପ ଓ ବିହାରସମୂହର ସମାହାର । ଉଦୟଗିରି, ରତ୍ନଗିରି ଓ ଲଳିତଗିରି ପୁରାତନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଏକ ଅଂଶ । ପୁରାତନ ଅନୁଶାସନ ଅନୁସାରେ ଏହାର ଐତିହାସିକ ନାମ ମାଧବପୁର ମହାବିହାର ଥିଲା । [୧]
ଉଦୟଗିରି | |
---|---|
ମୂଳ ସ୍ତୂପ | |
Religion | |
ଅନୁବନ୍ଧଗୁଡ଼ିକ | ବୌଦ୍ଧ ବାଦ |
District | ଯାଜପୁର |
Status | ସଂରକ୍ଷିତ |
Location | |
ସ୍ଥାନ | ![]() |
State | ଓଡ଼ିଶା |
୧୯୫୮ରୁ କରାଯାଇଥିବା ଏ.ଏସ.ଆଇ.ର ଅନେକ ଖନନରୁ [୨] ନାନାଦି ପ୍ରମାଣ ସବୁ ମିଳିଅଛି । ୧୯୯୭ରୁ ୨୦୦୦ ଭିତରେ ଉଦୟଗିରିର ଏକ ୨ୟ ଭାଗ (ଉଦୟଗିରି-୨)ର ସନ୍ଧାନ ମିଳିଅଛି ଯେଉଁଥିରେ ଅନେକ ଗୁଡ଼ିଏ ସ୍ତୂପ ଓ ବିହାରର ଆକଳନ କରାଯାଇଅଛି ।[୩]
ଅବସ୍ଥାନ ସମ୍ପାଦନା
- ଅକ୍ଷାଂଶ ୨୦° ୩୮' ୪୫" ଉତ୍ତର
- ଦ୍ରାଘିମା ୮୬° ୧୬' ୨୫" ପୂର୍ବ
ଉଦୟଗିରିର ମୂଳ ସ୍ତୂପର ଅବସ୍ଥାନ (20.643738,86.267011)ଠାରେ ଓ ବିହାରର ଅବସ୍ଥାନ (20.64163,86.269189)ଠାରେ ରହିଅହି ।