ଉଇକିପିଡ଼ିଆ ଆଲୋଚନା:ଉଇକିପ୍ରକଳ୍ପ ଆମ ଗାଁ ଆମ ପଞ୍ଚାୟତ

ନାମ ପରିବର୍ତ୍ତନ ସମ୍ପାଦନା

ଏହି ପ୍ରକଳ୍ପର ନାମ ଆମ ଗାଁ ଆମ ପଞ୍ଚାୟତ ପାଇଁ ଆଗରୁ ଆଲୋଚନା ହୋଇଥିଲା, ସେଥିରେ ସମସ୍ତେ ଉଇକିପ୍ରକଳ୍ପ ଆମ ଗାଁ ଆମ ପଞ୍ଚାୟତ ପାଇଁ ସ‌ହ‌ମତି ଦେଇଥିଲେ । ଏହି ପୃଷ୍ଠାଟିକୁ ଘୁଞ୍ଚାଇବା ଲାଗି ମୁଁ ଏଠାରେ ଆଲୋଚନାଟିଏ ଆରମ୍ଭ କରୁଛି, ଯଦି କିଛି ଅସୁବିଧା ନ‌ଥାଏ ତାହେଲେ ଏହାର ନାମ ପରିବର୍ତ୍ତନ କରାଯାଉ । --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୯:୦୪, ୧୮ ଜୁନ ୨୦୧୩ (UTC)

ନୂଆ ନାମ ଆମ ଗାଁ ଆମ ପଞ୍ଚାୟତ ନିମନ୍ତେ ସମର୍ଥନ । (ଏହାକୁ କେହି ବିରୋଧ ନ'କଲେ, ଏକ ମାସ (୧୮ ଜୁଲାଇ ୨୦୧୩) ପରେ ଯେକୌଣସି ସମୟରେ ଏହାର ନାମ ପରିବର୍ତ୍ତନ କରାଯାଉ । ) --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୪୩, ୨୦ ଜୁନ ୨୦୧୩ (UTC)
  Done ଉଇକିପ୍ରକଳ୍ପ ଆମ ଗାଁ ଆମ ପଞ୍ଚାୟତ ନାମକୁ ଘୁଞ୍ଚାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୬:୧୪, ୨୧ ଅପ୍ରେଲ ୨୦୧୪ (UTC)
Return to the project page "ଉଇକିପ୍ରକଳ୍ପ ଆମ ଗାଁ ଆମ ପଞ୍ଚାୟତ".